Yearly Archives

2025

ଝରାଫୁଲ ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଓ କଣାସ ଅଂଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଝରାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଲୁଣା ନଦୀ ତୀରବର୍ତ୍ତୀ ଜଙ୍ଘାର ଛକ କଳ୍ପିତ ଗୁଣ୍ଡିଚା ବାଡ଼ିସ୍ଥ ତାରିଣୀ ମନ୍ଦିର ପରିସରରେ ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ସାରସ୍ୱତ ସମ୍ମିଳନୀ ରବିବାର
Read More...

ବଲାଙ୍ଗିର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସେମିରେ ସିସିଏଫ୍‌ଏ, କେସି ୟୁନାଇଟେଡ, ସୁଜିଆ ଓ ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୪ ଗୋଟି ପଡିଆରେ କ୍ୱାଟର ଫାଇନାଲ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ସିସିଏଫ୍‌ଏ ବନାମ ନକଟାସର
Read More...

କୋଶଲୀ ପତ୍ରିକା ମୁହୁରୀ ଉନ୍ମୋଚିତ ଓ କବି ଅମୃତଲାଲ ପାଇଲେ ପ୍ରଥମ “ମହାତ୍ମା ପ୍ରୟାଗଦତ୍ତ” ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲୀ ପତ୍ରିକା ମୂହୁରୀର ଉନ୍ମୋଚନ ଉତ୍ସବ ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ କୋଶଲୀ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ମୁଖ୍ୟ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ସଭାପତିତ୍ୱ କରିଥିଲେ । ଅତିଥି ଓ ବକ୍ତା ଭାବରେ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାରେ ସ୍ୱତନ୍ତ୍ର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାରେ ସ୍ମରଣିକା ପ୍ରକାଶନ ପାଇଁ ଏକ ସ୍ୱତନ୍ତ୍ର ସଭା ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅସୁସ୍ଥତା କାରଣରୁ ସମ୍ପାଦକ ଜୟରାମ ମିଶ୍ର ଦିର୍ଘ ଦିନ ଅନୁପସ୍ଥିତ ଥିବାରୁ ଏବଂ ଅନେକ ସଦସ୍ୟଙ୍କ
Read More...

ବୀଣାକାଳିଆ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମର ସଚେତନ ହେମା ଅନୁଷ୍ଠାନ ଦ୍ୱାରା ବ୍ଲକ କଳା ସଂସ୍କୃତି ସଙ୍ଘର ଆନୁକୂଲ୍ୟରେ ମୁଣ୍ଡୋମହୁଲ, ଲେଦ୍ରାପାଳି ପରି ଡ଼ଙ୍ଗର ତଳ ଜାଗାମାନଙ୍କରେ ବଜ୍ରପାତ ଓ ସାପ କାମୁଡା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) 'ମାଆଙ୍କ ନିମନ୍ତେ ଗଛଟିଏ' ଆହ୍ୱାନରେ ଆଜି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ମୁଖ୍ୟ ଅତିଥି ରୂପେ କେସିଙ୍ଗା
Read More...

ଦାରିଙ୍ଗବାଡି ଗସ୍ତରେ ଆଇଏଏସ୍‌ ମୋନିକା ପ୍ରିୟଦର୍ଶିନୀ

ଷ୍ଟ୍ରବେରୀ-ହଳଦୀ-କଫି ପ୍ରକ୍ରିୟାକରଣ ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍‌ ମୋନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ । ସେ
Read More...

କୁରୁଲ ହାଇସ୍କୁଲ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଲା ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ବେଳନ ବଲାଙ୍ଗିର ଜିଲ୍ଲା ଆନୁକୂଲ୍ୟରେ ରାମଜୀ ହାଇସ୍କୁଲ କୁରୁଲଠାରେ ୭୬ ତମ ବନମହୋତ୍ସବ ପାଳନ କରାଯାଇଥିଲା । ଉତ୍ସବରେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ଆଲୋକ
Read More...

ଛାତ୍ରୀଙ୍କୁ ‘ଫିଡ୍’ ତରଫରୁ ଶିକ୍ଷା ସହାୟତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଦାତବ୍ୟ ଅନୁଷ୍ଠାନ "ଫିଡ୍"(ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍ ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର କୁମାରୀ ଚନ୍ଦ୍ରକାନ୍ତି ହିଆଲ, ପିତା- ଈଶ୍ୱର ହିଆଲ ଏବଂ ବରପାଲି ବ୍ଲକ ଅନ୍ତର୍ଗତ ଜୁଲଟ ଗ୍ରାମର
Read More...

ରାଉରକେଲା କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ତରଫରୁ ଜାତୀୟ ସେବା ଯୋଜନା ଅନ୍ତର୍ଗତ ବନ ମହୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାନପୋଷ ବନାଞ୍ଚଳ ତରଫରୁ ସହଯୋଗ କରାଯାଇଥିଲା । କଲେଜର ଅଧ୍ୟକ୍ଷ ଡ.
Read More...