ଲାୟନ୍ସ କ୍ଲବର ମହିଳା ସଦସ୍ୟଙ୍କ ଦ୍ଵାରା ଖାଦ୍ୟ ବିତରଣ : ଯୋଗଦେଲେ ପୌର ପରିଷଦର ଅଧ୍ୟକ୍ଷା ମମତା ଜୈନ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ସେବା ସପ୍ତାହ ପାଳିତ ହେଉଥିବା ବେଳେ ରବିବାର ଅପରାହ୍ନ ଦିନ ୧. ୩୦ ମିନିଟ ସମୟରେ ମାଁ ଘଣ୍ଟାଶୁଣି ମନ୍ଦିର ସମ୍ମୁଖରେ ଲାୟନ୍ସ କ୍ଲବର ମହିଳା ସଦସ୍ୟାମାନଙ୍କ ଦ୍ଵାରା ରନ୍ଧା ଖାଦ୍ୟ ବିତରଣ କରାଯାଇଛି । ଏହି ଅବସରରେ!-->…
Read More...
Read More...