Yearly Archives

2025

ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପୂର୍ବ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶୁକ୍ରବାର ଦିନ ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା' ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ଲାଠୋର ଓ କଣ୍ଟାବାଞ୍ଜିରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା କମିଟିର ସମ୍ପାଦକ କିର୍ତ୍ତୀଚନ୍ଦ୍ର
Read More...

ଦେଓଗାଁ ଶିଶୁ ମନ୍ଦିରରେ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବାର୍ଷିକ ଯୋଜନା ଅନୁସାରେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ସାଙ୍କ ସହ ଗୁରୁମା ରଶ୍ମିତା ଖମାରୀ ଏବଂ ପ୍ରଭାସିନୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହିଳାମାନଙ୍କୁ ନେଇ ସପ୍ତ
Read More...

ଆନ୍ତଃ ମହାବିଦ୍ୟାଳୟ ଫୁଟବଲ୍ ଚାମ୍ପିଅନ ଜରାସିଂହା ଦଳକୁ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ଫୁଟବଲ୍ ପ୍ରତିଯୋଗିତାରେ ଚାମ୍ପିଅନ ଜରାସିଂହା ଡିଗ୍ରୀ ମହାବିଦ୍ୟାଳୟର ଖେଳାଳିଙ୍କୁ ଦେଓଗାଁ ବ୍ଲକ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ
Read More...

ଏସ୍‌ଏସ୍‌ବି ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରତିବାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରବଣନ ମଣ୍ଡଳୀ, ଓଡ଼ିଶା (ଏସ୍.ଏସ୍.ବି) ଦ୍ୱାରା ନିଯୁକ୍ତ ୪୮୮ ବର୍ଗର ମହାବିଦ୍ୟାଳୟ ସ୍ତରୀୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଓଡ଼ିଶା ଶିକ୍ଷା ସେବା ଅଧିନିୟମ ୧୯୬୯ ଏବଂ ୧୯୭୪ ହିସାବରେ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିଲେ ମଧ୍ୟ
Read More...

ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ରଣାଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସରଣ୍ଡାପୋଷ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପାର୍ବତୀ ରଣାଙ୍କୁ ଚାକିରୀରୁ ଅବସର ନେବାପରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ନମିତା ମହାପାତ୍ର,
Read More...

ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଓଡ଼ିଆ ତଥା ଓଡିଶା ବିରୋଧୀ ଲାଇସେନ୍ସ କ୍ୱାର୍ଟର ସରକୁଲାର ପ୍ରତ୍ୟାହାର କରନ୍ତୁ : ଉତ୍କଳ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ନିର୍ମାଣ କରିବା ପରିପ୍ରେକ୍ଷୀରେ ଓଡିଶା ସରକାର ପ୍ରାୟ ୨୦ ହଜାର ଏକର ଜମି ଓ ମନ୍ଦିରା ଡ୍ୟାମ ନିର୍ମାଣ ପାଇଁ ୧୨ ହଜାର ଏକର ଜମି ଯୋଗାଇ ଦେଇଥିଲେ । କିନ୍ତୁ ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ପାଇଁ ଅଦ୍ୟାବଧି ୫ ହଜାର ଏକର
Read More...

ଛତ୍ରପୁର ଠାରେ ୬୩ତମ ଜାତୀୟ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୬୩ତମ ଜାତୀୟ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର୍ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ପତାକା
Read More...

ଶ୍ରମଶକ୍ତି ମହାବିଦ୍ୟାଳୟ ରେଡକ୍ରସର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ରେଡକ୍ରସ ଶାଖା ଆନୁକୂଲ୍ୟରେ ନୂଆଟୋଲି, ବ୍ରାହ୍ମଣମରା ଠାରେ ଏକ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଉକ୍ତ ଗ୍ରାମର ଗରିବ ଲୋକ ମାନଙ୍କୁ ଶୀତବସ୍ତ୍ର ଓ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ରେଡକ୍ରସ
Read More...

ନାଡ଼ାପାଟାଙ୍ଗ ଓ ମାଣିକୁଟିକୁ ପଞ୍ଚାୟତ ମାନ୍ୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ ଗଠନ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
Read More...

ଗାନ୍ଧୀଗ୍ରାମପଡାରେ ମାଣବସା ଲକ୍ଷ୍ମୀ ପୂଜା ଉଦଯାପିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା-ଗାନ୍ଧୀ ଗ୍ରାମ ପଡା ଯୁବକ ମାନଙ୍କ ଉଦ୍ୟମ କ୍ରମେ ୨୭ତମ ମାଣବସା ଲକ୍ଷ୍ମୀ ପୂଜନ ଉତ୍ସବ ସମାରୋହରସହ ପାଳିତ ହୋଇଯାଇଛି । ତା. ୨.୧୨.୨୦୨୫ରିଖ ମଙ୍ଗଳବାର ଦିନ ଏକ ଶୁଭଲଗ୍ନରେ ସ୍ଥାନୀୟ ପୋଖରୀ ଠାରୁ ଜଳ ଉଠାଣ କରି କଳସ ଯାତ୍ରାରୁ ମା' ଲକ୍ଷ୍ମୀଙ୍କ
Read More...