Yearly Archives

2025

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ

ଭବାନୀପାଟଣା, (ସଞ୍ଜୀବ କୁମାର ପାତ୍ର) : ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ନିଜ ନିଜର ଅସାବଧାନତା ଯୋଗୁଁ ହଜାର ହଜାର ଅମୂଲ୍ୟ ଜୀବନ ଯାଉଛି । ଦୁଇ ଚକିଆ ଚଳେଇଲା ବେଳେ
Read More...

ବଘାପାଲିରେ ହାତୀପଲ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମନହୀରା ନିକଟସ୍ଥ ବଘାପାଲି ସ୍ଥିତ ଗ୍ରାମ୍ୟ ଜଙ୍ଗଲରେ ୯ ଟିକିଆ ହାତୀପଲ ରହିଥିବା ଜଣାଯାଇଛି । ମା ହାତୀ ସମେତ ଛୋଟ ହାତୀ ଛୁଆ ଏହି ପଲରେ ଥିବା ଜଣାପଡ଼ିଛି । ହାତୀମାନଙ୍କୁ ସୁରକ୍ଷିତ ଭାବେ ଘଞ୍ଚ ଜଙ୍ଗଲ ଭିତରକୁ
Read More...

ଲଣ୍ଡାଗାଁ ପଞ୍ଚାୟତରେ ଧାନ ମଣ୍ଡି ଉଦ୍‌ଘାଟିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତରେ ଆରମ୍ଭ ହୋଇଛି ଧାନ କିଣା ବ୍ୟବସ୍ଥା । ଏହି ଅବସରରେ ଆର୍‌ଏମ୍‌ସିର ଏକ ନୂତନ କୋଠା ପରିସରରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ବଡ଼ସାଇମରା ଧାନମଣ୍ଡି ପାଚେରୀ ଭାଙ୍ଗି ହାତୀପଲଙ୍କ ୧୪ଚାଷୀଙ୍କ ୭୮ବସ୍ତା ଧାନ ନଷ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେଲା ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଥିବା ବେଳେ ଏବେ ଏହି ହାତୀପଲ ଜନବସତି ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଏହି ହାତୀପଲ
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ଅଚାନକ ପରିଦର୍ଶନ କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲ୍‌କୁ ବଲାଙ୍ଗିର ବିଧାୟକଙ୍କ ଅଚାନକ ପରିଦର୍ଶନ । ହସ୍ପିଟାଲ୍‌ର ବିଭିନ୍ନ ୱାର୍ଡ ବୁଲିଲେ ଓ ଅବ୍ୟବସ୍ଥା ଦେଖି ଅସନ୍ତୋଷ ହେଲେ । ଆଜି ପୂର୍ବାହ୍ନରେ ଭୀମଭୋଇ ମେଡିକାଲ କଲେଜ୍ ହସ୍ପିଟାଲ୍‌କୁ ଅଚାନକ ପରିଦର୍ଶନ କରିଥିଲେ
Read More...

ଓସଲାର ପ୍ରେସ ବିବୃତି ଉପରେ ୪୮୮ ସଂଘର ପ୍ରତିକ୍ରିୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନିଖିଳ ଓଡିଶା ଅନୁଦାନପ୍ରାପ୍ତ (୪୮୮ ବର୍ଗ) ଶିକ୍ଷକ ଓ କର୍ମଚାରୀ ସଂଘ ଚାକିରି ସର୍ତ୍ତାବଳୀ ଓ ପେନସନ ଦାବୀରେ ଗତ ଡିସେମ୍ବର ୨୬ ତାରିଖରେ ଭୁବନେଶ୍ୱର ଲୋୟର ପି.ଏମ୍.ଜିରେ ଆନ୍ଦୋଳନ କରିବାର ଅଳ୍ପ ଦିନ ମଧ୍ୟରେ ଝଝଈ ସଂଗଠନ ଓସଲା ତରଫରୁ ପ୍ରତିବାଦ
Read More...

ସମାଜର ଅବହେଳିତ ତଥା ଅସହାୟ ବୃଦ୍ଧବୃଦ୍ଧାଙ୍କ ସହ ବିଏସ୍‌ ଫିଟ୍‌ନେସ୍‌ର ନିଆରା ନବବର୍ଷ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଏସ୍‌ ଫିଟ୍‌ନେସ୍‌ର ସମସ୍ତ ସଭ୍ୟା ନବବର୍ଷ ଉପଲକ୍ଷେ ସ୍ଥାନୀୟ ସୁଦ୍‌ପଡା ସେଲଟର ହୋମ୍‌ରେ ଅସହାୟ ବୃଦ୍ଧାବୃଦ୍ଧଙ୍କ ସହ ମିଶି କେକ୍‌ କାଟିବା ସହ ସମାନଙ୍କର ଆଶୀର୍ବାଦ ଗ୍ରହଣ କରି ନୂଆବର୍ଷ ପାଳନ କରିଥିଲେ । ବିଏସ୍‌ ଫିଟ୍‌ନେସ୍‌ର
Read More...

କୃଷି ଓଡିଶା – ୨୦୨୫ ଉଦ୍‌ଘାଟିତ

ଅଦିନିଆ ବର୍ଷା ଯୋଗୁ ୬,୬୬,୭୨୦ ଚାଷୀ SDRF ପାଣ୍ଠିରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କା ଇନ୍‌ପୁଟ୍ ସବ୍‌ସିଡି ପାଇବେ ଏହା ସହିତ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨ ଲକ୍ଷ ୬୧ ହଜାର ଚାଷୀ ଆବେଦନ କରିଛନ୍ତି, ସେମାନଙ୍କୁ ବୀମା ସହାୟତା ପ୍ରଦାନ ଆରମ୍ଭ ହୋଇସାରିଛି ।ଧାନ ସଂଗ୍ରହରେ ବର୍ତ୍ତମାନ
Read More...

ସମାଜସେବୀଙ୍କ ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ଅଧ୍ୟାପିକା ଶୈଳବାଳା ଷଡ଼ଙ୍ଗୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୌତିକ ଶିଶୁ ସେବା ଆଶ୍ରମ ଠାରେ ଥିବା ଅନ୍ତେବାସୀଙ୍କ ସହ ନୂଆବର୍ଷ ପାଳନ ସହ ନୂତନ ଶିକ୍ଷା ପଦ୍ଧତି, ସ୍ୱାସ୍ଥ୍ୟ, ଆତ୍ମରକ୍ଷା କୌଶଳ, ପରିବେଶ
Read More...

ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଆସନ୍ତା ୫ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡେମୀ ପ୍ରାୟୋଜିତ ୩୭ତମ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ଆସନ୍ତା ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର
Read More...