Yearly Archives

2025

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ସଦାଶିବ ରଣାଙ୍କ ଶୋକସଭା ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵର୍ଗତ ସଦାଶିବ ରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଗହଣରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରେହାନ ଖତ୍ରୀ
Read More...

ପାଚିକା ସହାୟିକଙ୍କ ଅପ୍ରେନ୍‌ ଯୋଗାଇ ସିଆରସିସି ମାଲେମାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକରେ ପାଚିକା ସହାୟିକଙ୍କ ଅପ୍ରେନ୍‌ ଯୋଗାଇ ପାଇକମାଲ ବ୍ଲକ ପରିସରରେ ଥିବା ସିଆରସିସି ମାଲେମାଲ ହେଉଛନ୍ତି । ପାଚିକା ସହାୟିକଙ୍କ ତାଲିମ ସମୟରେ ଅପ୍ରେନ୍‌ ପିନ୍ଧି ଆସିବାକୁ ଗୋଷ୍ଠୀ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏହାର
Read More...

ନୂଆଦିଲ୍ଲୀରେ ସିବିଆଇ ଦ୍ୱାରା ବିକଶିତ ଭାରତପୋଲ୍ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ଭାରତପୋଲ୍'ର ଶୁଭାରମ୍ଭ ସହ ଭାରତ ଅନ୍ତର୍ଜାତୀୟ ଅନୁସନ୍ଧାନ କ୍ଷେତ୍ରରେ ଏକ ନୂତନ ଯୁଗରେ ପ୍ରବେଶ କରିଛିଦେଶରେ ଅପରାଧ କରି ବିଦେଶ ପଳାୟନ କରିଥିବା ଅପରାଧୀଙ୍କୁ ଧରିବା ପାଇଁ 'ଭାରତପୋଲ' ଏବଂ ତିନୋଟି ନୂଆ ଅପରାଧିକ ଆଇନ ଏକ ଶକ୍ତିଶାଳୀ
Read More...

୨୦୨୫ ପାଇଁ ଭାରତ ସରକାରଙ୍କ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଏହାର ବିଷୟବସ୍ତୁ ହେଉଛି ‘ଜନଭାଗିଦାରୀ ସେ ଜନକଲ୍ୟାଣ', ଏହା ପରିବର୍ତ୍ତନକାରୀ ଶାସନର ଦଶନ୍ଧି ପାଳନ କରୁଛି ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାର ନିଜର ୨୦୨୫ କ୍ୟାଲେଣ୍ଡର ପାଇଁଜନଭାଗିଦାରୀ ସେ ଜନକଲ୍ୟାଣକୁ କେନ୍ଦ୍ରୀୟ ବିଷୟବସ୍ତୁ ଭାବେ ବାଛିଛନ୍ତି, ଯେଉଁଥିରେ ପରିବର୍ତ୍ତନଶୀଳ
Read More...

ଏଚ୍‌ଏମ୍‌ପିଭି ଅପ୍‌ଡେଟ୍‌

ଶ୍ୱାସଜନିତ ସଂକ୍ରମଣ ଓ ପ୍ରତିକାରର ଷ୍ଟାଟସ ରିପୋର୍ଟ ନେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଶ୍ୱାସଜନିତ ସମସ୍ୟା ବୃଦ୍ଧିର ନଜିର ନାହିଁ, ତୀକ୍ଷ୍ଣ ସର୍ଭେଲାନ୍ସ ଲାଗି ନିର୍ଦ୍ଦେଶପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ଲାଗି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶଆଇଏଲଆଇ ଓ ଏସ ଏଆରଆଇ ସର୍ଭେଲାନ୍ସ
Read More...

ବ୍ରହ୍ମପୁର ଉପଖଣ୍ଡରେ ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡରେ ୧୧୫୫ ବୁଥ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶିତ ହୋଇଛି । ଉପଖଣ୍ଡସ୍ତରରେ ଉପ-ଜିଲ୍ଲାପାଳ ଦୀନା ଦସ୍ତଗୀର ଏହି ଭୋଟର ତାଲିକାକୁ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ପ୍ରକାଶିତ କରାଗଲା ।
Read More...

୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ସରକାର, ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ତଥା ବିଶ୍ରା ବ୍ଲକ ଗୋଷ୍ଠୀ ଉନ୍ନୟନ ଆନୁକୂଲ୍ୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି । ବର୍ତ୍ତମାନର ପ୍ରବାସୀ ଭାରତୀୟ ପିଢ଼ିଙ୍କୁ ଭାରତର
Read More...

ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ରୀୟ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ

କୋରାପୁଟ, (ସୁନାମ ହନ୍ତାଲ) : ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ରୀୟ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡଃ. ସୁକାନ୍ତ ମଜୁମଦାର । କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ଆକାଂକ୍ଷା ଜିଲ୍ଲାରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ପରେ ସେମିଳିଗୁଡା ବ୍ଲକ
Read More...

ବଙ୍ଗୋମୁଣ୍ଡା ବ୍ଲକ ମିଶନ ଶକ୍ତି ଭବନରେ ତାଲା ବନ୍ଦ, ଜନ ଅସନ୍ତୋଷ ବୃଦ୍ଧି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମିଶନ ଶକ୍ତି ଭବନରେ ଗତକାଲି ଅପରାହ୍ନ ୩ ଘଟିକାରୁ ତାଲା ବନ୍ଦ ଥିବା ବେଳେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏହି କାର୍ଯ୍ୟାଳୟରେ ବିପିସି, ବିପିଏ ଓ ପିଅନ ନିଯୁକ୍ତି ଅଛନ୍ତି । ହେଲେ କାହିଁକି ବିଭିନ୍ନ ସମୟରେ
Read More...

ବଙ୍ଗୋମୁଣ୍ଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବଙ୍ଗୋମୁଣ୍ଡା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବାଗଦେବୀ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା । ସାଧାରଣ
Read More...