Yearly Archives

2025

ମହତାବ ହାଇସ୍କୁଲ ୧୯୭୯ ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମହତାବ ହାଇସ୍କୁଲ, ଡେଲାଙ୍ଗ ୧୯୭୯ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ବରୁଣେଇ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଦୀର୍ଘ ୪୫ ବର୍ଷ ଅତିକ୍ରାନ୍ତ ହେବା ପରେ, ଜୀବନ ଅପରାହ୍ନର
Read More...

କର୍ମକାଣ୍ଡି ପରିଷଦ ଗଠନ ଓ ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ଏକ କର୍ମକାଣ୍ଡି ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପାଇକମାଲ, ପଦ୍ମପୁର, ଝାରବନ୍ଧ, ସୋହେଲା ତଥା ବିଜେପୁରର ସଦସ୍ୟମାନେ ଯୋଗଦାନ କରି ବିଭିନ୍ନ ସମସ୍ୟା ଉପରେ
Read More...

ପଲସାନୀରୁ ସାପଲହର ଗାଁକୁ ଯୋଡି ହେଲା ନୂଆଁ ରାସ୍ତା :ସାଂସଦଙ୍କୁ ଧନ୍ୟବାଦ ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପଲସାନୀ ଠାରୁ ସାପଲହରକୁ ଯୋଡି ହେବ ନୂଆ ରାସ୍ତା । ସରିଲା ପଂଚାୟତବାସୀଙ୍କ ଦୁଃଖ । ବହୁ ଦିନର ଦାବିକୁ ପୂରଣ କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି ରାସ୍ତା ପ୍ରକଳ୍ପ ଦ୍ୱାରା ୬ଟି ପଂଚାୟତ ବାସୀ ଉପକୃତ ହେବେ । ଏଥି ଲାଗି ୮ କୋଟି
Read More...

ଆଗାମୀ ୭ ତାରିଖରୁ ଇନ୍ଦ୍ରାବତୀରୁ ରବି ଜଳସେଚନର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ମୁଖିଗୁଡ଼ା ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଆଗାମୀ ରବି ଚାଷ ପାଇଁ ଜାନୁଆରି ୭ ତାରିଖରୁ ଜଳ ସେଚନ ଆରମ୍ଭ କରାଯାଇ ଜିଲ୍ଲାର ମୋଟ ୫୩ ୩୭୪ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ ରଖାଯାଇଛି । ତତ୍ ସହିତ ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ବ୍ୟବସ୍ଥାରେ ରବି ଜଳ
Read More...

ଜମିରୁ ଧାନ ଖାଇଲା ପରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ତଳଗାଁ ଫରେଷ୍ଟ ସେକସନ୍‌ରେ ଆଜକୁ ପ୍ରାୟ ୨ ମାସ ହେଲା ହାତୀପଲ ଏରିଆ ଛାଡ଼ୁନାହାନ୍ତି । ଯେତେବେଳେ ଜମିବାଡ଼ିରେ ପାଚିଲା ଧାନ ଚାଷୀ ଅମଳ କରିବାକୁ ବସିଥିଲା ସେହି ସମୟରେ ହାତୀପଲ ଧାନ ଖାଇଗଲେ । ତେବେ ଆଜି ଶନିବାର
Read More...

ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଟିକ୍ରାପଡା ଠାରେ ପଞ୍ଚାୟତସ୍ତରୀୟ ଯାଦବ ସମାଜର ବୈଠକରେ ନୂତନ କର୍ମକର୍ତ୍ତା ଚୟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଟିକ୍ରାପଡାଠାରେ ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତେନ୍ତୁଳୀଖୁଣ୍ଟି ପଞ୍ଚାୟତର ସମସ୍ତ ଯାଦବ ସଦସ୍ୟମାନେ ଯୋଗଦେଇଥିଲେ । ଏଥିରେ ବ୍ଲକ ଯାଦବ ମହାସଭା ସଭାପତି
Read More...

ଶିକେର ପାଟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଖଡଙ୍ଗା ଅଞ୍ଚଳର ଭାଷା, ସାହିତ୍ୟ, ଲୋକକଳା, ସଂସ୍କୃତି, ପ୍ରତିଭା, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁଁ ଘୁନା ବିଜୁ ପଟ୍ଟନାୟକ ଖେଳପଡିଆ ଠାରେ ଚାଲିଥିବା ଦ୍ୱିତୀୟ ଶିକେରପାଟ ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିଭାବେ ଗୁଡଭେଲା
Read More...

ସନ୍ଥ ଶ୍ରୀ ରଘୁନାଥଜୀ ମହାରାଜାଙ୍କ ଦ୍ୱିତୀୟ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ସ୍ଥିତ ଭାଗବତତତ୍ତ୍ୱ ଯୋଗାଶ୍ରମର ପ୍ରତିଷ୍ଠାତା ତଥା ସନ୍ଥ ଶ୍ରୀ ରଘୁନାଥ ମହାରାଜାଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଏକ ଶ୍ରଦ୍ଧାଞ୍ଜିଳି ସଭା ତାଙ୍କର ଜନ୍ମପୀଠ କୁର୍ମା ଗ୍ରାମରେ ଅନୁଷ୍ଠିତ
Read More...

ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ବାବଦରେ ୪.୩୬ କୋଟି ଟଙ୍କା ପ୍ରଦାନ

୨୦୧୯ - ୨୦ ଓ ୨୦୨୦ - ୨୧ ପାଇଁ ଲାଭାଂଶ ପ୍ରଦାନ ଭୁବନେଶ୍ୱର : ଓଡିଶା ରାଜ୍ୟ ପଣ୍ୟାଗାର ନିଗମ (Odisha State Warehouse Corporation)ପକ୍ଷରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସରକାରଙ୍କ ଲାଭାଂଶ ଭାବେ ୪.୩୬ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି
Read More...

ଚତୁରଙ୍ଗ ନବପ୍ରକାଶର ୯ମ ଓ ୧୦ମ ସଂଖ୍ୟାର ପାଠକାର୍ପଣ ସମାରୋହ

ଚତୁରଙ୍ଗକୁ ଆହୁରି ପାଠକାଭିମୁଖୀ କରାଯିବାକୁ ଆହ୍ୱାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ ଚତୁରଙ୍ଗ ନବପ୍ରକାଶର ୯ମ ଓ ୧୦ମ ସଂଖ୍ୟାର ପାଠକାର୍ପଣ ସମାରୋହ, କୋଶଳ କଳାମଣ୍ଡଳ ପରିଚାଳନା ସମିତି ସଦସ୍ୟ ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ
Read More...