ରାଜ୍ୟ ହାଇସ୍କୁଲ ସ୍ତରୀୟ ହକି ଦଳରେ ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଛାତ୍ର ପି. ବିଷ୍ଣୁ ସ୍ଥାନ ପାଇଛନ୍ତି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜ୍ୟ ହାଇସ୍କୁଲ ସ୍ତରୀୟ ହକି ଦଳରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଅଧ୍ୟୟନ କରୁଥିବା ନବମଶ୍ରେଣୀ ଛାତ୍ର ପି. ବିଷ୍ଣୁ ସ୍ଥାନ ପାଇଛନ୍ତି । ସୂଚନାଯୋଗ୍ୟ ଯେ' ଆସନ୍ତା ଡ଼ିସେମ୍ବର ୨୨ ରୁ ୨୭!-->…
Read More...
Read More...