ନୂଆପଡ଼ା ଜିଲ୍ଲା ଛତିଶଗଡ ରାଜ୍ୟ ସୀମାବର୍ତ୍ତି ଜଙ୍ଗଲରେ ମାଓ କେଂପ୍ ଠାବ : ବିପୁଳ ମାଓ ସାମଗ୍ରୀ ଜବତ
ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ଛତିଶଗଡ ରାଜ୍ୟ ସୀମାବର୍ତ୍ତି ଜଙ୍ଗଲରେ ମାଓ କେଂପ୍ ଠାବ ବିପୁଳ ମାଓ ସାମଗ୍ରୀ ଜବତ । ବଡ଼ ଧରଣର ମାଓ ହିଂସା ଘଟାଇବା ପାଇଁ ହୋଇଥିଲା ଯୋଜନା ସୂଚନା ଦେଲେ ନୂଆ ପଡ଼ା ଏସ ପି ଗୁଣ୍ଡଳା ରେଡ୍ଡୀ ରାଘବେନ୍ଦ୍ର । ଛତିଶଗଡ ରାଜ୍ୟ ଓ ଓଡ଼ିଶା!-->…
Read More...
Read More...