Yearly Archives

2025

ଡିସେମ୍ବର ମାସରେ କୋଶଳ କଳା ମଣ୍ଡପରେ ନାଟକ ମହୋତ୍ସବ

ନଟରାଜ କଳା ପରିଷଦ କୋଶଳୀ ଭାଷାରେ ୬ ଗୋଟି ନାଟକ ପରିବେଷଣ କରିବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଟରାଜ କଳା ପରିଷଦ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନିଜ କମିଟିର ସଦସ୍ୟଙ୍କ ଦ୍ୱାରା କୋଶଳୀ ଭାଷାରେ ୬ ଗୋଟି ନାଟକ ପରିବେଷଣ କରିବ । ଏଥିରେ ନାଟକ ବା, ଜାଦୁବାଲା, ଜମିଦାର,
Read More...

ବିପୁଳ ପରିମାଣର କୋରେକ୍ସ କଫ୍ ସିରପ ଜବତ

ନୂଆପଡା : ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଅବକାରୀ ବିଭାଗକୁ ବଡ ସଫଳତା । ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖଡ଼ିଆଳ ଥାନା ଡୁଆଝର ଗାଁର ଜଣେ ବ୍ୟକ୍ତି କୋମନା ପଟୁ ନିଜ ବାଇକରେ କୋରେକ୍ସ ଧରି ଆସୁଥିବା ବେଳେ ଖଡ଼ିଆଳ ଅବକାରୀ ବିଭାଗ ଚଢ଼ାଉ କରି ତାଙ୍କ ଠାରୁ ୧୪୫ ବୋତଲ କୋରେକ୍ସ୍ କଫ
Read More...

ରାସ୍ତାରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକରେ ପିଟି ହୋଇ ଯୁବକ ମୃତ

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୁସୁରିପଦର ଛକ ନିକଟରେ ଗୋଟିଏ ବାଇକ୍ ରାସ୍ତା ଉପରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ମୃତକ ବାଇକ୍ ଚାଳକ ଜଣକ ଟିକିରି ଥାନା ମୁସୁରିପଦର
Read More...

ଛତ୍ରପୁର ସହରରେ କ୍ଲଷ୍ଟର ସ୍ତରୀୟ ସୁରଭି -୨୦୨୫ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୫ ସମାହିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଅନସ୍ଲୋ ଶିକ୍ଷାନୁଷ୍ଠାନର ସମ୍ମିଳନୀ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସୁରଭି -୨୦୨୫ ଶନିବାର ସନ୍ଧ୍ୟାରେ
Read More...

ରାଉରକେଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା – ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : "ରୁହନ୍ତୁ. ଯାଞ୍ଚ କରନ୍ତୁ. ସୁରକ୍ଷିତ ରୁହନ୍ତୁ" ସ୍ଲୋଗାନକୁ ନେଇ ରାଉରକେଲା ପୋଲିସ୍ ପକ୍ଷରୁ ଆଜି ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶୁଭାରମ୍ଭ କରାଯାଇଛି ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫ । ଏହି ଉତ୍ସବ ଆରମ୍ଭରେ ମୁଖ୍ୟ
Read More...

ଗୋପବନ୍ଧୁ ପାଠାଗାରରେ ଆଧ୍ୟାତ୍ମିକ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ସନାତନ ସଂସ୍କୃତି ଓ ପରମ୍ପରା ବହୁ ପୁରାତନ ଓ ବିଶ୍ୱ ବିଦିତ । ଭାରତର ପ୍ରାଚୀନ ମୁନି ଋଷି ମାନଙ୍କ ଦ୍ୱାରା ପ୍ରଣୀତ ବେଦ, ବେଦାନ୍ତ, ଉପନିଷଦ ଏବଂ ପୁରାଣ ଶାସ୍ତ୍ରରେ ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ପାଇଁ ସ୍ପଷ୍ଟ ଏବଂ ବିଜ୍ଞାନ ସମ୍ମତ
Read More...

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ପ୍ରଥମ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ର ଅଡିସନର ପ୍ରଥମ ଦିବସ ସ୍ଥାନୀୟ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଗରିମାର ଅଧ୍ୟକ୍ଷା ନିହାରିକା ବସ୍ତିଆ ଓ ସମ୍ପାଦିକା ଡ. ସରିତା ମଲ୍ଲଙ୍କ ଆବାହକତ୍ୱରେ ଆୟୋଜିତ ଏହି ଅଡିସନ କାର୍ଯ୍ୟକ୍ରମରେ
Read More...

ମୁରିବାହାଲ ଓ ଲଖନା ପଞ୍ଚାୟତସ୍ତରୀୟ ଗିରିଗୋବର୍ଦ୍ଧନ ପୂଜା ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ଲଖନା ଗ୍ରାମର ଯାଦବ ସମାଜ ତରଫରୁ ଚାଲିଥିବା ୨୭ତମ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଅଷ୍ଟ ପ୍ରହର ନାମଯଜ୍ଞ ମହା ଆଡମ୍ବରରେ ଉଦଯାପିତ ହୋଇଯାଇଛି । ଅଷ୍ଟପ୍ରହର ନାମ ଯଜ୍ଞର କର୍ତ୍ତା ଭାବରେ ଶ୍ରୀପତି ଷାଣ୍ଢ ଓ ତାଙ୍କର
Read More...

ବିଜମରା ପିଏମଶ୍ରୀ ଉଚ୍ଚ ଵିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପିଏମଶ୍ରୀ ସ୍ୱାମୀ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦୁଇଦିନ ଧରି ସୁବର୍ଣ୍ଣ ଜୟନ୍ତୀ ସମାରୋହ ମହା ସମାରୋହରେ ପାଳନ କରାଯାଉଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ସେଞ୍ଚୁରିଅନ ବିଦ୍ୟାଳୟ ଓ ଆକାଶ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆନ୍ତଃ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ । ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ମଣିଷର ଉନ୍ନତିରେ ଏହି ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି ଆଭିମୁଖ୍ୟ ନେଇ ବଲାଙ୍ଗିର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ ପବ୍ଲିକ
Read More...