Yearly Archives

2025

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଅକ୍ଟୋବର ୨୭ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ
Read More...

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଫ୍ଲାଏ ଆସ୍ ବ୍ୟବହାର ଉପଯୋଗୀ ନେଇ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଆନୁକୂଲ୍ୟରେ ଫ୍ଲାଏ ଆସ୍ ଉପଯୋଗ କରି ନିମ୍ନ ଓ ଖାଲୁଆ ଭୂମିମାନଙ୍କୁ ବ୍ୟବହାର ଉପଯୋଗୀ କରିବା ନେଇ ଏକ କର୍ମଶାଳା ଝାରସୁଗୁଡା ଆଂଚଳିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫ୍ଲାଏ ଆସ୍ ଉପଯୋଗୀ
Read More...

କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଆର୍ଥିକ ବର୍ଷ ୨୦୨୬/୨୭ ପାଇଁ ଗ୍ରାମ ପଞ୍ଚାୟତ ଉନ୍ନୟନ ଖସଡ଼ା (ଜିପିଡିପି) ପ୍ରସ୍ତୁତ ଅନ୍ତର୍ଗତ
Read More...

ଭିଜିଲାନ୍ସ ହାତରେ ଧରାପଡିଲେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଚାଲିଥିବା ବେଳେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଟିଟିଲାଗଡ଼ କାର୍ଯ୍ୟାଳୟରେ ବଡମାଳ ନିକଟସ୍ଥ ଡୁମାଲପଡ଼ା
Read More...

ବଲାଙ୍ଗିର ହେବ ହରଡ଼ ବିହନ ଉତ୍ପାଦନର ଅଗ୍ରଣୀ ଜିଲ୍ଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଓ ଅନ୍ତର୍ଜାତୀୟ ଶୁଷ୍କାଂଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା)ଙ୍କ ମିଳିତ ଆନୁକୂଲ୍ୟରେ ବିଲୁପ୍ତ ପ୍ରାୟ ଫସଲ ସମୂହର ପୁନରୁଦ୍ଧାର ନିମନ୍ତେ ଦୀର୍ଘସ୍ଥାୟୀ ସଘନ କୃଷି ଯୋଜନା ମାଧ୍ୟମରେ ଏକ ହଜାର
Read More...

ସାଇବାର କ୍ରାଇମ ପ୍ରତି ସାବଧାନତା ଦରକାର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆମ ପାଇଁ ମୋବାଇଲ ନିହାତି ଆବଶ୍ୟକ । କିନ୍ତୁ ମୋବାଇଲକୁ ଠିକ୍‌ ଭାବେ ବ୍ୟବହାର କରିବା ଜରୁରୀ । କାରଣ ଆମେ ମୋବାଇଲରେ ବହୁତ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥାଉ । ତା'ର ଫାଇଦା ନେବା ପାଇଁ ସାଇବରଠକମାନେ କୌଣସି ଲିଙ୍କ୍‌ କିମ୍ବା ଓଟିପି ପଠାଇ ଟଙ୍କା
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ଡିଏଭି ମହାବିଦ୍ୟାଳୟ ଓ ମହେଶ୍ୱର ହିନ୍ଦୀ ହାଇସ୍କୁଲଠାରେ ସାଇବର ସୁରକ୍ଷା ଅଭିଯାନ ୨୦୨୫

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିକାଲି ଅନ୍‌ଲାଇନ ଦ୍ଵାରା ସମସ୍ତ ଆର୍ଥିକ ଦେଣନେଣ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଛି । ଏହାର ଫାଇଦା ନେଇ ସାଇବର ଅପରାଧୀ ନିଜର ସ୍ୱାର୍ଥ ହାସଲ ପାଇଁ ଲୋକଙ୍କୁ ଫୋନ କରି ଓଟିପି ମାଗି ତାଙ୍କ ଆକାଉଣ୍ଟ ଖାଲି କରୁଥିବା ନୀତିଦିନ
Read More...

ପ୍ରସ୍ତୁତ ଓ ସଜାଗ ରହି ଗଞ୍ଜାମ ଜିଲ୍ଲା ପ୍ରଶାସନ ବାତ୍ୟା ମୋନ୍ଥାର ମୁକାବିଲା କରି ସଫଳ ହେଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ମୋନ୍ଥା ମୁକାବିଲା କରିବା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଫଳ ହୋଇଛି । ଗଞ୍ଜାମରେ ୩୬୦୦ରୁ ଉର୍ଦ୍ଧ ଜଣଙ୍କୁ ନିରାପଦ ସ୍ଥାନକୁ ଅର୍ଥାତ୍ ବାତ୍ୟା ଆଶ୍ରୟ ସ୍ଥଳ, ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସମୁଦ୍ର ଅଶାନ୍ତ
Read More...

ନୂଆପଡା ଉପନିର୍ବାଚନରେ ହୋମ୍ ଭୋଟିଂ ପାଇଁ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ

ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ହୋମ୍ ଭୋଟିଂ ହେବ, କେହି ଜଣେ ବି ଭୋଟର ମତଦାନ ସୁଯୋଗରୁ ବଞ୍ଚିତ ହେବେନାହିଁ - ଜିଲ୍ଲାପାଳ ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ବିଧାନସଭା ଉପନିର୍ବାଚନରେ ହୋମ୍ ଭୋଟିଂ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଅଫିସର୍, ଫାଷ୍ଟ ପୋଲିଂ ଅଫିସର୍ ଓ ମାଇକ୍ରୋ ନିରୀକ୍ଷକ
Read More...

ଭୀଷଣ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ରେଳବିଭାଗର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

• କେନ୍ଦ୍ର ମନ୍ତ୍ରୀ ନିରବଚ୍ଛିନ୍ନ ଯୋଗାଯୋଗ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳଗୁଡ଼ିକର ସମୟାନୁବର୍ତ୍ତିତା ଉପରେ କଲେଗୁରୁତ୍ୱାରୋପ; ସମସ୍ତ ରେଳ ଜୋନକୁ ଉଚ୍ଚ ସତର୍କତା ଅବଲମ୍ବନ କରିବାକୁ ଏବଂ ଘୂର୍ଣ୍ଣିଝଡ଼ ପରେ ଟ୍ରେନ୍ ସେବାର ଦ୍ରୁତ ପୁନରୁଦ୍ଧାର ସୁନିଶ୍ଚିତ କରିବାକୁ ଦେଲେ ନିର୍ଦ୍ଦେଶ•
Read More...