ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଫସଲ
ମୁନିଗୁଡ଼ା, (ରମାକାନ୍ତ ପଡାଲ) : ମୁନିଗୁଡା ରେଞ୍ଜର ବିଭିନ୍ନ ଗାଁମାନଙ୍କରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଜଙ୍ଗଲ ଛାଡ଼ି ଏବେ ଜନବସତି ମୁହାଁ ହେଉଛନ୍ତି ହାତୀ । ମୁନିଗୁଡା ରେଞ୍ଜ ଅମ୍ବାଦଳା ସେକ୍ସନର ପିଡେଲପଦର, ଉମ୍ୱେର, ଖଲିଆଗୁଡ଼ା, କିଞ୍ଜିଲୁଆ, ନାନିବୁଟି, ଟିକରପଡା ଆଦି!-->…
Read More...
Read More...