tur
Yearly Archives

2025

ଶୁଲିଆ ପୀଠରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ

ଆଶିଷ କାମନା ସହ ଲୋକଙ୍କ ମଙ୍ଗଳ କାମନା କଲେ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦିବାସୀଙ୍କ ଆସ୍ଥା ବିଶ୍ୱାସ ଓ ପରମ୍ପରାର ପ୍ରସିଦ୍ଧ ଯାତ୍ରା ଶୁଲିଆ ଯାତ୍ରା ହଜାର ହଜାର ଶ୍ରଦ୍ଧାଲୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ
Read More...

କୁଟାସିଂହା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକର କୁଟାସିଂହା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପଞ୍ଚାୟତର ସରପଞ୍ଚ ଡିଗ୍ରୀ ମେହେର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜିର ଜନ ଶୁଣାଣି
Read More...

ମିର୍ଦ୍ଧାପାଲି ଖଲା ଥି ବି ବଡା ଜାକଜମକ୍ ଆର୍ ଧୁମଧାମରେ ଶୁଲିଆ ଯାତ୍ରା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର୍ ପ୍ରସିଦ୍ଧ ଶୁଲିଆ ଯାତ୍ରା ବଲାଂଗିରର୍ ଭିନେ ଭିନେ ଠାନେ ଶୁଲିଆ ଯାତ୍ରାର୍ ଜମକ୍ ଦେଖବାକେ ମିଲସି। ଖଇରଗୁଡା ବଡଖଲା ନେ ଲାଖ୍ ଲାଖ୍ ଲୁକର୍ ଭିଡ୍ ଦେଖବାକେ ମିଲୁଥିବାର୍ ବେଲକେ ବାକି ଠାନେ ବି ଲୁକର୍ ଖଚାଖଚ୍ ଭିଡ୍ ଦେଖବାକେ ମିଲସି।
Read More...

ଇନ୍ଦ୍ରାବତୀରୁ ରବି ଜଳସେଚନର ଶୁଭାରମ୍ଭ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମଙ୍ଗଳପୁର ସ୍ଥିତ ହାତୀ ବେରେଜରୁ ଚଳିତ ରବି ଚାଷ ପାଇଁ ଉଭୟ ବାମ ଓ ଦକ୍ଷିଣ ମୁଖ୍ୟ କେନାଲରେ ଜଳସେଚନର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ଉଭୟ କେନାଲର ୫୩, ୩୭୪ ହେକ୍ଟର ଜମିରେ ଜଳସେଚନର ଲକ୍ଷ ରଖାଯାଇ ଥିବା ବେଳେ କଳାହାଣ୍ଡି ଜିଲ୍ଲାର
Read More...

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ : ବାଇକ ସହ ଟଙ୍କା ଲୁଟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତ କୁମ୍ଭାରମୁଣ୍ଡା ନିକଟରେ ମଙ୍ଗଳବାର ଦିନ ଏକ ବଡ ଧରଣର ଲୁଟ୍‌ ହୋଇଛି । ଜଣେ ଫାଇନାନ୍ସ କର୍ମଚାରୀ ଲୋନ ଟଙ୍କା ଆଦାୟ କରି ଫେରୁଥିବା
Read More...

ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜାମ୍ମୁ-କାଶ୍ମୀର, ତେଲଙ୍ଗାନା ଏବଂ ଓଡ଼ିଶାରେ ରେଳ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଏହି ଅଞ୍ଚଳରେ ସାମାଜିକ - ଆର୍ଥିକ ବିକାଶରେ ସହାୟକ ଦେବ : ପ୍ରଧାନମନ୍ତ୍ରୀଆଜି ଦେଶ ବିକଶିତ ଭାରତର ସଂକଳ୍ପକୁ ହାସଲ କରିବା ଦିଗରେ ଅଗ୍ରସର ଏବଂ ଏଥିପାଇଁ ଭାରତୀୟ
Read More...

ବ୍ରହ୍ମପୁର ଉପଖଣ୍ଡରେ ଚୂଡାନ୍ତ ଭୋଟର ତାଲିକା -୨୦୨୫ ପ୍ରକାଶିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡରେ ୧୧୫୫ ବୁଥ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଚୂଡାନ୍ତ ଭୋଟର ତାଲିକା - ୨୦୨୫ ପ୍ରକାଶିତ ହୋଇଯାଇଛି । ଉପଖଣ୍ଡସ୍ତରରେ ଉପ ଜିଲ୍ଲାପାଳ ଦୀନା ଦସ୍ତଗୀର ଏହି ଭୋଟର ତାଲିକାକୁ ସର୍ବସାଧାରଣଙ୍କ ଅବଗତ ନିମନ୍ତେ ପ୍ରକାଶିତ
Read More...

ମେଣ୍ଡାରେ ୩ୟ ବାରପାହାଡ ମହୋତ୍ସବ

“ପୁରାତନ ମେଣ୍ଡାଗଡତି ଅଞ୍ଚଳକୁ ବ୍ଲକଘୋଷଣା କରାଯାଉ” ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ଐତିହାସିକ ମେଣ୍ଡା ଗାଁର ସାଗରତଳଛକ ଠାରେ ୩ୟ ବାରପାହାଡ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗତ ୩ତାରିଖରୁ ଏହା ଆରମ୍ଭ ହୋଇ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ
Read More...

୧୨ରେ କେନ୍ଦ୍ର ସାହିତ୍ୟ ଅକାଡେମୀର ଯୁବ ପୁରସ୍କାର ସମାରୋହ

ପୁରସ୍କାର ପ୍ରାପକ ସମ୍ମିଳନୀ ୧୩ରେପୁରସ୍କୃତ ହେବେ ୨୪ଟି ଭାରତୀୟ ଭାଷାର ଯୁବ ଲେଖକ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାନୁଆରି ୧୨ ଓ ୧୩ ତାରିଖରେ ଭୁବନେଶ୍ୱରରେ ସାହିତ୍ୟ ଅକାଡେମୀର ଯୁବ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ । ୧୨ ତାରିଖ ସନ୍ଧ୍ୟା ୫ଟାରେ ଉତ୍କଳ ବିଶ୍ୱ ବିଦ୍ୟାଳୟର
Read More...

ଲାଞ୍ଚ ମାଗି ଖାଇଗଲେ ଜିଓ ଟେକ ଖୋଦ ଅଭିଯୋଗ ଆଣିଲେ ଦିବ୍ୟାଙ୍ଗ ଗୋଲାପ ବାଗ

ତୁରେକେଲା ବ୍ଲକରେ ଆବାସ ଯୋଜନା ପାଇଁ ଚାଲିଛି ଲାଞ୍ଚ କାର୍ବାର ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଉପାନ୍ତ ପଂଚୟତରେ ଲାଞ୍ଚ କାର୍ବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଲାଂଚ ନଦେଲେ ଫାଇଲ ଓଲଟ ପାଲଟ । ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର । ଧନୀ
Read More...