ନୂଆପଡା ଉପ ନିର୍ବାଚନ ପାଇଁ ଭୋଟ ଗଣତି ସମ୍ବନ୍ଧୀୟ ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ସ୍ତରୀୟ ତାଲିମ ବୈଠକ ଅନୁଷ୍ଠିତ
ନୂଆପଡା, (କେପିଏନ୍ଏସ୍) : ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ଭୋଟ ଗଣତି ସମ୍ବନ୍ଧୀୟ ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ସ୍ତରୀୟ ତାଲିମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧିକାରୀ ମାନଙ୍କୁ ସେମାନଙ୍କ ଗୁରୁଦାୟିତ୍ୱ ସମ୍ବନ୍ଧରେ ଅବଗତ କରାଇଥିଲେ । ରାଜ୍ୟ ସ୍ତରୀୟ!-->…
Read More...
Read More...