ମହିଳା ମଞ୍ଚର ବନ୍ଧୁ ମିଳନ ଓ କବିତା ଆସର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ମହିଳା ମଂଚ ଆନୁକୂଲ୍ୟରେ ଏକ ବନ୍ଧୁ ମିଳନ ଓ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କବିତା ଆସରରେ ସୋନପୁର୍, ବରଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ଶତାଧିକ କବି/ କବୟିତ୍ରୀ ନିଜର!-->…
Read More...
Read More...