Yearly Archives

2025

ଆଗଲପୁର ଅଞ୍ଚଳରେ ଚାଷୀଙ୍କୁ ଘାରିଲାଣି ଦନ୍ତା ହାତୀ ଭୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକରେ ବର୍ତ୍ତମାନ ଚାଷୀଙ୍କୁ ଘାରିଲାଣି ଦନ୍ତା ହାତୀ ଭୟ । ଚାଷୀ ଖରିଫ ଋତୁରେ ଚାଷକରି ବର୍ଷକର ରୋଜଗାର ସହିତ ଖାଦ୍ୟ ସଂଗ୍ରହ କରିଥାଏ । ସେଥିରେ ପୁଣି ସାର, ବିଷ, ବିହନ ଓ କୃଷିଯନ୍ତ୍ରପାତି ଦ୍ଵାରା ଅନ୍ୟ ଲୋକଙ୍କ
Read More...

ବଲାଙ୍ଗିର ଏସପିଙ୍କ ଘର ପାଖରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସପିଙ୍କ ଘର ପାଖରେ ଦୁର୍ଘଟଣା । ଏସପିଙ୍କ ଘର ନିକଟରେ ଟ୍ରଲର-ଟ୍ରକ ଧକ୍କା ହୋଇଛି । ୨୬ ନମ୍ବର ଜାତୀୟ ରାଜପଥ ତଥା ବଲାଙ୍ଗିର ଏସପିଙ୍କ ଘର ପାଖରେ ଟ୍ରଲର-ଟ୍ରକ ଧକ୍କା ହେବାରୁ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ
Read More...

ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ସାଇବର ପୋଲିସର ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମହିଳା ମହାବିଦ୍ୟାଳୟରେ ସାଇବର ଥାନା ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଇବର ଆଇଆଇସି ଭାରତୀ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଇବର ସଚେତନତା କାର୍ଯ୍ୟକ୍ରମରେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ,
Read More...

ଖପ୍ରାଖୋଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଓ ସମାଧାନ ଶିବିର

୫୭ଟି ଅଭିଯୋଗର ଶୁଣାଣୀ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ଥାନୀୟ ବ୍ଲକ ସଭାଗୃହରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣି ସୁନା, ପାଟଣାଗଡ଼
Read More...

ତିନି ଶିଶୁ ସମେତ ୯ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଆଜି ପୁଣି ଏକ ମାନବିକ ଏବଂ ସାହସିକ ପଦକ୍ଷେପ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ଅର୍ଜନ କରିଛି । ସକାଳ ୧୦ଟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ ଗମ୍ଭାରୀ ସାପ୍ତାହିକ ବଜାର ନିକଟରେ କିଛି ଲୋକଙ୍କୁ ସନ୍ଦେହଜନକ ଭାବରେ ଠିଆ
Read More...

ଜାତୀୟ ମହୁମାଛି ପାଳନ ଓ ମଧୁ ମିଶନ

• ମଧୁର ବିପ୍ଳବର ଅୟମାରମ୍ଭ : ଏକ ନୂତନ ଭାରତ ପାଇଁ ଗୁଞ୍ଜରଣ ମୁଖ୍ୟାଂଶ• ଜାତୀୟ ମହୁମାଛି ପାଳନ ଏବଂ ମଧୁ ମିଶନ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା । ଏହାର ଲକ୍ଷ୍ୟ ହେଉଛି ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା । ଏହାର ମୂଳ ଲକ୍ଷ୍ୟ ହେଉଛି
Read More...

ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କଲେ…

ନୂଆଦିଲ୍ଲୀ, (ପିଆଇବି) : ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଞ୍ଚାୟତ (ଜିଲ୍ଲା ପରିଷଦ), ୨୯୬ଟି ଯୋଗ୍ୟ ବ୍ଲକ
Read More...

ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରକୁ ବଡ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଟକର ନେତାଜୀ ଇନଡୋର ଷ୍ଟାଡିୟମ ଠାରେ ଓଡିଶା ଟାଇକଣ୍ଡୋ ଏସୋସିଏସନ ତରଫରୁ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସଂପାଦକ ତଥା ଜାତୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୮ ଜଣିଆ
Read More...

ରାମଲାଲା ଓ ହନୁମାନଜୀଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ପରିକ୍ରମା ରଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୁଦପଡା ଠାରେ ଥିବା ହନୁମାନ ମନ୍ଦିର ଠାରେ ନୂତନ ଭାବେ ରାମଲାଲା ମନ୍ଦିର ପ୍ରତିଷ୍ଠା ପାଇଁ ପରିକ୍ରମା ରଥର ଶୁଭ ଉଦ୍‌ଘାଟନ କରାଯାଇଛି । ରାମଲାଲା ହନୁମାନଜୀ ମନ୍ଦିର ପ୍ରତିଷ୍ଠା କମିଟି ଆଜି ପୂଜାର୍ଚ୍ଚନା ପରେ ସହର ପରିକ୍ରମା କରି ରଥକୁ
Read More...

ବଲାଙ୍ଗିର ଜିଲ୍ଲା ଦୌରା ଜଜ୍‌ ପବିତ୍ର ମୋହନ ସାମଲ ହେଲେ ଓଡିଶା ଆଇନ ବିଭାଗର ପ୍ରମୁଖ ସଚିବ

ଓଡିଶା ଆଇନ ବିଭାଗର ପ୍ରମୁଖ ସଚିବ ପବିତ୍ର ମୋହନ ସାମଲଙ୍କୁ ସମ୍ବର୍ଦ୍ଧନା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଇନ ବିଭାଗ ଓଡିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ବଲାଙ୍ଗିର ଜିଲ୍ଲା ଦୌରା ଜଜ୍‌ ପବିତ୍ର ମୋହନ ସାମଲଙ୍କ ପଦୋନ୍ନତି ହୋଇଅଛି । ବଲାଙ୍ଗିରରେ ଆନନ୍ଦର ଲହରି ଖେଳିଯାଇଛି । ଆଜି
Read More...