Yearly Archives

2025

ନବସୃଜନ ଏବଂ ସମାବେଶିତାର ପ୍ରତୀକ ପାଲଟିବ ଆଇଏଫଏଫଆଇ 2025 : କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍

• ଚଳଚ୍ଚିତ୍ରରେ ମହିଳା ଚଳଚ୍ଚିତ୍ର ନିର୍ମାତା, ନୂତନ ପ୍ରତିଭା ଏବଂ ସୃଜନଶୀଳ ଉତ୍କର୍ଷତାକୁ ଜଣାଇବ ସମ୍ମାନ : କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ• ନୂଆଦିଲ୍ଲୀରେ ଆଇଏଫଏଫଆଇ 2025 ଘୋଷଣା ସହିତ ଅବଗଣନା ଆରମ୍ଭ• 20ରୁ 28 ନଭେମ୍ବର 2025 ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ 56ତମ
Read More...

ଭୁବନେଶ୍ୱରରେ ଆଇଆରସିର 84ତମ ଅଧିବେଶନ ଉଦଘାଟିତ

• ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ଲାଗି ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ନିର୍ମାଣ ଜରୁରୀ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ• ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବଜେଟ ଆବଣ୍ଟନ 2 ଲକ୍ଷ 87 ହଜାର କୋଟି ଟଙ୍କାର ସର୍ବାଧିକ ସ୍ତରକୁ ଛୁଇଁଛି: ନୀତିନ ଗଡ଼କରୀ• ଦେଶରେ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର ପ୍ରାଙ୍ଗଣରେ ଜିଲ୍ଲା ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ମହାସଭାର କାର୍ଯ୍ୟନିର୍ବାହୀ କମିଟିର ଏକ ବୈଠକ ବସିଥିଲା । ଉପଦେଷ୍ଟା ଧର୍ମସିଂହ ମିଶ୍ର, ଗିରିଧାରୀ ଶତପଥୀ, ଗୋପବନ୍ଧୁ
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

"ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କଲେ ଲୋଇସିଂହା ବ୍ଲକ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିଏମଶ୍ରୀ ପୃଥ୍ଵୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ
Read More...

ସୁବର୍ଣ୍ଣପୁରରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ପାଳନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଡା. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର
Read More...

ଜିଲ୍ଲାପାଳଙ୍କ ହଠାତ୍ ବିନିକା ତହସିଲ ପରିଦର୍ଶନ : କନିଷ୍ଠ ସହାୟକ ନିଲମ୍ବନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳ ଭାବରେ ଡ. ନୃପରାଜ ସାହୁ ଯୋଗ ଦେବା ପରେ ଆସ୍ତେ ଆସ୍ତେ ଚଳଚଞ୍ଚଳ ହୋଇ ଉଠୁଛି ସମସ୍ତ ସରକାରୀ କାର୍ଯ୍ୟାଳୟ । ଜିଲ୍ଲାପାଳ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗସ୍ତ କରି ଠିକ୍ ଢଙ୍ଗରେ କାର୍ଯ୍ୟ ହେଉ ନ ଥିବାରୁ ଅସନ୍ତୋଷ
Read More...

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଜାରି

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଚାଲିଛି । ଗତ ୬ ତାରିଖରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୮୩ ଲି ହାତରନ୍ଧା ମଦ, ୫୬ ଲି ବାହାର ଭାଟିମଦ, ୯ ଲି ବିଅର, ୩୨୫୦ କେଜି ମହୁଲ ପୋଚ ଏବଂ ଦୁଇ ଗୋଟି ବାଇକ ଜବତ
Read More...

ଡ୍ୟୁଟି କରୁଥିବା ବେଳେ ଟଳି ପଡିଲେ କନଷ୍ଟେବଳ ସରୋଜ ପ୍ରଧାନ

ଜିଲ୍ଲା ପୋଲିସ୍ ପକ୍ଷରୁ ଦିଆଗଲା ଗାର୍ଡ ଅଫ ଅନର ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଏସ୍‌ସି ଏସ୍‌ଟି ମିଳିତ ମଞ୍ଚ ପକ୍ଷରୁ ତହସିଲ ଠାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଡ୍ୟୁଟି କରୁଥିବା ସମୟରେ
Read More...

ଗଞ୍ଜାମରେ ଆରକ୍ଷୀ ବିଭାଗ ତରଫରୁ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଆରକ୍ଷୀ ବିଭାଗ ମୁଖ୍ୟାଳୟ ଠାରେ ଗଞ୍ଜାମ ଆରକ୍ଷୀ ବିଭାଗ ତରଫରୁ ରାଜ୍ୟସ୍ତରୀୟ ରାଷ୍ଟ୍ରଗୀତ 'ବନ୍ଦେ ମାତରମ୍'ର ୧୫୦ ତମ ପୂର୍ତ୍ତି କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି । ବର୍ଣ୍ଣାଢ଼୍ୟ ଉତ୍ସବରେ
Read More...

ଭାରତୀୟ ହକିର ୧୦୦ ତମ ଗୌରବମୟ ବର୍ଷ ପୂର୍ତ୍ତି ପାଳନ ଅବସରରେ ହକି ମ୍ୟାଚ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ଟାଉନ୍ ହାଇସ୍କୁଲ୍ ପଡ଼ିଆ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ହକି ପରିଷଦ ପକ୍ଷରୁ ଭାରତୀୟ ହକିର ୧୦୦ ତମ ଗୌରବମୟ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦୁଇଗୋଟି ପୁରୁଷ ଏବଂ ପ୍ରଦର୍ଶନୀ ହକି ମ୍ୟାଚ ଆୟୋଜନ କରାଯାଇଥିଲା । ଏଥିରେ କ୍ରୀଡ଼ା
Read More...