Yearly Archives

2025

ନାଗରିକଙ୍କୁ ସଶକ୍ତ କରିବା ସହ ଗୋପନୀୟତାକୁ ସୁରକ୍ଷା ଦେବା ଲାଗି ଡିପିଡିପି ନିୟମାବଳୀର ବିଜ୍ଞପ୍ତି ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ, (ପିଆଇବି) : ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (ଡିପିଡିପି) ନିୟମାବଳୀ ୨୦୨୫ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତ ସରକାର । ଏଥିସହିତ ଡିପିଡିପି ଆଇନ ୨୦୨୩ ସମ୍ପୂର୍ଣ୍ଣ ରୂପେ ଲାଗୁ ହୋଇଛି । ଡିଜିଟାଲ ବ୍ୟକ୍ତିଗତ ତଥ୍ୟର ଉତ୍ତରଦାୟୀ ବ୍ୟବହାର ନିମନ୍ତେ ଏହି ଆଇନ ଏବଂ
Read More...

ବଲାଙ୍ଗିର ପବ୍ଲିକ ସ୍କୁଲରେ ଆନ୍ତର୍ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ଆନ୍ତର୍ବିଦ୍ୟାଳୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବୀରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
Read More...

ଜେନିଥ ଲିଓରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମବାର୍ଷିକୀକୁ ସମ୍ମାନ ଜଣାଇ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ସାରା ଭାରତରେ ଶିଶୁ ଦିବସ ପାଳନ କରାଯାଏ । ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେମାନେ ଦେଶର ଭବିଷ୍ୟତ
Read More...

ମହକ କିଶୋରୀ ସଂଗଠନ ତରଫରୁ ଶିଶୁ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଓ ଗ୍ରାମ୍ୟ ଅଙ୍ଗନବାଡିକର୍ମୀଙ୍କ ମିଳିତ ଆନୁକୂଲ୍ୟରେ ନୁନିଆପାଲି ଗ୍ରାମ ପଂଚାୟତର ପାଣ୍ଡେସରା, ଝାଙ୍କରପାଲି ଓ ଝରଣିପାଲି ଗ୍ରାମରେ ଗ୍ରାମରେ ଥିବା
Read More...

ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୭ତମ ଜନ୍ମଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ୧୪ ନଭେମ୍ବର ୨୦୨୫ ଶୁକ୍ରବାର ଦିନ ଶିଶୁ ଦିବସ ପାଳନ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପବିତ୍ର
Read More...

ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ସୁଧୀର ଗୁରୁ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ସୁଧୀର ଗୁରୁ(୫୨)କୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ । ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଡିପଦର ଗ୍ରାମର ଶ୍ରୀ ଗୁରୁ ଦୀର୍ଘଦିନ ଧରି ଆନ୍ତଃ ରାଜ୍ୟ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ
Read More...

ପୁଷ୍ପଲତା ଗ୍ୟାସ୍ ଏଜେନ୍ସିର ୩୦ବର୍ଷ ପୂର୍ତ୍ତି ପାଳନ

ଚକ୍ଷୁ ଚିକିତ୍ସା ଶିବିରକୁ ଉଦ୍‌ଘାଟନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପୁରୁଣା ମେଡିକାଲ୍ ପାର୍ଶ୍ଵରେ ଥିବା ପୁଷ୍ପଲତା (ଏଚ୍‌ପି) ଗ୍ୟାସ ଏଜେନ୍ସିର ଆଜି ୩୦ ବର୍ଷ ପୂର୍ତ୍ତି ପାଳନ ମହାସମାରୋହରେ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ
Read More...

ନେହେରୁଙ୍କ ଜନ୍ମ ତିଥିରେ ଶିଶୁ ଦିବସ ପାଳିତ : ବିଭିନ୍ନ ପ୍ରତିଯୋଗିତା ଆୟୋଜନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଶିଷ୍ଟ ରାଷ୍ଟ୍ର ନାୟକ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁ ପ୍ରିୟ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜନ୍ମ ତିଥିରେ ଶିଶୁ ଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳର ସମସ୍ତ
Read More...

ପାଟଖଣ୍ଡା ପ୍ରତିଷ୍ଠାନର ପରିଚାଳକ ତଥା ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ପାଟଖଣ୍ଡା ପ୍ରତିଷ୍ଠାନର ପରିଚାଳକ ହିମାଂଶୁ ଶେଖର ଦାସ (ଟୁଟୁ ଦାସ) (୫୭) ଅସୁସ୍ଥତା କାରଣରୁ କଟକ ସ୍ଥିତ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ, ଗୁରୁବାର ଚିକିତ୍ସିତ ଅବସ୍ଥାରେ ହିଁ
Read More...

ରୋଟାରି ଏଲିଟର ଉଡାନ ତରଫରୁ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ରୋଟାରି ଏଲିଟର ଉଡାନ ତରଫରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ଉଡାନ ଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ ଉଦ୍ଦେଶ୍ୟରେ ଉଡାନର ଶିକ୍ଷକ ଓ ରୋଟାରି ଏଲିଟର ସଭ୍ୟମାନେ ଏହି ଆୟୋଜନ କରିଥିଲେ । ଏଥିରେ ଅତିଥି ଭାବରେ ବଲାଙ୍ଗିର
Read More...