ପୋଲିସ କନେଷ୍ଟବଳଙ୍କୁ ହତ୍ୟା
କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କୁ ହତ୍ୟା । ମୃତ କନେଷ୍ଟବଳ ପୁରୁଣା କଟକ ଥାନା ବାଲିସାହି ଗାଁର ଉଦୟ ରଞ୍ଜନ ପଟ୍ଟନାୟକ ବୋଲି ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟା କରିଥିବା ସନ୍ଦେହରେ!-->…
Read More...
Read More...