Yearly Archives

2025

ଶୁଲିଆଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଖଇରଗୁରା ଠାରେ ବଲାଙ୍ଗିର ଶୁଲିଆଯାତ୍ରା ଓ ଶୁଲିଆ ମହୋତ୍ସବ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମୟ ପ୍ରଧାନୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହୋତ୍ସବ କମିଟି କର୍ମକର୍ତ୍ତା ଓ ଶୁଲିଆ
Read More...

“ଏସୀୟ ବିହନ କଂଗ୍ରେସ ୨୦୨୫”କୁ ଉଦଘାଟନ କଲେ ଶ୍ରୀ ଶିବରାଜ ସିଂହ ଚୌହାନ

ବିହନ ସମ୍ବନ୍ଧୀୟ ପ୍ରସଙ୍ଗରେ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଘରୋଇ କ୍ଷେତ୍ରକୁ ଶ୍ରୀ ଚୌହାନଙ୍କ ଅନୁରୋଧବିହନ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଏବଂ ଗୁଣବତ୍ତା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସମାଧାନ କରିବା ସହିତ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ
Read More...

ଉତ୍ତର କ୍ଷେତ୍ରୀୟ ପରିଷଦର ୩୨ତମ ବୈଠକରେ ଅମିତ ଶାହଙ୍କ ଅଧ୍ୟକ୍ଷତା

ଦିଲ୍ଲୀ ବିସ୍ଫୋରଣ ଏବଂ ଜାମ୍ମୁ କାଶ୍ମୀରର ନୌଗାମ ପୋଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନାପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ ଆତଙ୍କବାଦକୁ ମୂଳପୋଛ କରିବା ହେଉଛି ଆମର ସାମୂହିକ
Read More...

ସରକାରୀ ବିଜ୍ଞାପନ ପାଇଁ ସଂଶୋଧିତ ଦର ଢାଞ୍ଚାକୁ ଅନୁମୋଦନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

● ମୁଦ୍ରିତ ଗଣମାଧ୍ୟମ ଇକୋସିଷ୍ଟମ ହେବ ସୁଦୃଢ଼● ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନ ଦରରେ 26% ବୃଦ୍ଧି ଘୋଷଣା● ରଙ୍ଗୀନ ବିଜ୍ଞାପନ ପାଇଁ ପ୍ରିମିୟମ ପ୍ରଚଳନ କଲା ମନ୍ତ୍ରଣାଳୟ ନୂଆଦିଲ୍ଲୀ, (ପିଆଇବି) : ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନର ଦରକୁ ସଂଶୋଧନ କରି 26% ବୃଦ୍ଧି କରିବାକୁ
Read More...

ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ପାତ୍ରପୁର ବ୍ଲକ ଅଧୀନ ଓଡିଶା ଆଦର୍ଶ ବିଦ୍ୟାଳୟ,ବାଦପୁର
Read More...

ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର କରାତଳି ବିଦ୍ୟାଳୟରେ ଜାତୀୟ ଶିଶୁ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଜ୍ଞାନବିଜ୍ଞାନ ମେଳା ଆୟୋଜନ ହୋଇଥିଲା । ଏହି ମେଳାରେ ଛତ୍ରପୁର ମଣ୍ଡଳର ବିଧାୟକ
Read More...

ଉତ୍କଳ ସ୍ନେହୀ ମହିଳା ସମିତିର ବେଦବ୍ୟାସ ଅଗ୍ନି ବାବା ଆଶ୍ରମରେ ସେବା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ସ୍ଥିତ ଅଗ୍ନି ବାବା ଆଶ୍ରମରେ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଏକ ସେବା ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବେଦବ୍ୟାସ ଗୁରୁକୁଳ ଆଶ୍ରମର ଶତାଧିକ ଅନ୍ତେବାସୀ ମାନଙ୍କ ସହ ମହିଳା ସମିତିର ସଦସ୍ୟାମାନେ ଭାବ
Read More...

ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ସମସ୍ତ ଜିଲ୍ଲାର ଅଗ୍ନିବୀର ପାଇଁ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ୨୯ ନଭେମ୍ବର ୨୦୨୫ରୁ ୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ସମ୍ବଲପୁର (ଓଡିଶା)ର ଜମାଦାରପାଲି, ଏୟାରଷ୍ଟ୍ରିପ୍‌ରେ ସେନା ନିଯୁକ୍ତି ରାଲି
Read More...

ବାଲିଗୁଡାରେ ବ୍ଲକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ- ୨୦୨୫ ବଡ଼ଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅତିଥି ଭାବେ କାଉନସିଲର ଅଜୟ ଦିଗାଲ, ବ୍ଲକ ମଙ୍ଗଳ
Read More...

ତମାଖୁ ମୁକ୍ତ ଅଭିଯାନ ଓ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ, ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାନ୍ଧପାଲି ଠାରେ ତମାଖୁ ମୁକ୍ତ ଅଭିଯାନ ଓ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥବିର ବୁଡ଼େକ ଓ ଅନ୍ୟାନ୍ୟ
Read More...