Yearly Archives

2025

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ସିଧା ପ୍ରସାରଣ

ପିଏମ୍ କିସାନର ୨୧ତମ କିସ୍ତିର ରାଶି ଚାଷୀଙ୍କୁ ହସ୍ତାନ୍ତର ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଓ କୃଷକ ଶସକ୍ତିକରଣ ବିଭାଗ, ସୁନ୍ଦରଗଡର ମିଳିତ ସହଯୋଗରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡ଼(କିରେଇ)ଠାରେ ପ୍ରଧାନ
Read More...

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଭାସୀ ଯୋଗେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ତମ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍ ଡାଇରେକ୍ଟର) ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ମହାନତା ଦେଖାଇଲେ ପ୍ରଶାସନିକ କର୍ମଚାରୀ ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ବିଗତ ୧୯୯୧ ମସିହା ଅଗଷ୍ଟ ୧୫ ତାରିଖରୁ ଏକ ବୟୋଜ୍ୟେଷ୍ଠ ନାଗରିକ ଆବାସ ପରିଚାଳିତ ହୋଇଆସୁଅଛି । ଏହି ଆବାସରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ନିରାଶ୍ରୟ ତଥା ଅବହେଳିତ
Read More...

ଦ୍ଵିତୀୟ ଅନ୍ଵେଷଣ ଫେଷ୍ଟ ୨୦୨୬ କାର୍ଯ୍ୟକାରୀ କମିଟୀ ସହିତ ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ରବିବାର ଦିନ ଅନ୍ଵେଷଣ କାର୍ଯ୍ୟାଳୟ ଠାରେ ଅନ୍ଵେଷଣର ସଂପାଦକ ପ୍ରକାଶ ଚନ୍ଦ୍ର ଥନାପତି, ଡ. ନିଳାଞ୍ଚଳ ନନ୍ଦ ଏବଂ ପୂର୍ବତନ ମହୋତ୍ସବ କମିଟୀ ସଭାପତି ତରଣୀସେନ ଦୀପଙ୍କ ଆବାହକତ୍ୱରେ ଦ୍ଵିତୀୟ ଅନ୍ଵେଷଣ ଫେଷ୍ଟ ୨୦୨୬ ଆୟୋଜନ ପାଇଁ ବିଭିନ୍ନ ମତାମତ ସହିତ
Read More...

ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବିକୁ ଶୁଣୁ ନାହିଁ ପ୍ରଶାସନ : ଅସନ୍ତୋଷ ଗ୍ରାମବାସୀ

କେସିଙ୍ଗା, (ପ୍ରୀତେଶ ପଟେଲ) : ଦୀର୍ଘ ଦିନ ହେବ ଭଲ ରାସ୍ତା ପାଇଁ ସ୍ଥାନୀୟ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ରାସ୍ତା ପାଇଲେ ନାହିଁ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ କାଶୁରପଡାଠାରୁ ସିଂହଝରଣ ଗାଁକୁ ଯିବା ପାଇଁ ରହିଛି ଏକ ମାତ୍ର ରାସ୍ତା ।
Read More...

ପାଇପ ଫାଟି ରାସ୍ତାରେ ବହୁଛି ପାଣି : ହଇରାଣ ହେଉଛନ୍ତି ଗ୍ରାମବାସୀ

ମାସେ ହେଲାଣି ଜଳ ଯୋଗାଣ ଠପ୍ପ୍ରଶାସନ ନୀରବଦ୍ରଷ୍ଟା ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ବଡ଼ବାଙ୍କୀ ପଂଚାୟତ ଅନ୍ତର୍ଗତ ଚାରପାଣି ଗାଁରେ ୨୦୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ଏହି ଗାଁରେ ପିଇବା ପାଣିର ଘୋର ସମସ୍ୟା ଦେଖାଯାଉଛି । ଶୀତଋତୁରେ ପିଇବା ପାଣିର ଘୋର ସମସ୍ୟା
Read More...

କଣ୍ଟାବାଞ୍ଜିରେ ହ୍ୟୁମାନଙ୍କ ପାଇଁ ଶୋକସଭା

ତୁରେକେଲା, (ପିତାମ୍ବର ଦୀପ) : ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକରେ ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ଭଳି ଅଞ୍ଚଳରୁ ଯାଇ ସେ ସାରା ଓଡ଼ିଶାରେ ବହୁତ କମ୍ ସମୟ ମଧ୍ୟରେ ଏକ ସ୍ୱତନ୍ତ୍ର
Read More...

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଅଡୁଆ ଯାତାୟତ ବ୍ୟବସ୍ଥା : ରାସ୍ତା ଉପରେ ଅଭିଭାବକ ଓ ପିଲାଙ୍କ ବିକ୍ଷୋଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ବେରବୋଇସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯନ୍ତ୍ରଣା ଦେଉଛି ଯାତାୟତ ବ୍ୟବସ୍ଥା । ବିଗତ ୩ବର୍ଷ ପୂର୍ବେ ବିଦ୍ୟାଳୟ ପରିସରରେ ନିର୍ମାଣ କରାଯାଇଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ଆବାସଟି ନିମ୍ନମାନର ହୋଇଥିବାବେଳେ ଏଠାରେ
Read More...

ବିଶ୍ୱ ଶୌଚାଳୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ୧୯ ନଭେମ୍ବରରେ ପାଳନ କରାଯାଉଥିବା ବିଶ୍ୱ ଶୌଚାଳୟ ଦିବସ ବିଶ୍ୱ ପରିମଳ ସଙ୍କଟର ମୁକାବିଲା ପାଇଁ ପ୍ରେରଣାଦାୟକ କାର୍ଯ୍ୟ ବିଷୟରେ ସଚେତନତା ଜାଗ୍ରତ କରେ । ୨୦୦୧ ରେ ୱାର୍ଲ୍ଡ ଟଏଲେଟ୍ ସଂଗଠନ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ବିଶ୍ୱ
Read More...

ଖଲ୍ଲିକୋଟର ଅବଦୁଲ୍ କଲାମ୍ ଟ୍ରଷ୍ଟ ପକ୍ଷରୁ କବିତା ପାଠୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଖଲ୍ଲିକୋଟ କଲେଜ ନିକଟସ୍ଥ ଚର୍ଚ୍ଚ ପଡ଼ିଆରେ ଅଗ୍ରଣୀ ସଂଗଠନ "ଅରୂପା" ଆନୁକୂଲ୍ୟରେ ଆୟୋଜିତ ବ୍ରହ୍ମପୁର ବାଣିଜ୍ୟ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନଗରୀର ଅଗ୍ରଣୀ ସଂଗଠନ ଡଃ. ଏ.ପି.ଜେ. ଅବଦୁଲ୍ କଲାମ୍
Read More...