Yearly Archives

2025

କମ୍ଭୁପାଣି ପାଢ଼ିଙ୍କୁ ଅଧିବକ୍ତା ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକଙ୍କ) : ଟିଟିଲାଗଡ଼ ସହରର ବରିଷ୍ଠ ଆଇନଜୀବୀ କମ୍ଭୁ ପାଣି ପାଢ଼ୀ ଓଡିଶା ଆଇନଜୀବୀ ପରିଷଦର ସଦସ୍ୟ ନିର୍ବାଚିତ ହେବାପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଆଇନଜୀବୀ ପରିଷଦରେ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ନିଧନ ପରେ ରିକ୍ତଥିବା ପଦ ପୂରଣ ପାଇଁ ଗତ ତା.
Read More...

ନୂଆପଡାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିତରଣ ସମାରୋହ

ଜିଲ୍ଲାର ୮୪,୧୫୪ ଜଣ ଚାଷୀ ଉପକୃତ ହେବେ ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଡିପିଆର୍‌ସି, ସିଲଦା ସମ୍ମିଳନୀ କକ୍ଷରେ
Read More...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟିର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକକୁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ନେତୃତ୍ୱରେ ଟାକ୍ସଫୋର୍ସ କମିଟି ବୁଧବାର ଗସ୍ତ କରିଥିଲେ । ଏହି ଅବସରରେ ଭାନପୁର ପଞ୍ଚାୟତ ତୁର୍ଲା ଗାଁକୁ ଗସ୍ତ କରିଥିଲେ । ଘର ଘର ବୁଲି ସର କାରୀ ଯୋଜନାର
Read More...

ଖୋଲାଣରେ ଜିଲ୍ଲା ସ୍ତରୀୟ ଶୌଚାଳୟ ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାଣ ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଶୌଚାଳୟ ଦିବସ ପାଳନ ହୋଇଯାଇଛି । ଟିଟିଲାଗଡ଼ ବିଡ଼ିଓ ଚନ୍ଦ୍ରମଣୀ ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜଳ ଓ ପରିମଳ ମିଶନ ୟୁନିସେଫର ରାଜ୍ୟ ପରାମର୍ଶଦାତା ସଂକୁଳି ବିଶ୍ଵାଳ
Read More...

ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ ହେଲା କିଷାନ ସମ୍ମାନନିଧି ସମାରୋହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ହେଲା ଉଦଘାଟିତପିଏମକିଷାନ ସମ୍ମାନନିଧିର ୨୧ତମ କିସ୍ତି ବ୍ୟାଙ୍କଖାତା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହସ୍ତାନ୍ତରଦେଶର ୯କୋଟିରୁ ଉର୍ଦ୍ଧ ଚାଷୀଙ୍କ ସହିତ ଜିଲ୍ଲାର ୨,୩୭, ୭୧୨ଜଣ ଚାଷୀ ହେଲେ ଉପକୃତ ବାରିପଦା,
Read More...

ଟିଟିଲାଗଡ଼ ଜିଆରପି ଏଏସଆଇ ଉମାକାନ୍ତ ଯୋଶୀ ଏବଂ ତାଙ୍କ ସହକର୍ମୀଙ୍କ ମଣିଷ ପଣିଆ

ଟିଟିଲାଗଡ଼, (ସଞ୍ଜୟ ନାୟକ) : ଟିଟିଲାଗଡ଼ ରେଳ ଷ୍ଟେସନରେ ଟ୍ରେନ ନମ୍ବର ୧୮୫୨୯ ଦୁର୍ଗ ବିଶାଖାପାଟନା ଲାଗିଲା । ଜଣେ ବୃଦ୍ଧ ରୋଗୀଙ୍କ ସହ ଦୁଇ ଜଣ ବୟସ୍କ ପରିଜନ ବିଶାଖାପାଟଣା ମେଡିକାଲକୁ ନେବା ପାଇଁ ଅପେକ୍ଷା କରିଥିଲେ । ଟ୍ରେନ ପହଞ୍ଚିବାପରେ ସେମାନେ ବୁକିଂ କରିଥିବା ଟ୍ରେନ କୋଚ ପ୍ରାୟ
Read More...

ରାଉରକେଲା ଇସ୍ପାତ କାରଖାନା ଏବଂ ଓଡ଼ିଶାରେ ଇସ୍ପାତ କ୍ଷେତ୍ରର ଅଭିବୃଦ୍ଧିକୁ ନେଇ କେନ୍ଦ୍ର ମନ୍ତ୍ରୀ ଏଚ୍ ଡି…

• ଆରଏସପିର ପରିଚାଳନା, ସମ୍ପ୍ରସାରଣ ଏବଂ ଓଡ଼ିଶାର ବୃଦ୍ଧି ପାଉଥିବା ଇସ୍ପାତ ଏବଂ ଖଣି ଉତ୍ପାଦନ ବିଷୟରେ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ• ପ୍ରଧାନମନ୍ତ୍ରୀ ମୋଦୀଙ୍କ 300 ମେଟ୍ରିକ ଟନ୍ ଇସ୍ପାତ କ୍ଷମତା ଲକ୍ଷ୍ୟ ହାସଲ ପାଇଁ ପୂର୍ଣ୍ଣ ସମର୍ଥନ ଲାଗି ପ୍ରତିଶ୍ରୁତି
Read More...

୪ ଦିନିଆ ଜ୍ଞାନଦାୟକ ବିଶାଳ ଆଧ୍ୟାତ୍ମିକ ସାମାବେଶ ରାଜଯୋଗ ଶିବିର ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ବ୍ରହ୍ମପୁର ଶାଖା ଶାନ୍ତିକୁଣ୍ଡ କେନ୍ଦ୍ର ଆନୁକୂଲ୍ୟରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ବୁଧବାର ୪ ଦିନିଆ ଜ୍ଞାନଦାୟକ ବିଶାଳ ଆଧ୍ୟାତ୍ମିକ ସାମାବେଶ ରାଜଯୋଗ ଶିବିର ଉଦଘାଟିତ ହୋଇଯାଇଛି । ୪
Read More...

ବଲାଙ୍ଗିର ପବ୍ଲିକ ସ୍କୁଲରେ ୪୧ତମ ବାର୍ଷିକ କ୍ରୀଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୧ତମ ବାର୍ଷିକ କ୍ରୀଡା ଗତ ତା.୧୮/୧୧/୨୦୨୫ ଓ ତା ୧୯/୧୧/୨୫ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମା' ସମଲେଶ୍ଵରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ଆସିଥିଲେ । ବିଦ୍ୟାଳୟ
Read More...

ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ ନେଇ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟରେ ନଭେମ୍ବର ୧୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ
Read More...