ଧର୍ମପରାୟଣ ମହିଳାଙ୍କ ଅକାଳ ବିୟୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଶାନ୍ତି ନଗର ପଡ଼ା ନିବାସୀ ଜ୍ୟୋତିଷ ମହାନନ୍ଦଙ୍କ ଧର୍ମପତ୍ନୀ ସୁଶିଳା ମହାନନ୍ଦ ( ୫୫)ଙ୍କ ଅକାଳ ବିୟୋଗ ଘଟିଛି । ସେ ଅସୁସ୍ଥତା ଅନୁଭବ କରିବା ସହ ହଠାତ ତାଙ୍କର ପ୍ରାଣବାୟୁ ଚାଲିଯାଇଥିଲ । ତାଙ୍କର ଅକାଳ ବିୟୋଗରେ ଶୋକର ଛାୟା!-->…
Read More...
Read More...