Monthly Archives

September 2025

ପଣ୍ଡରାପାଲିରେ ନିଶା ସେବନର କୁ-ପ୍ରଭାବ ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଶା ସେବନର କୁପ୍ରଭାବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଶାରଳା ଶକ୍ତିପୀଠରେ ଷୋହଳ ପୂଜା ପାଇଁ ଖଣ୍ଡାବସା ପର୍ବ

ଲୋଇସିଂହା, (ବିମନ୍ଦେୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଠାରୁ ଖଣ୍ଡାବସା ହେବ । ଚଳିତ ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମା'ଙ୍କ ବିଭିନ୍ନ
Read More...

ପାଟଣାଗଡ଼ ଏନ୍‌ଏସିକୁ ମ୍ୟୁନିସିପାଲଟି ଓ ୟୁରିଆ ଉଚିତ ମୂଲ୍ୟରେ ମିଳିବା ଦାବି ନେଇ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ଅଫିସ…

ପାଟଣାଗଡ଼ : ପାଟଣାଗଡ଼ ଏନ୍‌ଏସିକୁ ମ୍ୟୁନିସିପାଲଟି କରାଯାଉ ଓ ଚାଷୀଙ୍କୁ ଯଥେଷ୍ଟ ପରିମାଣରେ ଏବଂ ଉଚିତ ମୂଲ୍ୟରେ ୟୁରିଆ ସାର ବଣ୍ଟନ କରାଯିବା ଦାବି ନେଇ ଶୁକ୍ରବାର ପାଟଣାଗଡ଼ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ପାଟଣାଗଡ଼ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥଙôଲା । ସ୍ଥାନୀୟ ବ୍ରହ୍ମପୁରା ଠାରେ
Read More...

ମୁରିବାହାଲ ବ୍ଲକ ବିଜେଡିର ବନ୍ଧୁମିଳନ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଖରାଲି ନିକଟସ୍ଥ ରହେଁନଚୁଆଁମୁଣ୍ଡା ପର୍ଯ୍ୟଟନସ୍ଥଳୀଠାରେ ଶୁକ୍ରବାର ମୁରିବାହାଲ ବ୍ଲକ ବିଜୁ ଜନତା ଦଳ ତରଫରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନଙ୍କ
Read More...

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ (ମା’ଙ୍କ ନାମରେ ଗଛଟିଏ) ଅଭିଯାନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଉତ୍ତର-ପୂର୍ବାଞ୍ଚଳରେ ବିକାଶର ସୂର୍ଯ୍ୟୋଦୟ

ନୂଆଦିଲ୍ଲୀ, (ପିଆଇବି) : ‘‘ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳକୁ ଫ୍ରଣ୍ଟିଅର୍ (ସୀମାବର୍ତ୍ତୀ) କ୍ଷେତ୍ର କୁହାଯାଉଥିଲା । କିନ୍ତୁ ଆଜି ଏହି ଅଞ୍ଚଳ ଫ୍ରଣ୍ଟ-ରନର୍ ଅଫ୍ ଗ୍ରୋଥ୍’ ବା ବିକାଶରେ ଅଗ୍ରଣୀ ହୋଇପାରିଛି ।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉକ୍ତି ଗତ ଏକ ଦଶନ୍ଧି ମଧ୍ୟରେ
Read More...

ସିପିଆଇଏମ୍‌ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍‌ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ୍ ସୀତାରାମ ୟେଚୁରୀଙ୍କ ପ୍ରଥମ ମୃତ୍ୟୁବାର୍ଷିକୀରେ, ତାଙ୍କର ତ୍ୟାଗ ଏବଂ ସଙ୍ଘର୍ଷପୂର୍ଣ୍ଣ ଜୀବନର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଜି ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀ
Read More...

ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ

ଲେଙ୍ଗୁ ମିଶ୍ରଙ୍କ ରାଜନୀତିର ପ୍ରାସଙ୍ଗିକତା ଆଜି ଅଧିକ ରହିଛି ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରତିଶୋଧର ରାଜନୀତି ଆଜି ଭାରତୀୟ ରାଜନୀତିକୁ କଳୁଷିତ କରିବା ସମୟରେ ଲେଙ୍ଗୁ ମିଶ୍ରଙ୍କ ରାଜନୀତିର ପ୍ରାସଙ୍ଗିକତା ଆଜି ଅଧିକ ରହିଛି । ସେ ଏକ ଚେତନା । ତାଙ୍କର ଜୀବନ ଥିଲା ନିହାତି
Read More...

ଝାରବନ୍ଧ ବ୍ଲକ ସ୍ତରୀୟ କ୍ରୀଡ଼ାରେ ଚମକିଲେ ବୈତାଲି କ୍ଲଷ୍ଟରର ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ପୁଣିଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ବୈତାଲି କ୍ଲଷ୍ଟରର ଛାତ୍ରଛାତ୍ରୀ । ବିଗତ ଦୁଇ-ତିନିବର୍ଷ ମାନଙ୍କରେ ଯେଭଳି ଭାବେ ବୈତାଲି କ୍ଲଷ୍ଟରରେ ସିଆର୍‌ସିସି ଦିବସ କୁମାର
Read More...

କଣ୍ଟାବାଞ୍ଜିରେ ଦୃତ ଗତିରେ ଆସି ଗ୍ୟାରେଜକୁ ପଶିଗଲା ୪୦୭ ଗାଡ଼ି

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ଦୃତ ଗତିରେ ଆସି ବାଇକ୍ ଗ୍ୟାରେଜକୁ ପଶିଗଲା ୪୦୭ ଗାଡ଼ି । ଗ୍ୟାରେ୍‌ଜରେ ଥିବା ବାଇକ୍‌ ହୋଇଗଲା ଚୁର୍‌ମାର୍‌ । ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଦେଖିବାକୁ ମିଳିଛି । ୪୦୭ ଗାଡ଼ି (ଓଆର୍‌ ୦୩ ଏଫ୍‌ ୬୧୮୯) ତୁରେକେଲାରୁ କଣ୍ଟାବାଞ୍ଜି
Read More...