Monthly Archives

September 2025

ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ସେ ନୋ ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ” ସଚେତନତା କାର୍ଯ୍ୟକ୍ରମ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସାଧାରଣ ଲୋକଙ୍କ ମଧ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଅପକାରିତା ବିଷୟରେ ସଚ଼େତନ କରିବାକୁ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବାରିପଦା ବଡ଼ଦାଣ୍‌ଣ୍ଡରେ ଥିବା ବିଭିନ୍ନ ଖାଦ୍ୟ
Read More...

ଟିଟିଲାଗଡ଼ ହାଟପଦା ପଡ଼ାର ଭଡ଼ା ଘରୁ ଶିକ୍ଷକ ସିଦ୍ଧାନ୍ତ କୁମାର ସାହୁଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ାର ଜଣଙ୍କ ଭଡ଼ା ଘରେ ରହୁଥିବା ସିଲଣ୍ଡା ଗ୍ରାମରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସିଦ୍ଧାନ୍ତ କୁମାର ସାହୁଙ୍କ ମୃତ୍ୟୁ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଭଳି ? କେଉଁ ପରିସ୍ଥିତିରେ ? କେଉଁ କାରଣରୁ ତାଙ୍କର
Read More...

ରେଞ୍ଜରଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ମାରାଥନ ଚଢ଼ାଉ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଶୁକ୍ରବାର ପ୍ରାତଃ ୪ଟାରୁ ଚାଲିଛି ଭିଜିଲାନ୍ସ ଟିମର ମାରାଥନ ଚଢ଼ାଉ । ଏହି ଟିମରେ କୋରାପୁଟ ଜିଲ୍ଲା ଜୟପୁର, ନବରଙ୍ଗପୁର ଓ
Read More...

ତ୍ରି ଦିବସୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବେଲପଡା : ବେଲପଡ଼ା ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଣ୍ଡଳରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ
Read More...

ଅକ୍ଟୋବର ୨ରୁ ୩୧, ୨୦୨୫ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ୫.୦ ଆରମ୍ଭ କରିବ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

ମୁଖ୍ୟ ସଚିବାଳୟ ଏବଂ ଦେଶବ୍ୟାପୀ ଥିବା ମିଡିଆ ୟୁନିଟଗୁଡ଼ିକରେ ସ୍ୱଚ୍ଛତା ରକ୍ଷା, କର୍ମସ୍ଥଳୀର ଦକ୍ଷତା ବୃଦ୍ଧି ଓ ବକେୟା କାର୍ଯ୍ୟ ହ୍ରାସ କରିବା ଏହାର ଲକ୍ଷ୍ୟ ନୂଆଦିଲ୍ଲୀ, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମୁଖ୍ୟ ସଚିବାଳୟ ସମେତ ଦେଶବ୍ୟାପୀ ଏହାର
Read More...

ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ଅତ୍ୟନ୍ତ ପବିତ୍ର ତଥା ଅମୂଲ୍ୟ ‘ଜୋର ସାହିବ’ର ସୁରକ୍ଷା…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖ ପ୍ରତିନିଧିମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି । ଏମାନେ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ଅତ୍ୟନ୍ତ ପବିତ୍ର ଏବଂ ଅମୂଲ୍ୟ ‘ଜୋର ସାହିବ’ର ସୁରକ୍ଷା ଏବଂ ଉପଯୁକ୍ତ
Read More...

କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ କୃଷି ଯନ୍ତ୍ରପାତି ପାଇଁ ଜିଏସଟି ସଂସ୍କାର ଉପରେ…

କୃଷି ଯାନ୍ତ୍ରିକୀକରଣ ସଙ୍ଗଠନଗୁଡ଼ିକର ପ୍ରତିନିଧିମାନେ ଜିଏସଟି ହାର ହ୍ରାସକୁ ସ୍ୱାଗତ କରିଛନ୍ତି"ଜିଏସଟି ସଂସ୍କାର ପରେ କୃଷି ଯନ୍ତ୍ରପାତି ଏବଂ ଟ୍ରାକ୍ଟର ଶସ୍ତା ହୋଇଛି, ଯାହା କୃଷକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି" - ଶିବରାଜ ସିଂହ"ଉତ୍ପାଦନକାରୀମାନେ ମଧ୍ୟସ୍ଥିମାନଙ୍କୁ ଅଣଦେଖା କରିବା
Read More...

କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରାଳୟର ନିର୍ଦ୍ଦେଶକ ଡ଼କ୍ଟର ବର୍ଣ୍ଣାଳୀ ଡେକାଙ୍କ ମୟୂରଭଞ୍ଜ ଗସ୍ତ : ଆଦି କର୍ମଯୋଗୀ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ନିର୍ଦ୍ଦେଶକ ଡ଼କ୍ଟର ବର୍ଣ୍ଣାଳୀ ଡେକା ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଦିକର୍ମଯୋଗୀ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକର ଆଦିବାସୀ ବହୁଳ ଗ୍ରାମ ପରିଦର୍ଶନ କରିଛନ୍ତି ।
Read More...

ମାନ୍ୟବର ରାଜ୍ୟ ନିର୍ବାଚନ କମିଶନରଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ମାନ୍ୟବର ରାଜ୍ୟ ନିର୍ବାଚନ କମିଶନର, ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟଙ୍କ
Read More...

ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଝୁମର ଆଲୋଚନା ଚକ୍ର ଓ କର୍ମଶାଳା ଉଦଯାପିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଓଡିଶା ଝୁମର ଏକାଡେମୀ ଓ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଦିନ ବ୍ୟାପି ଝୁମର ଆଲୋଚନା ଚକ୍ର ଓ କର୍ମଶାଳା ଉଦଯାପିତ ହୋଇଯାଇଛି । ଦ୍ୱିତୀୟ ଦିନର
Read More...