Monthly Archives

June 2025

ନଦୀ ଓ ପରିବେଶର ସୁରକ୍ଷା ନିମନ୍ତେ ମାଆମାନେ ଆଗଭର ହେବା ଆବଶ୍ୟକ : ମେଧା ପାଟେକର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ପୋଟ୍ଟଲାମପୁରଠାରେ ଅନୁଷ୍ଠିତ ଋଷିକୂଲ୍ୟା ନଦୀ ସୁରକ୍ଷା ସମାବେଶରେ ବରିଷ୍ଠ ପରିବେଶ ବିତ ମେଧା ପାଟେକର ଯୋଗଦେଇ କହିଛନ୍ତି ଯେ' ନଦୀ ହେଉଛି ମାଆ ତେଣୁ ନଦୀ ଓ ପରିବେଶର ସୁରକ୍ଷା ନିମନ୍ତେ ମାଆମାନଙ୍କ ଆଗଭର ହେବାକୁ ସେ ଆନ କରି ନଦୀ…
Read More...

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ସଫଳ ବନୀକରଣ ପ୍ରକ୍ରିୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ଷା ଋତୁର ଆଗମନ ବେଳକୁ ବୃକ୍ଷ ଚାରା ରୋପଣ କରିବା, ବୃକ୍ଷଲତା ତଥା ସବୁଜିମାରେ ବହୁ ମୂଲ୍ୟବାନ ଗଛ ଲତାର ସୁରକ୍ଷା କରିବା ନିହାତି ଆବଶ୍ୟକ ଅଟେ । ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରି ଜନ ସଚେତନା କାର୍ଯ୍ୟକ୍ରମ କରି ସଫଳ ରୂପାୟନ…
Read More...

ପ୍ଲାଷ୍ଟିକ ପ୍ରଦୂଷଣ ଏକ ପ୍ରମୁଖ ପରିବେଶଗତ ସମସ୍ୟା ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ଲୋକାଲ୍ ସେଣ୍ଟର, ଏନ୍ଆଇଟି ଦ୍ୱାରା ବିଶ୍ୱପରିବେଶ ଦିବସ ଉପଲକ୍ଷେ "ପ୍ଲାଷ୍ଟିକ୍ ପ୍ରଦୂଷଣ, ଏକ ପ୍ରମୁଖ ପରିବେଶଗତ ସମସ୍ୟା" ଶୀର୍ଷକ ଉପରେ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ ଆଲୋଚନା କରାଯାଇଥିଲା ।…
Read More...

ବରଗଡ ପଞ୍ଚାୟତ କଲେଜ ଲେକଚର କଲୋନୀ ପଛପଟେ ପଡ଼ିଛି ଶବ

ବରଗଡ, (ମୁନ୍ନା ସାହୁ) : ବର୍ତ୍ତମାନର ବଡ଼ ଖବର । ପଡ଼ିଛି ଶବ, ବିଭତ୍ସ ହତ୍ୟାକାଣ୍ଡ । ଲେକଚର କଲୋନୀ ପଛପଟେ ପଡ଼ିଛି ଶବ । ହତ୍ୟା କଲା କିଏ ? ବରଗଡ଼ ପଞ୍ଚାୟତ କଲେଜ ଲେକଚର କଲୋନୀ ପଛ ସାଇଡ୍‌ରେ ହତ୍ୟାକାଣ୍ଡ । ସୂଚନା ଅନୁସାରେ ବରଗଡ଼ ପଞ୍ଚାୟତ କଲେଜ ଲେକଚର କଲୋନୀର ୪୫ ବର୍ଷୀୟ ଦେବରାଜ…
Read More...

ହାପି ମୋମେଣ୍ଟସ ଇଣ୍ଡିଆର ମାସିକିଆ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆର ମାସିକିଆ ବୈଠକ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱ ଓ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦିନର…
Read More...

ବରଗଡ଼ର ଆମିଷ ବଜାର ଉଚ୍ଛେଦ ସମୟରେ ପୌରପ୍ରଶାସନ ଓ ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା

ବରଗଡ, (ମୁନ୍ନା ସାହୁ) : ବରଗଡ଼ର ଆମିଷ ବଜାର ଉଚ୍ଛେଦ ସମୟରେ ପୌରପ୍ରଶାସନ ଓ ଦୋକାନୀଙ୍କ ମଧ୍ୟରେ ଉତ୍ତେଜନା । ଏନେଇ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ପ୍ରତିକ୍ରିୟା ରଖିଲେ ଦୋକାନୀ । ସୂଚନା ଅନୁସାରେ ବରଗଡ଼ ସହରର ପ୍ରାଇଭେଟ ବସଷ୍ଟାଣ୍ଡରୁ ପୁରୁଣା ରିଜର୍ଭ ପୋଲିସ ଛକ ପର୍ଯ୍ୟନ୍ତ ଜବର ଦଖଲ…
Read More...

ଅଟୋ ଓଲଟି ଚାଳକ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଓଲଟିଲା ଅଟୋ । ଚାଳକ ଗୁରୁତର । ଘଟଣାଟି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସାରିକିମାହା ପଞ୍ଚାୟତ ଗେରେଙ୍ଗାଗୁଡା ଗ୍ରାମର ବୋଲି ଜଣାପଡ଼ିଛି । ଅଟୋରେ ଫେରୁଥିବା ବେଳେ ରାୟଗଡ଼ା, କନ୍ଧମାଳ ଜିଲ୍ଲା ସୀମାନ୍ତ ପଣସପଦର ନିକଟସ୍ଥ ଏକ ବୁଲାଣି…
Read More...

କର୍ପୋରେଟ୍‌ଙ୍କ ମୁନାଫା ପାଇଁ ଋଷିକୂଲ୍ୟାକୁ ମାରି ଦିଆନଯାଉ : ମେଧା ପାଟେକର

ବ୍ରହ୍ମପୁର, (ରବି ରଥ) : ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲାର ଜୀବନ ଧାରା । ବର୍ତ୍ତମାନ ସରକାରଙ୍କ ଚକ୍ରାନ୍ତ ଯୋଗୁ ପିପଳପଙ୍କାରେ ବନ୍ଧ ବାନ୍ଧି କମ୍ପାନୀଙ୍କୁ ପାଣି ଦିଅ । ଯିବାର ଯେଉଁ କମ୍ପାନୀସ୍ୱାର୍ଥ କାର୍ଯ୍ୟ ଚାଲିଛି, ତାହାର ପ୍ରତିବାଦ କରିବାକୁ ଜିଲ୍ଲାବାସୀ ଆଗଭର ହେବା ଉଚିତ ବୋଲି…
Read More...

ଓଡ଼ିଶା ଗସ୍ତରେ ଆସି ହିସାବ ନେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ । ପୂର୍ତ୍ତି ଉତ୍ସବକୁ ସ୍ମରଣୀୟ ପାଇଁ ବିଜେପି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୧୨ ତାରିଖରେ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ ହେଉଛି ।…
Read More...

ହୋଟେଲ ଭିତରକୁ ମାଡ଼ିଗଲା ଟ୍ରେଲର : ଜଣେ ମୃତ

ସାଲେପୁର : କଟକ-ସାଲେପୁର ରାସ୍ତାର ଶିଶୁଆ ବଜାର ରାସ୍ତାରେ ଦୁର୍ଘଟଣା । ଭାରସାମ୍ୟ ହରାଇ ହୋଟେଲ ଭିତରକୁ ମାଡ଼ିଗଲା ଟ୍ରେଲର । ଦୁର୍ଘଟଣାରେ ଚାଲିଗଲା ହୋଟେଲ କର୍ମଚାରୀଙ୍କ ଜୀବନ । ମୃତକ ହେଉଛନ୍ତି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ମନୋଜ ନାୟକ । ସୂଚନା ମୁତାବକ, ଶୁକ୍ରବାର ବିଳମ୍ୱିତ ରାତିରେ…
Read More...