Daily Archives

ମହାରାଜ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବରଗଡ ୟୁନାଇଟେଡ୍‌ ଚମ୍ପିୟାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାରାଜ ଆର.ଏନ୍‌.ସିଂହଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ଓ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ବରଗଡ ୟୁନାଇଟେଡ୍‌ ଏଫ୍‌ସି ୨-୧
Read More...

କୌଶିକ ଠାକୁର ପରିବାର (ବିଷୁବ) ମିଳନ ଉତ୍ସବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଚୈତ୍ର ଶୁକ୍ଳ ପ୍ରତିପଦା ଇଂ ତା ୩୦/୩/୨୦୨୫ରିଖ ରବିବାର ଦିନ ହିନ୍ଦୁ ନବବର୍ଷ ଅବସରରେ କୌଶିକ ଠାକୁର ପରିବାରର ଏକ "ପରିବାର ମିଳନ" ୨୦୨୫ ଉତ୍ସବ ମହାସମାରୋହରେ ଜୟପାଟଣାସ୍ଥିତ ସନ୍ଥ ବାପୁଜୀ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳନ ଉତ୍ସବରେ
Read More...

ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ସଭାପତିତ୍ୱରେ ଦ୍ୱିତୀୟ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ହିନ୍ଦୁ ନବବର୍ଷରେ ସାମୁହିକ ହନୁମାନ ଚାଲିଶା ପଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ହିନ୍ଦୁ ନବ ବର୍ଷ ଚୈତ୍ର ପ୍ରତିପଦା ଦିନ ନରସିଂହ ମନ୍ଦିର ଠାରେ ସାମୁହିକ ହନୁମାନ ଚାଲିଶା ପଠନ ହୋଇଯାଇଛି । ଶ୍ରୀ ନରସିଂହ ଭଗବାନଙ୍କୁ ସାମୁହିକ ଦୀପଦାନ ପରେ ଡ. ପ୍ରେମାନନ୍ଦ
Read More...

ଭଦ୍ରକରେ ପାଳନ ହେଉଛି ଇଦ୍ ୩୩ ମସଜିଦ୍‌ରେ ନମାଜ ପାଠ

ଭଦ୍ରକ : ମୁସଲିମ୍ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍ ବା ଇଦ୍-ଉଲ୍-ଫିତର । ଦାନ ଓ ଧର୍ମର ପର୍ବ ହେଉଛି ଇଦ୍ । ରମଜାନ୍ ଅବସରରେ ମାସେ କାଳ ଉପବାସ ପରେ ପାଳିତ ହେଉଛି ଇଦ୍ । ଚାନ୍ଦ ଦେଖିବା ପରେ ଇଦ୍ ପାଳିତ ହେଉଛି । ଇଦ୍ ପାଇଁ ଉତ୍ସବମୁଖର ହୋଇଛି ସାରା ଭଦ୍ରକ ଜିଲ୍ଲା । ଜିଲ୍ଲାର ୩୩ ମସଜିଦରେ
Read More...

ବକଟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ କାୟାକଳ୍ପରେ ପ୍ରଥମ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆସୁଥିବା ବକଟୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଲଗାତର ଦ୍ୱିତୀୟ ବର୍ଷ ପାଇଁ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିବାର ଗୌରବ ଅର୍ଜନ କରିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ
Read More...

ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରାରେ ଓଡ଼ିଆ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଚ୍ଛିନ୍ନାଞ୍ଚଳ ସିଂହଭୂମିର ପ୍ରସିଦ୍ଧ ମାଆ ଭଗବତୀ କେରା ଠାକୁରାଣୀଙ୍କ ପୀଠରେ "ପଣ୍ଡିତ ଦୁର୍ଗା ଚରଣ କର ସାହିତ୍ୟ ସଂସଦ, କେରା ଆନୁକୂଲ୍ୟରେ ବସନ୍ତ କବିତା ଆସର "ଚୋରା ମଳୟ" ନାମକ ଆନ୍ତଃରାଜ୍ୟ ସ୍ତରୀୟ ଏକ ବର୍ଣ୍ଣାଢ଼୍ୟ ସାହିତ୍ୟ ଆସର ଅନୁଷ୍ଠିତ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବିକଶିତ ଭାରତ ୨୦୪୭ ପ୍ରତି ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଆଲୋଚନାଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ୩୧ ମାର୍ଚ୍ଚ ୨୦୨୫ସମୟ ୧୧ ଘଟିକା : "ବିକଶିତ ଭାରତ ୨୦୪୭ ପ୍ରତି ପ୍ରଯୁକ୍ତିବିଦ୍ୟା ବିକାଶ" ବିଷୟ ଉପରେ ଏକ ଚିନ୍ତନାତ୍ମକ ବାହ୍ୟ ଆଲୋଚନା ଓଡ଼ିଶା ଗବେଷଣା କେନ୍ଦ୍ର (ଓଆରସି), ଭୁବନେଶ୍ୱର ଦ୍ୱାରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର
Read More...

ଜୟପାଟଣାରେ ସୁନ୍ନି ମୁସଲିମ ଜମାତ ତରଫରୁ ସମଗ୍ର ଦେଶବାସୀଙ୍କୁ “ଇଦ ମୁବାରକ “

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ରମଜାନ ମାସର ଅନ୍ତିମ ଦିବସରେ, ଜୟପାଟଣା ଜୁମ୍ମା ମସଜିଦଠାରେ ଇଦ ପର୍ବ ହସ ଖୁସିର ସହ ପାଳିତ ହୋଇ ଯାଇଛି । ଏହି ଅବସରରେ ଜୟପାଟଣା, ମୂଖିଗୁଡା, କୋକସରା ଅଂଚଳର ସମସ୍ତ ମୁସଲମାନ ଭାଇମାନେ ଜୁମ୍ମା ମସଜିଦ ଠାରେ ଏକତ୍ରିତ ହୋଇ ସମବେତ ଭାବେ ମୌଲାନାସୟଦ
Read More...

ଉଦନ୍ତୀ ମହୋତ୍ସବ ଉଦ୍‌ଯାପିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ଠାରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଉଦନ୍ତୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଉଦନ୍ତୀ ମହୋତ୍ସବର ତୃତୀୟ ତଥା ଅନ୍ତିମ ସାଂସ୍କୃତିକ ସଂଧ୍ୟାରେ ମହୋତ୍ସବ କମିଟିର ଉପଦେଷ୍ଟା ବୈଶମ୍ପାୟନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ
Read More...