Daily Archives

ବରତୁଣ୍ଡା ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲ୍‌ରେ ବରତୁଣ୍ଡା ଓ ଜୁରାବନ୍ଧ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ ବରତୁଣ୍ଡା ଗାଁରେ ମାଁ ଦ୍ୱାରସେନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ଆୟୋଜିତ ପଞ୍ଚମ ଦିବସରେ ମୁଖ୍ୟ ଅତିଥି ଭାବେ ଯୁବ ଆଇନଜୀବୀ ପ୍ରକାଶ ନାଗ,
Read More...

ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀର ସଭାଗୃହଠାରେ ଜିଲ୍ଲା ଜୁନିୟର ରେଡକ୍ରସ ପରାମର୍ଶଦାତାଙ୍କ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଂଶୁପା ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନର
Read More...

ବଡ଼ବନ୍ଧ କ୍ଲଷ୍ଟର ସ୍ତରୀୟ ନବମ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସାଧନ କେନ୍ଦ୍ର ଅନ୍ତର୍ଗତ ବଡବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବମ କ୍ଲଷ୍ଟର ସ୍ତରୀୟ ବୈଠକ ପ୍ରଧାନ ଶିକ୍ଷକ ଲୋଚନ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଏଫ୍‌ଏଲ୍‌ଏନ୍‌
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୨ଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନି ଦିବସରେ ମୁଖ୍ୟ
Read More...

ତୁରେକେଲା ବ୍ଲକରେ ନବମ ମାସିକ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକର ୧୧ଗୋଟି ଆଞ୍ଚଳିକ ସାଧନକେନ୍ଦ୍ରରେ ନବମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବୈଠକ କୁଇବାହାଲ ଉଚ୍ଚ
Read More...

ବିଜେପି ପାର୍ଟି ନଗର ତରଫରୁ କଲା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେପି ପାର୍ଟି ନଗର ତରଫରୁ ଟିକ୍ରାପଡାଠାରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପଂକଜିନୀ ପଣ୍ଡାଙ୍କ ଅଧକ୍ଷତାରେ ପୁଲବାମା ଘଟଣାକୁ ନେଇ କଲା ଦିବସ ପାଳନ କରାଯାଇଥିଲା । ସହିଦ ଭଗଦ ସିଂ, ଜୟ ରାଜଗୁରୁ ଓ ଶୁକଦେବଙ୍କୁ ବ୍ରିଟିଶ ସରକାର ଫାସୀ ଦଣ୍ଡାଦେଶ
Read More...

ଲାଏନ୍ସସ କ୍ଳବ ବଲାଙ୍ଗିର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଏନ୍ସସ କ୍ଳବ ବଲାଙ୍ଗିର ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ମଧୁମେହ ରୋଗ ଓ ରକ୍ତଚାପ ଉପରେ ବିଭିନ୍ନ ଛକମାନଙ୍କ ଠାରେ ଶିବିର ଆୟୋଜନ କରାଯାଇଛି । ଦୂର୍ଗା ମଣ୍ଡପ ଓ ସାଇ ମନ୍ଦିର କଲେଜ ଛକଠାରେ ୨୫୦ଜଣ ତାଙ୍କର
Read More...

ମାୟାବର୍ହା ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ସଭା

ମ୍ୟାଟ୍ରିକ ପରୀକ୍ଷାର୍ଥୀ ସୁସ୍ଥ ମନ ଓ ବିଶ୍ୱାସରେ ପରୀକ୍ଷା ଦେବାକୁ ଆଶିର୍ବଚନ ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବିଦ୍ୟାଳୟ ଠାରେ ବିଦାୟ
Read More...

ଫ୍ରେଣ୍ଡସ୍‌ କ୍ଲବ ରାଜ୍ୟ ଫୁଟବଲ ପ୍ରତିଯୋଗିତାରେ ନରସିଂହ

ହୀନ ରାଜନୀତି ପଡିଆର ବିକାଶରେ ପ୍ରତିବନ୍ଧକ ସାଜିଲା - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୃଥ୍ୱୀରାଜ ହାଇସ୍କୁଲ ଶିକ୍ଷା ସାଙ୍ଗକୁ କ୍ରୀଡାକ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିବ, ଏହି ଲକ୍ଷ୍ୟରେ ଏହି ପଡିଆକୁ ଗତ ୧୦ ବର୍ଷ ଭିତରେ ବିକାଶ କରାଯାଇଛି । ପଡିଆର ପଶ୍ଚିମ ପଟରେ ଏକ
Read More...

ସମାଜସେବୀ ଲକ୍ଷ୍ମଣ ମହାପାତ୍ରଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଲୁର ଅଞ୍ଚଳ ଅରୁଣପୁର ଗ୍ରାମର ସମାଜସେବୀ ଲକ୍ଷ୍ମଣ ମହାପାତ୍ର ନିଜ ବାସଭବନ ଠାରେ ପରଲୋକ ହୋଇଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିଜ ଗ୍ରାମ ଶ୍ଵସାନରେ ପରିବାର ବନ୍ଧୁ ବର୍ଗଙ୍କ ଉପସ୍ଥିତିରେ ଶେଷକୃତ୍ୟ
Read More...