ଓଡ଼ିଶାର କୋଣାର୍କଠାରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରିବ ଖଣି ମନ୍ତ୍ରଣାଳୟ
ଭୁବନେଶ୍ୱର, (ପିଆଇବି) : ଖଣି ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଜାନୁଆରୀ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କୋଣାର୍କଠାରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରାଯାଉଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ 'ବିକଶିତ ଭାରତ୨୦୪୭'ର ପରିକଳ୍ପନା ଅନୁଯାୟୀ!-->…
Read More...
Read More...