Daily Archives

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ୧୫ତମ ଜାତୀୟ ମତଦାତା ଦିବସ

ନୂତନ ପଞ୍ଜିକୃତ ଭୋଟରଙ୍କୁ ପରିଚୟ ପତ୍ର ପ୍ରଦାନ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୧୫ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳେ କଶୋଲ କଳା ମଣ୍ଡଲ ପରିସରରୁ ଏକ
Read More...

ଏଇତ ଜୀବନ : ପରିଣତ ବୟସରେ ବି ମାଛ ମରା ନିଶା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଗାଁର ବୟସ୍କ ବ୍ୟକ୍ତି ସନ୍ତୋଷ ମାଝୀ । ପାଖାପାଖି ୮୦ ବର୍ଷ ବୟସ । ଏହି ବୟସରେ ବି ଚାଲି ପାରନ୍ତି, ଭଲ କଥା ହୋଇ ପାରନ୍ତି । ବୁଧବାର ମଧ୍ୟାହ୍ନରେ ଶ୍ରୀ ମାଝୀ ପାଖ ଗାଡ଼ିଡ଼ିକୁ ମାଛ ମାରିବାକୁ ଯାଉଥିବା
Read More...

ଡାଭୋସ୍ ଡବ୍ଲୁଇଏଫ୍‌ରେ ସବୁଠୁ ବଡ଼ ଭାରତୀୟ ପ୍ରତିନିଧି ଦଳର ଅଂଶଗ୍ରହଣ

• ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ର ବାବୁ ନାଇଡ଼ୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଉତ୍ତରପ୍ରଦେଶ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ପ୍ରତିନିଧିଙ୍କ ଅଂଶଗ୍ରହଣଏବଂ• କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ
Read More...

ଏନ୍‌ସିସି କ୍ୟାଡେଟ, ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ, ଆଦିବାସୀ ଅତିଥି ଏବଂ ପ୍ରଜ୍ଞାପନ ମେଢ କଳାକାରଙ୍କ ସହ ଆଲୋଚନା…

ପ୍ରଧାନମନ୍ତ୍ରୀ ଏକ ଅଭିନବ ଉପାୟରେ ବାର୍ତ୍ତାଳାପ କରିଛନ୍ତି, ବ୍ୟକ୍ତିଗତ ଭାବରେ ଅଂଶଗ୍ରହଣକାରୀଙ୍କ ସହ ଏକ ମୁକ୍ତ ପରିବେଶରେ ଆଲୋଚନା କରିଛନ୍ତିପ୍ରଧାନମନ୍ତ୍ରୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ର ବାର୍ତ୍ତା ଉପରେ ଆଲୋକପାତ କରିଥିଲେ, ଅଂଶଗ୍ରହଣକାରୀମାନଙ୍କୁ ଅନ୍ୟ ରାଜ୍ୟର ଲୋକଙ୍କ ସହ
Read More...

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରର ନାସିକଠାରେ ‘ସମବାୟ ସମ୍ମିଳନୀ’କୁ ସମ୍ବୋଧିତ…

ସମବାୟ ମନ୍ତ୍ରଣାଳୟ 'ସମବାୟରୁ ସମୃଦ୍ଧି'ର ମନ୍ତ୍ରକୁ ସାକାର କରୁଛି, ଯାହା ଫଳରେ ସମବାୟ ସହ ଜଡ଼ିତ ଭଉଣୀ ଓ ଭାଇମାନେ ପ୍ରଗତିର ନୂଆ ସୁଯୋଗ ପାଉଛନ୍ତି'ସମବାୟ' ହେଉଛି ଆତ୍ମନିର୍ଭରଶୀଳତାର ସବୁଠାରୁ ସୁନ୍ଦର ସଂଜ୍ଞା ଏବଂ ସମବାୟ ହେଉଛି କୃଷକମାନଙ୍କୁ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ କରିବାର
Read More...

ଆଇଇଡବ୍ଲୁ -୨୦୨୫ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଶକ୍ତି କାର୍ଯ୍ୟକ୍ରମ ହେବ : କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ନୂଆଦିଲ୍ଲୀ, (ପିଆଇବି) : ଫେବୃୟାରୀ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମିରେ ଆୟୋଜନ ହେବାକୁ ଯାଉଛି ଭାରତୀୟ ଶକ୍ତି ସପ୍ତାହ (ଆଇଇଡବ୍ଲ୍ୟୁ) - ୨୦୨୫ । ୧ ଲକ୍ଷ ବର୍ଗ ମିଟରରୁ ଅଧିକ ବ୍ୟାପ୍ତ ଅଞ୍ଚଳରେ ଏହି ଉତ୍ସବ ଆୟୋଜନ କରାଯିବ । ଏଥିରେ ବିଭିନ୍ନ ବିଭାଗର
Read More...

ନୂଆଦିଲ୍ଲୀର ସାଧାରଣତନ୍ତ୍ର ପରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ୬୦୦ରୁ ଊର୍ଦ୍ଧ୍ୱ ପଂଚାୟତ ପ୍ରତିନିଧି

ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଂଚାୟତ ନେତାମାନଙ୍କୁ କରାଯିବ ସମ୍ବର୍ଦ୍ଧିତଗ୍ରାମୋଦୟ ସଂକଳ୍ପ ପତ୍ରିକା ହେବ ଉନ୍ମୋଚିତ ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବା ପାଇଁ
Read More...

ଭାରତୀୟ ଆଧ୍ୟାତ୍ମିକ ଚେତନା, ସାଂସ୍କୃତିକ, ପରମ୍ପରାର ଅପୂର୍ବ ସମ୍ମେଳନ : ପ୍ରୟାଗରାଜ ମହାକୁମ୍ଭ

କୋଟି କୋଟି ଶ୍ରଦ୍ଧାଳୁଙ୍କ ଏକମାତ୍ର ପବିତ୍ର ସଂକଳ୍ପ ନୂଆଦିଲ୍ଲୀ, (ପିଆଇବି) : ଭାରତର ମହାନ ଓ ସମୃଦ୍ଧ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛି ପ୍ରୟାଗରାଜ ମହାକୁମ୍ଭ । ଚଳିତ ବର୍ଷ ଜାନୁଆରୀ ୨୩ ସୁଦ୍ଧା ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଏହି ପୁଣ୍ୟଭୂମି ପ୍ରୟାଗରାଜକୁ ଆସି ତ୍ରିବେଣୀ
Read More...

ଡାଭୋସରେ ଭାରତର ଚମକ

● ରପ୍ତାନୀ ଆଧାରିତ ଅଭିବୃଦ୍ଧି ଏବଂ ସମାବେଶୀ ବିକାଶ ଉପରେ ଆଲୋକପାତ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ● ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଗନ୍ତବ୍ୟସ୍ଥଳରେ ପରିଣତ ହେବ ବୋଲି ଶିଳ୍ପପତିମାନେ ବିଶ୍ୱାସ ପ୍ରକଟ କରିଛନ୍ତି : ଅଶ୍ୱିନୀ ବୈଷ୍ଣବ● ବିଶ୍ୱରେ ଶିଳ୍ପ
Read More...

ନେହରୁ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ ହେବ ଷୋଡ଼ଶ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ

● ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ନେହରୁ ଯୁବ କେନ୍ଦ୍ର ସଂଗଠନ, ଓଡିଶା ପକ୍ଷରୁ ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଶୋଡ଼ଷ
Read More...