Daily Archives

ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ
Read More...

ସରେଇକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସରେଇକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ‘ଫର୍ଟିଚିଉଡ଼୍‌’

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଶ୍ରେଣୀ ପରୀକ୍ଷା ପାଖେଇ ଆସୁଛି । ପରୀକ୍ଷ ସମୟ ହେଉଛି କୁନି ପିଲା ମାନଙ୍କ ପାଇଁ ସଂଶୟର ସମୟ । ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ପିଲା ମାନଙ୍କ ମନର ସଂଶୟ ଓ ପରୀକ୍ଷା ଭୟକୁ ଲାଘବ କରିବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ
Read More...

ଅଡାକଷା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ସୁବର୍ଣ୍ଣପୁର, (ସୁଶୀଲ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି କ୍ଲଷ୍ଟର ଅଡାକଷା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନାରଦ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ
Read More...

ପାଇକମାଲ ହାଇସ୍କୁଲରେ ମିଶନ୍-୧୦୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ମିଶନ ୧୦୦ର ୨ୟ ପର୍ଯ୍ୟାୟ ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜବୋଡାସମ୍ବର ବିଇଓ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର
Read More...

ମହାକୁମ୍ଭ ୨୦୨୫ : ଗଙ୍ଗା ସଂରକ୍ଷଣ ଓ ସତେନତାର ବାର୍ତ୍ତା ଦେଉଛି ନମାମି ଗଙ୍ଗେ ପାଭେଲିୟନ

ଡିଜିଟାଲ ମାଧ୍ୟମରେ ଗଙ୍ଗା ସଫେଇ ଓ ସଂରକ୍ଷଣ ଉପରେ ପଦକ୍ଷେପ ପ୍ରଦର୍ଶନ ନୂଆଦିଲ୍ଲୀ, (ପିଆଇବି) :୨୦୨୫ ମହାକୁମ୍ଭ ଅବସରରେ ପ୍ରୟାଗରାଜର ନମାମି ଗଙ୍ଗେ ଅଭିଯାନ ଦ୍ୱାରା ନମାମି ଗଙ୍ଗେ ପାଭିଲିୟନ କରାଯାଇଛି । ଗଙ୍ଗାର ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ପର୍ଯ୍ୟବସିତ ଏକ ଟନେଲ
Read More...

ଲୁଟେରା ମାନଙ୍କ ଆତଙ୍କ : ବାଇକରେ ପିଛା କରି ଲୁଟିନେଲେ ଟଙ୍କା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଠେଙ୍ଗାରେ ପିଟି ବ୍ୟବସାୟୀଙ୍କଠାରୁ ନଗଦ ଏକ ଲକ୍ଷ ଦଶ ହଜାର ଟଙ୍କା ଲୁଟି ନେଇଛନ୍ତି ୩ ଜଣ ଦୁର୍ବୃତ୍ତ । ଲାଠୋର ଥାନା ଘୁନଶର ଠୁ ରେଙ୍ଗାଲି ଯିବା ରାସ୍ତା କୁଳିହାମୁଣ୍ଡା ଗ୍ରାମ ନିକଟରେ ଏଭଳି ଘଟଣା ଘଟିଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି
Read More...

ବଲାଙ୍ଗିର ଲୋକ ଉତ୍ସବରେ ସାମ୍ବାଦିକଙ୍କୁ ଅସମ୍ମାନ ଅଭିଯୋଗ : ପ୍ରବେଶ ପରଚିୟ ପତ୍ର ଫେରାଇ ଦେଲେ ସାମ୍ବାଦିକ

ବଲାଙ୍ଗିର : ବଲାଙ୍ଗିର ଲୋକ ଉତ୍ସବରେ ସାମ୍ବାଦିକଙ୍କୁ ଅସମ୍ମାନ ଅଭିଯୋଗ । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବଲାଙ୍ଗିର ଲୋକ ଉତ୍ସବର କାଲି ଥିଲା ତୃତୀୟ ସନ୍ଧ୍ୟା । ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ପୂର୍ବରୁ ପାର୍କିଂକୁ ନେଇ ତୁତୁ ମେମେ ହୋଇଥିଲା । ଯାହା ସାମ୍ବାଦିକଙ୍କ ସମ୍ମାନହାନୀ
Read More...

ମୁକୁନ୍ଦିଲାଲ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସ୍ଥିତ ମୁକୁନ୍ଦିଲାଲ ଅଗ୍ରବାଲ ମହିଳା ମହାବିଦ୍ୟାଳୟରେ ମଙ୍ଗଳବାର ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି । ଏଥିରେ ପ୍ରାୟ ୨୫୦ରୁ ଅଧିକ ଛାତ୍ରୀ ସାମିଲ ହୋଇ ଏହି ତାଲିମ ନେଉଛନ୍ତି । ପ୍ରାୟ ୮ଦିନ ଧରି ତାଲିମ ଦେବା ସହ
Read More...

ତୃତୀୟ ବିମଲେଇ ମହୋତ୍ସବ ଉଦ୍‌ଘାଟିତ : ‘ଏକତା ବଜାୟ ରହିଲେ ସଫଳତା ମିଳେ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ମିନି ଷ୍ଟାଡିୟମ ଠାରେ ତୃତୀୟ ବିମଲେଇ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମହୋତ୍ସବର ସଭାପତି ଭରତଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ପୁଇଁତଲେ ବ୍ଲକ
Read More...