ମୁରିବାହାଲରେ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘର ୨୧ତମ ବାର୍ଷିକୋତ୍ସବ ଓ ସ୍ୱାମୀଜୀଙ୍କ ୧୬୩ତମ ଜନ୍ମ ଜୟନ୍ତୀ ପାଳିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦରମହକୁମା ରାଧାକୃଷ୍ଣ ଓ ଶିବମନ୍ଦିର କଲ୍ୟାଣ ମଣ୍ଡପଠାରେ ରବିବାର ସ୍ୱାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ସଂଘର ୨୧ତମ ବାର୍ଷିକ ଉତ୍ସବ ଓ ସ୍ୱାମୀଜୀଙ୍କ ୧୬୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସଭାପତି!-->…
Read More...
Read More...