ମ. ରାମପୁର ଠାରେ ବ୍ଲକସ୍ତରୀୟ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉତ୍ଯାପିତ
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଠାରେ ଶୁକ୍ରବାର ଦିନ ମହାସମାରୋହରେ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଳିତ ହୋଇଯାଇଛି । ମା' ଡୋକରି ମନ୍ଦିରରୁ ମଶାଲ ଯାତ୍ରା ଆରମ୍ଭ ହୋଇ ବିରାଟ ପଟୁଆରାରେ ଗୋଟିପୁଅ ନାଚ, ଘୁମୁରା, ବାଜା ସହ ଆଦିବାସୀ ନୃତ୍ୟ!-->…
Read More...
Read More...