Yearly Archives

2024

‘ଲେଖୁ ଲେଖୁ କବିତା’ ସଂକଳନ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଂ ଗୋକୁଳ ଚନ୍ଦ୍ର ଧଳଙ୍କ ରଚିତ କବିତା ସଂକଳନ 'ଲେଖୁ ଲେଖୁ କବିତା' ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ମଧୁମଣ୍ଡପ ଠାରେ ଆୟୋଜିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ଼ଃ ଅଶ୍ୱିନୀ କୁମାର ରାୟ ଓ
Read More...

ଇସ୍ପାତ ସାହିତ୍ୟ ସଂସଦର ୫୪ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ର ୫୪ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସେକ୍ଟର-୭ ସ୍ଥିତ ସଂସଦ ଭବନ ପରିସରରେ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଦ୍ଵାରା ସାରସ୍ୱତ ପତାକା ଉତ୍ତୋଳନ କରାଯାଇଥିଲା ।
Read More...

ଏମ୍‌କେଏମ୍‌ଡି ମହାବିଦ୍ୟାଳୟରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ କଲମପୁର ମହାରାଣୀ କସ୍ତୁରୀକା ମୋଦିନୀ ଦେବୀ +୩ ମହାବିଦ୍ୟାଳୟରେ ଏକ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂଗୋଳ ଅଧ୍ୟାପକ ଧରଣୀଧର ପୁଝାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସନାତନ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ ବିଶାଳ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନାତନ ହିନ୍ଦୁ ଜାଗୃତି ମଞ୍ଚ ପକ୍ଷରୁ ଏକ ବିଶାଳ ରାଲିରେ ଆସି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଂଗଳାଦେଶରେ ହିନ୍ଦୁ ମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାରକୁ ବିରୋଧ କରିବା ସହ ହିନ୍ଦୁଙ୍କ
Read More...

ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ୨୦୨୪ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସକାଳ ୯ ଘଣ୍ଟା ସମୟରେ ଛତ୍ରପୁର ଅପର ବସଷ୍ଟାଣ୍ଡଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସହର ପରିକ୍ରମା
Read More...

ସୋରଡ଼ା ବ୍ଲକ ନୂଆଗଡଠାରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ବିଦ୍ୟାଳୟରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡଠାରେ ପ୍ରତିଷ୍ଠିତ ସମ୍ଭବ ବିବିଧ ସାମର୍ଥ୍ୟ ବିଦ୍ୟାଳୟ ପ୍ରତିଷ୍ଠାନରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଉପଏକ୍ଷେ ଅନୁଷ୍ଠାନରେ ଥିବା ଭିନ୍ନକ୍ଷମ ପିଲାମାନଙ୍କ ଦ୍ଵାରା ନଗର
Read More...

ଛତ୍ରପୁର ଷ୍ଟାଡିୟମ ପରିସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଷ୍ଟାଡିୟମ ପରିସରରେ ଆୟୋଜିତ "ବିଶ୍ୱ ଦିବ୍ୟାଙ୍ଗ ଦିବସ" ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସଦ୍ୟ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ
Read More...

ବ୍ଲକ ଅଧ୍ୟକ୍ଷଙ୍କ ଜାତିଗତ ପ୍ରମାଣପତ୍ର ରଦ୍ଧ କରିବା ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ଭୂମିଆ ସମାଜ ପକ୍ଷରୁ…

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଗତ କିଛି ହେବ ବୈପାରିଗୁଡା ବ୍ଲକରେ ଅଣଆଦିବାସୀ ନାମରେ ଆଦିବାସୀ ସାର୍ଟିଫିକେଟ ହାତେଇବା ସହ ବିଭିନ୍ନ ପଦପଦବୀ ସହିତ ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ଏହାକୁ ବିରୋଧ କରି ବୈପାରିଗୁଡା ବ୍ଲକର ବିଭିନ୍ନ ଆଦିବାସୀ ସଂଘ ପକ୍ଷରୁ
Read More...

ତୁରେକେଲା ପୋଲିସ ଦ୍ୱାରା ୨୨ଜଣ ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ୨ଟି ସ୍ଥାନରୁ ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ କୁସପାଲି ଗାଁର ୩ ଜଣ ପୁରୁଷ, ୨ଜଣ ମହିଳା, ୫ ଜଣ ଶିଶୁ ଶ୍ରମିକ ଥିବା ବେଳେ ଦାଦନ ସର୍ଦ୍ଦାର
Read More...

ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘର ୫ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାରା ଓଡ଼ିଶାର ୫ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ବିଗତ ୮ ମାସ ହେଲା ନିଜର ପାରିଶ୍ରମିକ ପାଇବାରୁ ବଞ୍ଚିତ ଅଛନ୍ତି ବୋଲି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି, ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ୫ଗୋଟି କମ୍ୟୁନିଟି ସପୋର୍ଟ
Read More...