Yearly Archives

2024

ବାଘ ମାରିବା ନେଇ ମିଛ ଅଭିଯୋଗରେ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା

ନୂଆପଡ଼ା, (ଅଜିତ ବେହେରା) : ବାଘ ମାରିବା ମିଛ ଅଭିଯୋଗରେ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଖଡ଼ିଆଳ ଥାନା ଅନ୍ତର୍ଗତ ଦାବ୍ରୀ ଗ୍ରାମର ୫ଜଣ ଆଦିବାସୀ ବ୍ୟକ୍ତି । ସେମାନେ ହେଲେ ଟିକଚନ ମାଝୀ, ଜୟରାମ ମାଝୀ, ଗୋରେଖ
Read More...

ରାୟଗଡା ଜିଲ୍ଲା ଡିଜିଟାଲ ମିଡିଆ (ଆର୍‌ଡିଏମ୍‌)ର ନୂତନ କାର୍ଯ୍ୟକର୍ତ୍ତା ଚୟନ

ରାୟଗଡ଼ା (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ଡିଜିଟାଲ ମିଡ଼ିଆ ସଙ୍ଘ (ଆର୍‌ଡିଏମ୍‌)ର ନୂତନ କାର୍ଯ୍ୟକର୍ତ୍ତା ଚୟନ ବୈଠକ ହେଇଯାଇଛି । ଏହି ବୈଠକରେ ଜିଲ୍ଲା ଅନ୍ତର୍ଗତ ୧୧ଟି ବ୍ଲକରୁ ୫୦ରୁ ଅଧିକ ଡିଜିଟାଲ ଗଣମାଧ୍ୟମ ପ୍ରତିନିଧିମାନଙ୍କର ରାୟଗଡ଼ା ସଦର ମହକୁମା ଫରେଷ୍ଟ ପାର୍କ
Read More...

ବାବା ସାହେବ୍ ଆମ୍ବେଦକରଙ୍କ ୬୯ତମ ଜୟନ୍ତୀ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବି.ଜେ.ପି କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା, ଅନୁସୂଚିତ ଜାତି ସଭାପତି କିର୍ତ୍ତନ ଦାସଙ୍କ ପୌରହିତରେ ବାବା ସାହେବ୍ ଆମ୍ବେଦକରଙ୍କ ୬୯ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଭାରତର ସମ୍ବିଧାନ ପ୍ରଣେତା ତଥା
Read More...

ଆଦିବାସୀ ଜମି ଅକ୍ତିଆରକୁ ବିରୋଧ କଲେ ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଦିବାସୀ ଜମି ଅକ୍ତିଆର କୁ ବିରୋଧ କଲେ ଗ୍ରାମ ବାସୀ । ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲନରା ବ୍ଳକ ଅମଲା ଭଟା ଗ୍ରାମରେ । ଏହି ସମ୍ପର୍କରେ ଥାନା କିମ୍ବା ରାଜସ୍ୱ ବିଭାଗରେ ଅଭିଯୋଗ ହୋଇ ନ ଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ରାୟଗଡା
Read More...

ନାଟ୍ୟଗୁରୁ ହରେକୃଷ୍ଣ ପୂଜାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନାଟ୍ୟ ଗୁରୁ ତଥା ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗୀୟ ହରେକୃଷ୍ଣ ପୂଜାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ
Read More...

ମୁରିବାହାଲ ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଡିଭାଇନ୍ କିଡସ ପବ୍ଲିକ ସ୍କୁଲର ୨ ଦିନ ବ୍ୟାପି ଚାଲିଥିବା ଅଷ୍ଟମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜି ଦ୍ଵିତୀୟ ଦିନରେ ଏଲକେଜି, ୟୁକେଜି ଓ ନର୍ସରୀ
Read More...

କବି ଓ ଐତିହାସିକ ଶଶାଙ୍କ ଶେଖର ପଣ୍ଡାଙ୍କୁ ବିଶ୍ୱସ୍ତରୀୟ ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ସହରର କୁଂଜେଲପଡ଼ାରେ ଓଡ଼ିଶା ସାହିତ୍ୟାକାଶର ପ୍ରଥିତଯଶା ଅତିବଡ଼ି ସମ୍ମାନ ପ୍ରାପ୍ତ କବି ସ୍ୱର୍ଗତ ଉମାଶଙ୍କର ପଣ୍ଡା ଓ ପ୍ରଥମ ଆକାଶବାଣୀ ସ୍ୱୀକୃତିପ୍ରାପ୍ତ ସମ୍ବଲପୁରୀ ନାରୀ ଗୀତିକାର ଲୋକଜନନୀ ପଣ୍ଡାଙ୍କର ଜ୍ୟେଷ୍ଠପୁତ୍ର ଭାବରେ ଜନ୍ମିତ କବି ଓ
Read More...

ନୂଆଁ କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଞ୍ଜାମ ସହର ମଧ୍ୟଖଣ୍ଡ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ତତ୍ତ୍ୱାବାଧାନରେ ନୂଆଁ ନିଯୁକ୍ତ ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
Read More...

ବଲାଙ୍ଗିର ଖେଳାଳିଙ୍କୁ ଐତିହାସିକ ସଫଳତା

ରାଜ୍ୟ ଗୋଷ୍ଠି କରାଟେରେ ତମନ୍ନାଙ୍କୁ ରୌପ୍ୟ ପଦକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଏକାଦଶ ରାଜ୍ୟ ଗୋଷ୍ଠି କରାଟେ ପ୍ରତିଯୋଗିତାରେ ବଲାଙ୍ଗିରକୁ ଐତିହାସିକ ସଫଳତା ମିଳିଛି । ଏଥିରେ ବଲାଙ୍ଗିର ମାଟିର ଝିଅ ତମନ୍ନା ମେହେରଙ୍କୁ କନିଷ୍ଠ ମହିଳା ଦଳଗତ କରାଟେ
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ପ୍ରସନ୍ନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଯୁଗ୍ମ ସଂପାଦକ ପୁରୁଶୋତ୍ତମ
Read More...