Yearly Archives

2024

ବିରାଟ ସାଂସ୍କୃତିକ ଶୋଭାଯାତ୍ରାରୁ ଶୁଭାରମ୍ଭ ହେଲା ପଦ୍ମପୁର ଲୋକ ମହୋତ୍ସବ

ଯୋଗଦେଲେ ୫୦ ଗାଁର ଝାଙ୍କର, ୩୮ ସାଂସ୍କୃତିକ ଦଳ, ୩୦୦ କଳାକାର ପଦ୍ମପୁର, (ନିରୋଜ କୁମାର ପାଣ) : ଆଜି ତିନିଶହ କଳାକାରଙ୍କୁ ଏକତ୍ରିତ କରି ବୋଡ଼ାସମ୍ବରର ପ୍ରତିଷ୍ଠିତ ପଦ୍ମପୁର ଲୋକ ମହୋତ୍ସବ ତାର ସାଂସ୍କୃତିକ ଶୋଭାଯାତ୍ରାରୁ ଶୁଭାରମ୍ଭ ହୋଇଛି । ସ୍ଥାନୀୟ କଳାକାର ସମେତ ୫୦ ଗୋଟି
Read More...

ଖଇର କାଠ ବୋଝେଇ ୪୦୭ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଜରୁ ପ୍ରତିଦିନ ବ୍ୟାପକ ଭାବେ ଖଇର କାଠ ଚୋରା ଚାଲାଣ ହେଉଥିବା ପୁଣି ଥରେ ସ୍ପଷ୍ଟ ହୋଇଯାଇଛି । କାଠ ମାଫିଆମାନେ ରାତି ଅଧିଆ ଲୋଇସିଂହା ବନାଞ୍ଚଳ ଅଧୀନ ରେଙ୍ଗାଲି - ଫଲସାମା - ଉପରବାହାଲ ରାସ୍ତାରେ କାଠ ଚାଲାଣ
Read More...

ପୁଇଁତଲା ବ୍ଲକସ୍ତରୀୟ ଓଷ୍ଟା ଶିଶୁମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ବୈରାସର (ଅର୍ଜୁଣ୍ଡା) ଠାରେ ବ୍ଲକସ୍ତରୀୟ ଓଷ୍ଟା ଶିଶୁ ମେଳା ଉଦ୍‌ଯାପିତ ହୋଇଯାଇଛି । ଓଷ୍ଟା ବ୍ଲକ ସଭାପତି ରୁଦ୍ରମଣି କର୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବକୁ ଅବସର ପ୍ରାପ୍ତ ସହକାରୀ
Read More...

ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର
Read More...

ଡିସେମ୍ବର ୨୦ ଓ ୨୧ରେ ଜିମ୍ନାଷ୍ଟିକ୍ ଲେଭଲ୍ ୧ ଓ ଲେଭଲ୍ ୨ ପରୀକ୍ଷା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୨୦ ଓ ୨୧ ତାରିଖରେ ଏମ୍‌.ପି.ଆଇ.ଏସ୍‌ ସେଣ୍ଟର୍‌ରେ ଥିବା ଜିମ୍ନାଷ୍ଟିକ୍ ସେଣ୍ଟର୍‌ରେ ଜିମ୍ନାଷ୍ଟିକ୍ ଖେଳାଳୀଙ୍କ ଲେଭଲ୍ ୧ ଓ ୨ର କୌଶଳ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଓଡ଼ିଶା ଏଚ୍‌.ପି.ସିର ମୁଖ୍ୟ କୋଚ୍ ଅଶୋକ ମିଶ୍ର ସୂଚନା ଦେଇଛନ୍ତି ।
Read More...

କଳାହାଣ୍ଡିରେ ମୃଦୁ ଭୂମିକମ୍ପ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିରେ ମୃଦୁ ଭୂମିକମ୍ପ । କଳାହାଣ୍ଡି ଜିଲ୍ଲା କଲମପୁର, କୋକସରା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟା ୭.୩ ମିନିଟ ସମୟରେ ଅଳ୍ପ ସମୟ ପାଇଁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇ ଥିଲା । ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।
Read More...

ରାଉରକେଲା ଫିଲ୍ମ କ୍ଲବ ପକ୍ଷରୁ ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଫିଲ୍ମ କ୍ଲବ ପକ୍ଷରୁ ରାଉରକେଲା ଫିଲ୍ମ ଫେଷ୍ଟିଭାଲର ସପ୍ତମ ସଂସ୍କରଣ ସେକ୍ଟର - ୪ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲା ବେଳେ ବିଶେଷ ଅତିଥି ଭାବେ
Read More...

ସହୀଦ ବୀର ମାଧୋ ସିଂଙ୍କ ବୀରତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଂଘ ତରଫରୁ ବ୍ଲକ ସଭାପତି ଚେରୁ ବରିହାଙ୍କ ସଭାପତିତ୍ୱରେ ପାଇକମାଲ ବ୍ଲକ ଭେଙ୍ଗରାଜପୁରୁ ଗ୍ରାମ ପଞ୍ଚାୟତ ପିପଲପାଲି ଠାରେ ପାଇକମାଲ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ସଭାପତି ସମ୍ପାଦକ
Read More...

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବର ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଟାଉନ୍ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଲୋକ ମହୋତ୍ସବ ମଞ୍ଚରେ ଏଥର ୫ଦିନ ଧରି ପ୍ରାୟ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ବ ଆୟୋଜିତ ହେଉଥିବା ବେଳେ କଳାକାରଙ୍କୁ ଏକତ୍ରିତ କରି ବୋଡ଼ା ସମ୍ବର ଅଂଚଳ ତଥା ଓଡ଼ିଶା ଓ ଭାରତର ବିଭିନ୍ନ
Read More...

ନୃସିଂହନାଥ ଆୟୁର୍ବେଦିକ ମହାବିଦ୍ୟାଳୟ ପକ୍ଷରୁ ପ୍ରକୃତି ପରିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଅନୁସନ୍ଧାନ ପ୍ରତିଷ୍ଠାନ ପାଇକମାଲ ପକ୍ଷରୁ ଅଞ୍ଚଳ ମିଠାପାଲି ଗାଁ ଏବଂ ଅନ୍ୟ କେତେକ ଗାଁରେ ପ୍ରକୃତି ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୁଷ ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ୨୪
Read More...