ଡାକ୍ତରଖାନା ପରିସରରୁ ମୋଟର ସାଇକଲ ଚୋରି
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଡାକ୍ତରଖାନା ପରିସରରୁ କେହି ଜଣେ ଦୁର୍ବୃତ୍ତ ଏକ ମୋଟର ସାଇକଲ ଚୋରି କରି ଫେରାର୍ ହୋଇ ଥିବାର ସୂଚନା ମିଳିଛି । ସୂଚନା ଅନୁସାରେ ପଦ୍ମପୁର ସ୍ଥିତ ଚାରପାଲି ଗ୍ରାମରେ ରହୁଥିବା ପ୍ରଭାସ କୁମାର ଜାଲ ଗତ ରାତି ୮ ଟା ୩୦ ମିନିଟ୍!-->…
Read More...
Read More...