Yearly Archives

2024

ତୁଷୁରା କ୍ଲଷ୍ଟର୍‌ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷରା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ୨୮ ସେପ୍ଟେମ୍ବର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଉଦ୍‌ଘାଟନୀ ସଭାରେ ଏବିଇଓ ରମେଶ ଚନ୍ଦ୍ର
Read More...

ଭୀମପାହାଡ଼ରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଦେଓଗାଁ ବ୍ଲକର ମୁକୁନ୍ଦପୁର ପଞ୍ଚାୟତ ପର୍ଯ୍ୟଟନ ସ୍ଥଳୀ ଭୀମ ପାହାଡ଼ରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦେଓଗାଁ ବିଡ଼ିଓ କ୍ଷମାନିଧି ଭୋଇ ପରିଚାଳନା କରିଥିବାବେଳେ ବ୍ଲକ ଅଧକ୍ଷ
Read More...

ସାରସମାଲରେ ସ୍ୱଚ୍ଛତା ହିଁ ସେବା ପୁରସ୍କାର ବିତରଣ

ଦେଓଗାଁ, (ମନୀଷ କୁମାର ସାହୁ) : ସାରସମାଲ ପଞ୍ଚାୟତରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ଶୁକ୍ରବାର ସାରସମାଲ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାରସମାଲ ସରପଞ୍ଚ ଗୋପାଳ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ
Read More...

ବଦଳିଲେ ଦେଓଗାଁ ବିଡ଼ିଓ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ଗୁରୁବାର ଦିନ ଦେଓଗାଁ ବିଡ଼ିଓ କ୍ଷମାନିଧି ଭୋଇଙ୍କୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବିଡ଼ିଓ ଭାବେ ବଦଳି ହୋଇଥିବା ବେଳେ ନୂଆଁପଡ଼ା ଜିଲ୍ଲା ବୋଡ଼େନ ବିଡ଼ିଓ ପ୍ରିୟରଂଜନ କୁମାରଙ୍କୁ ଦେଓଗାଁ
Read More...

ଦାଦନ ଶ୍ରମିକ ଚାଲାଣ ବେଳେ ପୁଲିସର ଚଢ଼ାଉ : ୭ ଜଣ ଦାଦନ ଶ୍ରମିକ ଉଦ୍ଧାର

ସର୍ଦ୍ଦାର, ସହଯୋଗୀ ଓ ଡ୍ରାଇଭର୍‌ ଗିରଫ ଦେଓଗାଁ, (ମନୀଷ କୁମାର ସାହୁ) : ଭିଟା ମାଟିରେ କାମ ମିଳୁନି । ଯେଉଁ କାମ ମିଳୁଛି, ସେଥିରେ ପାରିଶ୍ରମିକ ମିଳୁନି । ତେଣୁ ପେଟ ଚାଖଣ୍ଡକ ପାଇଁ ସର୍ଦ୍ଦାରର କଥା ମାନି ବାଧ୍ୟ ହୋଇ ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ବେଳେ ଧରାପଡ଼ିଲେ ଶ୍ରମିକ
Read More...

ଜନମଙ୍ଗଳ କାମ ପାଇଁ ପ୍ରେସ୍‌ କ୍ଲବକୁ ଛତିଶଗଡ ସ୍ୱାସ୍ଥ୍ୟ ମନ୍ତ୍ରୀ କଲେ ସମ୍ମାନିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ୍‌ କ୍ଲବ ସବୁ ସମୟରେ ଲୋକଙ୍କ ପାଇଁ ଜନମଙ୍ଗଳ କାମ କରିଆସୁଛି । ଏହି ଜନମଙ୍ଗଳ କାମ ପାଇଁ ଜିଲ୍ଲାରୁ ରାଜ୍ୟର ଯାଏ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇସାରିଛି । ତେବେ ଆଜି ବିଶ୍ୱ ହୃଦୟ
Read More...

ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲାର ଡ୍ରାଗନ ଫ୍ରୁଟ୍ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲାର ଡ୍ରାଗନ ଫ୍ରୁଟ୍ ଚାଷୀ । ବଲାଙ୍ଗିର ଜିଲ୍ଲାର ଜଣେ ଚାଷୀ ଡ୍ରାଗନ ଫ୍ରୁଟ୍ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି । ଚାଷୀ ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଶିବତଲା ନାଇକେନ୍ ପାଲି ଗ୍ରାମର ଲକ୍ଷ୍ମଣ ଦଣ୍ଡସେନା
Read More...

ପଦ୍ମପୁରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା । ନିଜର ହେଲିକପ୍ଟରରେ ପଦ୍ମପୁର ସତିଭଟା ସ୍ଥିତ ଏୟାର ଷ୍ଟ୍ରିପ ଠାରେ ପହଞ୍ଚିଥିଲେ ସାଂସଦ ବୈଜୟନ୍ତ ପଣ୍ଡା । ଶ୍ରୀ ପଣ୍ଡା ପହଞ୍ଚିବା ପରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ,
Read More...

ନୃସିଂହନାଥରେ ପର୍ଯ୍ୟଟନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ପ୍ରଶାସନ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସଫେଇ ଏବଂ ସଚେତନ କାର୍ଯ୍ୟକ୍ରମ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁଙ୍କ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ପଦ୍ମପୁର
Read More...