Yearly Archives

2024

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃକର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଅତିଥି ଭାବରେ କଲେଜର ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳାକୁ ଉଦ୍‌ଘାଟିତ କରି ଶିଶୁ
Read More...

ପରିବେଶ ସଚେତନତା ଅଭିଯାନ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ ଅନ୍ତର୍ଗତ ପୁରେନା ଗ୍ରାମ ପଞ୍ଚାୟତର ଖୁଣ୍ଟପାଲି ଓ ମୁର୍ହାପାଲି ଗ୍ରାମରେ ପରିବେଶ ତଥା ସାମାଜିକ କର୍ମୀ ଲିଙ୍ଗରାଜ ପ୍ରଧାନଙ୍କ ସହଯୋଗରେ ପରିବେଶ ସଚେତନତା ଅଭିଯାନ ଆରମ୍ଭ ହୋଇଅଛି । ଖୁଣ୍ଟପାଲି ଗ୍ରାମରେ ଶରତ ବଡଗୁଛିଆଙ୍କ
Read More...

ପଦ୍ମପୁର ଦୈବଜ୍ଞ ବ୍ରାହ୍ମଣ ମହାସଂଘର ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ଗୋରୁ ବଜାର ଠାରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଶାକଦ୍ୱୀପ ଦୈବଜ୍ଞ ବ୍ରାହ୍ମଣମାନଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ ସର୍ବ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ପୂଜା ବିଧିବଦ୍ଧ ଭାବରେ ହୋଇଥିଲା । ପଣ୍ଡିତ
Read More...

ବାଙ୍ଗାଲୁରୁରେ ନୁଆଁଖାଇ ଉତ୍ସବ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ଡାଲଖାଇ ଫାଉଣ୍ଡେସନ ପରିବାର ତରଫରୁ ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ନୂଆଁଖାଇ ଉତ୍ସବ ବାଙ୍ଗାଲୁରୁ ଠାରେ ଧୂମଧାମରେ ପାଳିତ କରାଯାଇଛି । ସକାଳୁ ମାଁଙ୍କ ପୂଜା ପରେ ଓଡିଶାରୁ ଆସିଥିବା ନୂଆ ଚାଉଳ, ଚୂଡ଼ାକୁ ଭୋଗ ଲାଗିଲା ପରେ ସମସ୍ତେ ଏକାଠି ହୋଇ ସମସ୍ତେ ତଳେ
Read More...

ସଫଳତାର ଅନ୍ୟ ନାଁ ବଲାଙ୍ଗିରର ଶୁଭମ ଦର୍ଜୀ

ଯୁବ ଉଦ୍ୟୋଗୀ ତଥା ୟଙ୍ଗ୍‌ ଷ୍ଟାର୍‌ ଶୁଭମ୍‌ କୁମାର ଦର୍ଜୀ । ଏହି ନାଁ ଏବେ କିଏ ବା ନ ଜାଣେ । ଯୁବପୀଢୀ ଠୁ ଆରମ୍ଭ କରି ଏବେ ସମସ୍ତଙ୍କ ମୁହଁରେ ରହିଛି ଶୁଭମ୍‌ଙ୍କ ନାଁ । ଯୁବପୀଢୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ବଲାଙ୍ଗିର ସହରର ରାଧାରାଣୀପଡ଼ା ନିବାସୀ ଶୁଭମ୍‌ ଦର୍ଜୀ । ଶୁଭମ
Read More...

ଆନ୍ତଃ ଗଣମାଧ୍ୟମ ପ୍ରଚାର ସମିତି ବୈଠକ ଅନୁଷ୍ଠିତ

କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତାର ବିସ୍ତୃତ ପ୍ରଚାରପ୍ରସାର ଲାଗି ସମନ୍ୱୟ ଉପରେ ଗୁରୁତ୍ୱସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ହେବ ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶାରେ କାର୍ଯ୍ୟରତ ବିଭିନ୍ନ ବିଭାଗ
Read More...

ପୂର୍ବତଟ ରେଳପଥ ଜନ ଭାଗିଦାରୀ ଏବଂ ସ୍ୱଚ୍ଛତା ଅଭିଯାନକୁ ପ୍ରୋତ୍ସାହିତ କରେ

ଭୁବନେଶ୍ୱର, (ପିଆଇବି) : ସମୁଦାୟର ଯୋଗଦାନକୁ ସୁଦୃଢ଼ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପ୍ରମୁଖ ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଜନସାଧାରଣଙ୍କ କଲ୍ୟାଣ ତଥା ପରିବେଶ
Read More...

ରୋଗୀ କଲ୍ୟାଣ ସମିତି ତରଫରୁ ପିପଲପଦର ସ୍ଥିତ ଏମ୍‌ସିଏଚ୍‌ ବିଲ୍ଡିଂରେ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ମଧ୍ୟରେ ଥିବା ସବ ଡ଼ିଭିଜନାଲ ଡାକ୍ତରଖାନାକୁ ପିପଲପଦର ସ୍ଥିତ ଏମ୍‌ସିଏଚ୍‌କୁ ସ୍ଥାନାନ୍ତର ଏବଂ ହସ୍ପିଟାଲର ସମସ୍ୟା ଓ ସମାଧାନ ବିଷୟରେ ସହରର ଅନେକ ସ୍ୱେଚ୍ଚାସେବୀ ସଂଘ ଓ ବୁଦ୍ଧିଜୀବୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

ଅଡ଼େନିଗଡ଼ ଗ୍ରାମ ପଞ୍ଚାୟତ ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ

ହରଭଙ୍ଗା, (କେପିଏନ୍‌ଏସ୍‌) : ଶନିବାର ଦିନ ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଊଋଙ ଅକ୍ଷୟ
Read More...

ଶିଶୁ ସୁରଭି ମହୋତ୍ସବ ୨୦୨୪ ଉଦ୍‌ଯାପିତ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ, ସୁବାଈ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୪ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ
Read More...