Yearly Archives

2024

ପୂର୍ବତନ ବିଧାୟକ ନରସିଂହ ମିଶ୍ରଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଲୋଇସିଂହାବାସୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପୂର୍ବତନ ଲୋଇସିଂହା ବିଧାୟକ ତଥା ଆଇନମନ୍ତ୍ରୀ, ଲୋଇସିଂହା ଷ୍ଟାଡିୟମର ପ୍ରତିଷ୍ଠାତା ନରସିଂହ ମିଶ୍ରଙ୍କ ୮୫ତମ ଜନ୍ମଦିନରେ ତାଙ୍କୁ ଶୁଭେଛା ଜଣାଇଛନ୍ତି ଲୋଇସିଂହାବାସୀ । ଏହି ଅବସରରେ ସ୍ଥାନୀୟ ଷ୍ଟାଡିୟମ୍ ସମ୍ମୁଖରେ ଶ୍ରୀ ମିଶ୍ର ନିଜର ଜନ୍ମଦିନ କେକ୍
Read More...

ଶ୍ୱଶୁର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ

କ୍ୱାକର ଭୁଲ ଇଂଜେକସନ ପାଇଁ ଜୀବନ ଯାଇଥିବା ସନ୍ଦେହଅଂଚଳରେ ବଙ୍ଗାଳି ଡାକ୍ତରଙ୍କ ପଦ୍ରୁଭାବ, ଭୁଲ ଚିକିତ୍ସା ତୁରେକେଲା, (ପିତାମ୍ବର ଦୀପ) : ଶ୍ୱଶୁର ଘରେ ଜ୍ୱାଇଁଙ୍କ ସନ୍ଦେହ ଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ । ବଙ୍ଗାଳି ଡାକ୍ତର କ୍ୱାକର ଭୁଲ ଇଂଜକସନ ଓ ଔଷଧରେ ମୃତ୍ୟୁ ହୋଇଥିବା ସନ୍ଦେହ
Read More...

ପୁଇଁନ୍ତଲା ବ୍ଲକରେ ଶିଶୁ ସୁରକ୍ଷା, ପୋଷ୍ୟ ସନ୍ତାନ ଗ୍ରହଣ ଆଧାରିତ ସଚେତନତା ଶିବିର ଅନୁଷ୍ଠିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇନ୍ତଳା ବ୍ଲକର ସଭାଗୃହ ଠାରେ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା କର୍ମଶାଳା ବ୍ଲକର ସୁଷମା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଉମରକୋଟ ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀ ମନୋନୀତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି ଭାବେ ବାସନ୍ତୀ ମାଝୀଙ୍କୁ ଚୟନ କରାଯାଇଛି । ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ତାଙ୍କ ନିଜ ବାସ ଭବନକୁ ଡାକି ବାସନ୍ତୀଙ୍କୁ ଏହି ମନୋନୀତ ପତ୍ରଟି ପ୍ରଦାନ କରିବା ପରେ ଶ୍ରୀମତୀ ମାଝୀ
Read More...

ମାୟାବର୍ହା ହାଇସ୍କୁଲ ୨୦୦୪ – ୦୫ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟାତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାର ୨୦୦୪ - ୦୫ ମ୍ୟାଟ୍ରିକ ବ୍ୟାଚର ପୂର୍ବତନ ଛାତ୍ରଛାତ୍ରୀମାନେ ସ୍ଥାନୀୟ ପୂଜାଡୁଙ୍ଗୁରି ଠାରେ ବନ୍ଧୁମିଳନ ଅବସରରେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ସଚେତନତା
Read More...

ଜୟ ମା’ ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ମାଣ୍ଡିଆପଦର ଗ୍ରାମରେ ଚାଲିଥିବା ଜୟ ମା’ ଗ୍ରାମଦେବୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ କାଲି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଟ୍ରାଇବେକରରେ ୩ - ୦ ଗୋଲରେ ସୃଜିଆକୁ ହରାଇ ଲୋଇସିଂହା ଚାମ୍ପିୟନ ହୋଇଛି । ସ୍ନାନୀୟ
Read More...

ବଲାଙ୍ଗିର ବ୍ଲକ୍‌ରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ

ସଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗିର ବ୍ଲକ୍‌ର ସୁପରଭାଇଜର୍ ରେଜିଆ ସୁଲତାନଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ବ୍ଲକ୍ ଅନ୍ତର୍ଗତ ସଦେଇପାଳି, ଚନ୍ଦନଭାଟି, ରାମଚନ୍ଦ୍ର ପୁର, ସିବତଲା, ମାଗୁରବେଢ଼ା, ଝାଙ୍କରପାଲି, ଭୂତିଆର୍ ବାହାଲ,
Read More...

ଘରୋଇ ଆଇ.ଟି.ଆଇ. ସ୍ପିଟିଆର ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଘରୋଇ ଆଇ.ଟି.ଆଇ. ସଙ୍ଘ ସ୍ପିଟିଆର ନିର୍ବାଚନ ହୋଇଯାଇଛି । ଏହି ନିର୍ବାଚନରେ ପୁଣି ଥରେ ସଭାପତି ଭାବରେ ମନୋନୀତ ହେଲେ ଡ଼. ଅରୁଣ ନାୟକ, ସାଧାରଣ ସମ୍ପାଦକ ଭାବରେ ଇଂ. ମିଳନ ମହାପାତ୍ର, ଉପ ସଭାପତି ଭାବରେ ତ୍ରିଲୋଚନ
Read More...

ଫୁଲ ସୌରଭ ସମ୍ମାନରେ ସମ୍ମାନିତ ହେଲେ ଡ. ରଂଜନ କୁମାର ପାଣିଗ୍ରାହୀ

ଭୁବନେଶ୍ୱର : ଆମ ଅଗଣାର ଫୁଲ ସାହିତ୍ୟ ପରିବାରର ଚତୁର୍ଥ ବାର୍ଷିକ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ "ହୋଟେଲ କିବା"ରେ ତା.୨୨-୧୨-୨୦୨୪ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କବି/କବୟିତ୍ରୀ ମାନଙ୍କ ସମାବେଶରେ ଏକ ସାରସ୍ୱତ ବାତାବରଣରେ
Read More...

କ୍ଷେତରେ ଧାନ ନଷ୍ଟ ହେଲେ ଚାଷୀଙ୍କୁ ଦିଆଯିବ କ୍ଷତିପୂରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କ୍ଷେତରେ ବର୍ଷା ଲାଗି ଧାନ ନଷ୍ଟ ହେଲେ ଚାଷୀଙ୍କୁ ଦିଆଯିବ କ୍ଷତି ପୂରଣ । ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । କ୍ଷେତରେ ଧାନ ନଷ୍ଟ ହୋଇଥିବା ଚାଷୀଙ୍କୁ ଦିଆଯିବ କ୍ଷତି ପୂରଣ, ଅଦିନିଆ ବର୍ଷାରେ ଚାଷୀଙ୍କ ବିଲରେ ଭିଜି ଯାଇଥିବା
Read More...