Yearly Archives

2024

ଲୋଇସିଂହା ରେଲୱେ ଷ୍ଟେସନରୁ ୧୮.୧୧୫ କେଜି ଗଞ୍ଜେଇ ଜବତ : ୨ ଗିରଫ

ଲୋଇସିଂହା, (ବିମଲେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଳ ଷ୍ଟେସନରୁ ପୋଲିସ ୧୮.୧୧୫ କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି ଯାଜ୍ଞସେନି
Read More...

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରମେଲୀ ଠାରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଦିନ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେରମେଲୀ ଗ୍ରାମର କେତେକ ବୟସ୍କ ବ୍ୟକ୍ତି ଯଥା -ଭ୍ରମର ବର ସାହୁ, ବଶିଷ୍ଠ ଭୋଇ, ପରମ ସାହୁ,
Read More...

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ବିଜ୍ଞାନ ମେଳା ଓ ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ବିଜ୍ଞାନ ମେଳା ଓ ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ମହାସମାରୋହରେ ପାଳନ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ଅଞ୍ଜଳି ଶତପଥିଙ୍କ ଅଧ୍ୟକ୍ଷତାରେ ତଥା ସମ୍ପାଦକ ଡାକ୍ତର ପ୍ରଶାନ୍ତ ପାତ୍ରଙ୍କ
Read More...

କବି ପ୍ରତାପ ପଣ୍ଡାଙ୍କ ‘ସ୍ୱେଦ ତର୍ପଣ’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ପ୍ରଗତି ଉତ୍କଳ ସଂଘ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଏବଂ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ କବି ପ୍ରତାପ ପଣ୍ଡାଙ୍କ ଚତୁର୍ଥ କାବ୍ୟକୃତି 'ସ୍ୱେଦ ତର୍ପଣ' ଉନ୍ମୋଚିତ
Read More...

ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀଙ୍କୁ କଳା ଗବେଷକ ଭାବେ ଡକ୍ଟରେଟ୍ ଉପାଧିରେ ଭୂଷିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଘଡ଼ଘଡ଼ାପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ୍) ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ଦାସୁଡୁ ଗୁରୁ ଆର୍. ସତ୍ୟମ୍
Read More...

ଆର୍ଥିକ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ରଙ୍କ କଳାଗ୍ରାମ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଆର୍ଥିକ ମୁଖ୍ୟ ସଚିବ ଶ୍ରୀମାନ ଶାଶ୍ୱତ ମିଶ୍ର ବୁରୋମୁଣ୍ଡା ସ୍ଥିତ କଳାଗ୍ରାମ ପରିଦର୍ଶନ କରିଛନ୍ତି । ଅସପୂର୍ଣ୍ଣ କାମ ଖୁବ ଶୀଘ୍ର ସମାପନ କରାଯିବ ବୋଲି କହିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଉକ୍ତ ଅବସରରେ ପ୍ରକଳ୍ପ
Read More...

ଭାରତୀୟ ମଜଦୁର ସଂଘର ବୈଠକ

ପାଚିକାମାନଙ୍କ ଜୀବନ ଜୀବିକା ସଦୃଢ଼, ସ୍ୱଚ୍ଛଳ ଓ ସଂଗଠିତ କରିବାକୁ ବିଏମ୍‌ଏସ୍‌ର ଆହ୍ଵାନ ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଠାରେ ସୁଭଦ୍ରା ଉଦ୍ଧବ ମଙ୍ଗଳ ଭବନ ପରିସରରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମ କଟକ
Read More...

ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ୨୦୨୪ ସମାପ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଦିତନଗର ଆଦିବାସୀ ୟୁଥ କ୍ଲବ, ଓରାମପଡା ନକଆଉଟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ-୨୦୨୪ କ୍ଲବର ସଭାପତି ଲୁନ୍ଦେଇ ଓରାମ ଓ ସମ୍ପାଦକ ଚନ୍ଦୁ ଓରାମଙ୍କ ଆବାହକତ୍ୱରେ ଉଦିତନଗର ଖେଳ ପଡିଆରେ ୬ ଦିନ ଧରି ଚାଲିଥିବା ଏଇ ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଫାଇନାଲ୍‌ ମ୍ୟାଚ୍‌
Read More...

ଡେଲାଙ୍ଗ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ମାସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବ୍ଲକସ୍ତରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଡେଲାଙ୍ଗ ବ୍ଲକ ସିଡିପିଓ ଜାପାନୀ କୁମାରୀ ମିତ୍ରଙ୍କ ତତ୍ତ୍ୱାବଧାନ
Read More...

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତା ନ୍ୟାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମ ଏସିଆର୍‌ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :'ପ୍ରଧାନମନ୍ତ୍ରୀ
Read More...