Yearly Archives

2024

ଝାଡ଼ଖଣ୍ଡର ହଜାରୀବାଗରେ ୮୦,୦୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଛନ୍ତି…

ଧର୍ତ୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ସହିତ ପ୍ରାୟ ୫୫୦ଟି ଜିଲ୍ଲାର ୬୩୦୦୦ ଆଦିବାସୀ ଗାଁ ଉପକୃତ ହେବେ୪୦ଟି ଏକଲବ୍ୟ ବିଦ୍ୟାଳୟର ଉଦ୍‌ଘାଟନ ସହ ୨୫ଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସପ୍ରଧାନମନ୍ତ୍ରୀ-ଜନମନ ଅଧୀନରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସଆଜିର
Read More...

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା : ୪ ଅଟକ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା । ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ମାଳିସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତି ୧୧ଟା ସମୟରେ କେହି ଜଣେ ଦୁର୍ବୁତ୍ତ ଯୁବକଙ୍କୁ ଟାଙ୍ଗିଆରେ ନିର୍ମମ
Read More...

ଦୁର୍ଗାପୂଜା ପୂର୍ବରୁ ଆଇନ ପାଠ ପଢିଲେ ଶାନ୍ତି କମିଟି ସଦସ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସୋସାଇଟି ଫର ନେଚର, ଏଜୁକେସନ ଆଣ୍ଡ ହେଲଥ (ସ୍ନେହ) ଫାଉଣ୍ଡେସନ ଓ ମେନେନାଇଟ ସେଣ୍ଟ୍ରାଲ କମିଟିର ମିଳିତ ଆନୁକୂଲ୍ୟରେ ସ୍ନେହ କେନ୍ଦ୍ର ଭୁବନେଶ୍ୱରସ୍ଥିତ ସାଲିଆ ସାହିଠାରେ ଏକ ଆଇନ ସାକ୍ଷରତା
Read More...

ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପାଖାପାଖି ୧୦ ହଜାର କୋଟି ଟଙ୍କାର ବିଭିନ୍ନ ପରିମଳ ଓ ସ୍ୱଚ୍ଛତା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭସ୍ୱଚ୍ଛ ଭାରତର ୧୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ୧୪୦ କୋଟି ଭାରତୀୟଙ୍କ ଅତୁଟ ମନୋବଳକୁ ମୁଁ ଅଭିବାଦନ ଜଣାଉଛିସ୍ୱଚ୍ଛ ଭାରତ ହେଉଛି ଏହି
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱଚ୍ଛ ଭାରତ ଅଭିଯାନ ପାଳିତ

ସ୍ୱଚ୍ଛତା ହିଁ ଆମ ଜୀବନ ଭାବେ ଆମ ଭିତରେ ସଂସ୍କାରର ଆବଶ୍ୟକତା ରହିଛି : ମନ୍ତ୍ରୀ ବିଭୁତି ଭୂଷଣ ଜେନାବିକଶିତ ଭାରତର ସ୍ୱପ୍ନ ପାଇଁ ସମସ୍ତଙ୍କ ମାନସିକ ପରିବର୍ତ୍ତନ ଲୋଡା : ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ
Read More...

ଆପ୍ ପକ୍ଷରୁ ବ୍ରହ୍ମପୁର ସହରର ଗାନ୍ଧୀ ନଗରରେ ଗାନ୍ଧୀ ଜୟନ୍ତୀ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତିୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ଏବଂ ଶାନ୍ତିଦୂତ ଲାଲ ବହାଦୁର ଶାସ୍ତ୍ରୀଙ୍କ ୧୨୦ତମ ଜୟନ୍ତୀ ଦିବସ ଅବସରରେ ବ୍ରହ୍ମପୁର ସହରର ଗାନ୍ଧୀ ନଗରରେ ଠାରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆପ୍ ପକ୍ଷରୁ ଭକ୍ତିପୂତ
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ମାଁ ରାମଚଣ୍ଡୀଙ୍କ ପୀଠରେ ଟିପିଡବ୍ଲୁଓଡିଏଲ୍‌ ଛତ୍ରପୁର ଶାଖା ତରଫରୁ ସଫେଇ ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିଦ୍ୟମାନ କରିଥିବା ଆଦ୍ୟାଶକ୍ତି ମାଁ ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଗତ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଆସିଥିବା ଏହି ପାର୍ବଣ ଉତ୍ସବ ଅକ୍ଟୋବର ୧୦
Read More...

କପିଳେଶ୍ଵର ଯୁବକ ସଂଘ ପକ୍ଷରୁ ସ୍ୱଚ୍ଛତା ହି ସେବା ପକ୍ଷ ପାଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କପିଳେଶ୍ଵର ଯୁବକ ସଂଘ ଜୁରାବନ୍ଧ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି । ସଂଘର ସଭାପତି
Read More...

ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନ ଭବାନୀପାଟଣାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନ ଭବାନୀପାଟଣାରେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି । ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ନିର୍ଦେଶକ ଡଃ. ଶ୍ୟାମ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ପାର୍ବଣରେ ସଜେଇ ହେଉଛି ପୂଜା ମେଢ଼ : ଜଗତ ଜନନୀ ମାଁ ଦୁର୍ଗାଙ୍କ ଆଗମନର ଅପେକ୍ଷା

ନୂଆପଡା, (ଅଜିତ ବେହେରା) : ଆଉ କିଛି ଦିନର ଅପେକ୍ଷା । ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିବ ଘଣ୍ଟଶଭଙ୍ଖ, ଢୋଲ ଓ ମହୁରୀର ତାଳେ ତାଳେ ମୁଖରିତ ହେବ ଗାଁ ଦାଣ୍ଡ । ଧୂପ ଓ ଝୁଣାରେ ମହକି ଉଠିବ ପୁରପଲ୍ଲୀ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଆଗମନ କରିବେ ମାଁ ଜଗତ ଜନନୀ ଦୁର୍ଗା ମାଁଙ୍କ
Read More...