Yearly Archives

2024

ଛତ୍ରପୁର ରିକାପଲ୍ଲୀ ସ୍ଥିତ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଭିନ୍ନ ଦେବୀପୀଠ ମାନଙ୍କରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ତେଣୁ ପ୍ରମୁଖ ଶକ୍ତିପୀଠ ଅବା ଦେବୀ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଷୋଡଶ ଉପଚାରରେ ଯଥା ରୀତିରେ ବିଧିବଦ୍ଧ ଭାବେ ଅବକାଶ, ସୂର୍ଯ୍ୟ ପୂଜା, ମଙ୍ଗଳ ଆରତୀ, ବାଳ
Read More...

ଗଞ୍ଜାମ ଏସ୍‌.ପି. ଭାବେ ଶୁଭେନ୍ଦୁ କୁମାର ପାତ୍ରଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ୍‌ପି )ଭାବେ ଶୁଭେନ୍ଦୁ କୁମାର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତ । ଏହି ସ୍ଥାନରେ ଅବସ୍ଥାପିତ ଥିବା ଏସ୍‌ପି ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ଇତି ମଧ୍ୟରେ ବଦଳି ହୋଇଯାଇଛି । ୨୦୧୯
Read More...

ବିଭିନ୍ନ ଉନ୍ନୟନ ମୂଳକ କାମର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୧୮ ଓ ୨୦ ନଂ ୱାର୍ଡରେ ଆଜି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପାଖାପାଖି ୫୦ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବଲାଙ୍ଗିର ସହରର ଚସକା ଫେକ୍‌ଟେରୀ ଠାରୁ ପଦ୍ମିନୀ ମେହେରଙ୍କ ଘର
Read More...

ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ପଥ ବୁଲି ଦେଖିଲେ ଜିଲ୍ଲାପାଳ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର ୧୧ ତାରିଖରେ ଭବାନୀପାଟଣା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ଜେନାଖାଲରେ ମା'ଙ୍କ ଛତରର ବିଧି ଅନୁସାରେ ପୂଜ୍ୟ ପୂଜା ସାରି ମାଣିକେଶ୍ଵରୀ
Read More...

ପାଇକମାଲରେ ଅଗ୍ରସେନ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ଅଗ୍ରୱାଲ ସମାଜ ତରଫରୁ ଅଗ୍ରସେନ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଅଗ୍ରୱାଲ ସମାଜ ରାଜେଶ ଅଗ୍ରୱାଲ ଅଧ୍ୟକ୍ଷତା କରଥିଲେ । ମୁଖ୍ୟ ଅତିଥିଭାବେ ବଲାଙ୍ଗିରର ବବିତା
Read More...

ସୁବାଈରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

କୋରାପୁଟ, (ସୁନାମ ହନ୍ତାଳ) : ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ପଟ୍ଟାଙ୍ଗି ପୂର୍ବତନ ବିଧାୟକ ପ୍ରପୁଲ ପାଙ୍ଗିଙ୍କ ନେତୃତ୍ୱରେ ପଟ୍ଟାଙ୍ଗି ନିର୍ବାଚନଣ୍ଡଳୀର ସୁବାଈ ଗ୍ରାମ ପଂଚାୟତରୁ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ବିଜେପି ସରକାରଙ୍କ ୧୦୦ ଦିନର
Read More...

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ରଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ଜିଲ୍ଲା କଂଗ୍ରେସ
Read More...

ବିଷ୍ଣୁମୁଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧ ମୃତ : କ୍ଷତି ପୂରଣ ଦାବୀରେ ରାସ୍ତାରୋକ କଲେ ମୃତକଙ୍କ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବିଷ୍ଣୁମୁଣ୍ଡା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲି ଯାଇଛି । ଆଉ ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ବିଷ୍ଣୁମୁଣ୍ଡା ଠାରେ ରାସ୍ତାରୋକ କରିଛନ୍ତି । ମୃତକ ଜଣକ ବିଷ୍ଣୁମୁଣ୍ଡାର ଗଣେଶ୍ୱର ସୁନା
Read More...

୨୦୨୪ ରାଜ୍ୟ ବିଜୁ ବନ୍ୟପ୍ରାଣୀ ସଂରକ୍ଷକ ପୁରସ୍କାରରେ ଭୂଷିତ ହେଲେ ବଲାଙ୍ଗିର ସହରର ପ୍ରସିଦ୍ଧ ପ୍ରାଣୀ ସଂରକ୍ଷକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ହୃଦୟ ଢ଼ାଳି, ମନପ୍ରାଣ ଦେଇ ନିରନ୍ତର ସ୍ୱାର୍ଥହୀନ ଭାବରେ କାମ କଲେ ପୁରସ୍କାର ପଛରେ ଦୌଡେ । ପ୍ରସିଦ୍ଧି ସ୍ୱୟଂ ଚରଣ ଚୁମ୍ବନ କରେ । ଆଜିର ଏହି ରାଜ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ପୁରସ୍କାର ବିତରଣ ଉତ୍ସବ ହେଉଛି ତାର ଜ୍ୱଳନ୍ତ ଉଦାହରଣ । ୨୦୨୪ ରାଜ୍ୟ ବିଜୁ
Read More...

ପୂର୍ବତନ ବଲାଙ୍ଗିର ଜେଲର ଗୋଲକ ବିହାରୀ ମହାନ୍ତିଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜେଲର ପୂର୍ବତନ ଜେଲର ଗୋଲକ ବିହାରୀ ମହାନ୍ତିଙ୍କ ଦେହାନ୍ତ ଘଟିଯାଇଛି । କିଛି ଦିନ ହେବ ସେ ବାର୍ଦ୍ଧକ୍ୟଜନୀତ ରୋଗ ଦେଇ ଗତି କରୁଥିବା ବେଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ ସୋମବାର ରାତିରେ ୭୩ ବର୍ଷ
Read More...