Yearly Archives

2024

ସୋରଡ଼ା ବ୍ଲକ ନୂଆଗଡଠାରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ବିଦ୍ୟାଳୟରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡଠାରେ ପ୍ରତିଷ୍ଠିତ ସମ୍ଭବ ବିବିଧ ସାମର୍ଥ୍ୟ ବିଦ୍ୟାଳୟ ପ୍ରତିଷ୍ଠାନରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଉପଏକ୍ଷେ ଅନୁଷ୍ଠାନରେ ଥିବା ଭିନ୍ନକ୍ଷମ ପିଲାମାନଙ୍କ ଦ୍ଵାରା ନଗର
Read More...

ଛତ୍ରପୁର ଷ୍ଟାଡିୟମ ପରିସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଷ୍ଟାଡିୟମ ପରିସରରେ ଆୟୋଜିତ "ବିଶ୍ୱ ଦିବ୍ୟାଙ୍ଗ ଦିବସ" ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସଦ୍ୟ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ
Read More...

ବ୍ଲକ ଅଧ୍ୟକ୍ଷଙ୍କ ଜାତିଗତ ପ୍ରମାଣପତ୍ର ରଦ୍ଧ କରିବା ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା ଭୂମିଆ ସମାଜ ପକ୍ଷରୁ…

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଗତ କିଛି ହେବ ବୈପାରିଗୁଡା ବ୍ଲକରେ ଅଣଆଦିବାସୀ ନାମରେ ଆଦିବାସୀ ସାର୍ଟିଫିକେଟ ହାତେଇବା ସହ ବିଭିନ୍ନ ପଦପଦବୀ ସହିତ ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିଥିବା ନେଇ ଏହାକୁ ବିରୋଧ କରି ବୈପାରିଗୁଡା ବ୍ଲକର ବିଭିନ୍ନ ଆଦିବାସୀ ସଂଘ ପକ୍ଷରୁ
Read More...

ତୁରେକେଲା ପୋଲିସ ଦ୍ୱାରା ୨୨ଜଣ ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ୨ଟି ସ୍ଥାନରୁ ୨୨ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେକେଲା ପୋଲିସ । ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ କୁସପାଲି ଗାଁର ୩ ଜଣ ପୁରୁଷ, ୨ଜଣ ମହିଳା, ୫ ଜଣ ଶିଶୁ ଶ୍ରମିକ ଥିବା ବେଳେ ଦାଦନ ସର୍ଦ୍ଦାର
Read More...

ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘର ୫ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାରା ଓଡ଼ିଶାର ୫ ଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ବିଗତ ୮ ମାସ ହେଲା ନିଜର ପାରିଶ୍ରମିକ ପାଇବାରୁ ବଞ୍ଚିତ ଅଛନ୍ତି ବୋଲି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି, ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ୫ଗୋଟି କମ୍ୟୁନିଟି ସପୋର୍ଟ
Read More...

କାର-ବାଇକ ମୁହାଁମୁହିଁ : ୨ ଯୁବକ ମୃତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ୨୬ ନମ୍ବର ଜାତୀୟ ରାଜପଥ ମହଗାଁ ଠାରେ ଗତ ବିଳମ୍ବିତ ରାତିରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ରାଜିନ ରତେଇ(୨୯) ଓ ମାନସ ବନଛୋର (୧୭) । ଉଭୟ
Read More...

ମହିଳା ଆଇପିଏସ୍‌ ଅମ୍ରିତ ପାଲ୍ କୌର୍ ପଦ୍ମପୁରର ନୂତନ ଏସ୍‌ଡିପିଓ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳା ଆଇପିଏସ୍ ଅମ୍ରିତ ପାଲ୍ କୌର୍ (ଆର୍.ଆର୍ ୨୦୨୧)ଙ୍କୁ ପଦ୍ମପୁର ଏସ୍‌ଡିପିଓ ଦାୟିତ୍ଵ ମିଳିଥିବା ବେଳେ ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛି । ପୂର୍ବରୁ ସେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ
Read More...

ଧରାପଡ଼ିଲା ଗୋମାଂସ ବୋଝେଇ କଣ୍ଟେନର

କଟକ : ଖଇରା ପୋଲ ନିକଟରୁ ଧରାପଡ଼ିଲା ଗୋମାଂସ ବୋଝେଇ କଣ୍ଟେନର । ଗାଡ଼ି ଭିତରେ ପାଖାପାଖି ୧୮ ଟନ୍ ଗୋମାଂସ ଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ, ଏକ ଦଶ ଚକିଆ କଣ୍ଟେନରଟି ସାଲେପୁର ରାସ୍ତା ଆଡୁ ଗୋମାଂସ ନେଇ ଆସୁଥିବା ବିଷୟରେ ବଜରଙ୍ଗ ଦଳ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର
Read More...

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ନିବନ୍ଧ

ଦିବ୍ୟାଙ୍ଗଜନଙ୍କ ସେବା ଓ ସଶକ୍ତିକରଣର ଗୋଟିଏ ଦଶନ୍ଧିଆମ ସରକାର ଅନ୍ତର୍ଭୁକ୍ତୀକରଣ, ସମ୍ବେଦନଶୀଳତା ଏବଂ ସର୍ବାଙ୍ଗୀଣ ବିକାଶ ପାଇଁ ପ୍ରତିବଦ୍ଧତାର ମୂଲ୍ୟବୋଧ ଦ୍ୱାରା ପରିଚାଳିତ : ପ୍ରଧାନମନ୍ତ୍ରୀସୁଗମ୍ୟ ଭାରତ ଅଭିଯାନ, ଆଇନଗତ ସଂସ୍କାର ଓ ପରିଭାଷା ବଦଳିବା ଯୋଗୁ ଦେଶର ଦିବ୍ୟାଙ୍ଗ
Read More...

ଭାରତୀୟ ନୌସେନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଭାରତୀୟ ନୌସେନା ଦିବସ" ହେଉଛି ଭାରତୀୟ ନୌସେନାର ସଫଳତାକୁ ପାଳନ କରିବା ଏବଂ ନୌସେନାରେ ସେବା କରୁଥିବା ସାହସୀ ଭାରତୀୟ ପୁରୁଷ ଓ ମହିଳାଙ୍କୁ ସମ୍ମାନ ଦେବା । ଦେଶର ସୁରକ୍ଷା ପାଇଁ ସେମାନଙ୍କ ବଳିଦାନର ସ୍ମରଣ କରିବା । ତାଙ୍କ ଶାସନ କାଳରେ ଏକ ଦୃଢ
Read More...