Yearly Archives

2024

ଯମୁନା ଡଙ୍ଗରରେ ବାରପାଲି ହଳଦୀ ବିରାଟ ଡଙ୍ଗରବୁଢ଼ା ଯାତ୍ରା ଅନୁଷ୍ଠିତ

ଶହ ଶହ ବୋଦା ଓ କୁକୁଡ଼ା ବଳି, ରକ୍ତରଞ୍ଜିତ ଡଙ୍ଗର ଖଳା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାରପାଲି ହଳଦୀର ବିରାଟ ଡଙ୍ଗରବୁଢ଼ା ଯାତ୍ରା ଶୁକ୍ରବାର ଯମୁନା ଡଙ୍ଗର (ପାହାଡ)ରେ ମହାସମାରୋହରେ ପାଳିତ ହୋଇଯାଇଛି । ସମଗ୍ର ହଳଦୀ ବାରପାଲି ଅଞ୍ଚଳରେ
Read More...

ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ…

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଏବଂ ହ୍ରାସ କରିବା ଲାଗି ନିଆଯାଉଥିବା ସ୍ୱଳ୍ପକାଳୀନ ଏବଂ ଦୀର୍ଘମିଆଦୀ ପଦକ୍ଷେପର କଲେ ସମୀକ୍ଷାଦିଲ୍ଲୀରେ ଅଳିଆ ଗଦା ସ୍ଥାନକୁ ଖାଲି କରିବାରେ ମନ୍ଥର ଗତି ଏବଂ ଏମ୍‌ସିଡି ଦ୍ୱାରା ବର୍ଜ୍ୟବସ୍ତୁରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ଯୋଜନା କାର୍ଯ୍ୟକାରୀ
Read More...

ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା : ଡୁମାଲ୍ ସମ୍ପ୍ରଦାୟର ନୂଆଁଖାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମରେ ମାହେଶ୍ଵରୀ ମନ୍ଦିରରେ ଦଶହରା ପୂଜା ସହିତ, ମାହେଶ୍ଵରୀ ଦେବୀଙ୍କ ପୀଠରେ ନବର୍ଣ୍ଣ ଲଗାଇ ଡୁମାଲ୍ ସମ୍ପ୍ରଦାୟର ନୂଆଁଖାଇ ସମ୍ପର୍ନ୍ନ ହୋଇଯାଇଛି ।
Read More...

ବରଦା ଗ୍ରାମର ମା’ ବରଦେଶ୍ଵରୀ ମନ୍ଦିରରେ ନବରାତ୍ରି ପୂଜା ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲାଡ ଗ୍ରାମ ପଞ୍ଚାୟତର ବରଦା ଗ୍ରାମରେ ଗତ ୨୦୨୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ମା' ବରଦେଶ୍ଵରୀ କାଳୀ ମନ୍ଦିରରେ ନବରାତ୍ରି ପୂଜା ପାର୍ବଣ ନେଇ ଖୁବ୍ ଚଳଚଞ୍ଚଳ ହୋଇ ଉଠିଛି । ଦୈନିକ ଅଗଣିତ
Read More...

ଡୁମେରବାହାଲ ଗାଁରେ ଷୋହଳ କୋଠି ପୂଜା ଓ ଡାଲଖାଇ ସହ ଭାଇ ଜିଉଁନ୍ତିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତର ଡୁମେରବାହାଲ ଗାଁ ଗୌରପଡାରେ ଷୋହଳ କୋଠି ଓ ଡାଲଖାଇ ସହ ଭାଇ ଜିଉଁନ୍ତିଆ ଉତ୍ସବ ତିନିଦିନ ଧରି ପାଳନ ହୋଇଯାଇଛି । ଗ୍ରାମର ଗୋମତି ହଂସ, ଗିରିଜା ବାଗ, ନୁଆଦେଈ ସେଠ, ଜାମା ବାଗ, ଯମୁନା
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପାଇକମାଲ ନାଗରିକ କମିଟିର ସଦସ୍ୟ : ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ନାଗରିକ କମିଟିର ସଦସ୍ୟ ମାନେ ଶୁକ୍ରବାର ପଦ୍ମପୁର ଯାଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ଆଡକୁ
Read More...

ବରଗଡ଼ ଜିଲ୍ଲା କାରାଗାରରେ ଥିବା ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବରଗଡ, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା କାରାଗାରରେ ଥିବା ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଜଣକ ପାଇକମାଲ ବ୍ଲକ ଅନ୍ତର୍ଗତ ପ୍ରକାଶପୁର ଗ୍ରାମର ୨୬ ବର୍ଷୀୟ ଯୁବକ ମନୋଜ ପାଇକ ହୋଇଥିବା ଜିଲ୍ଲା କାରାଗାରର ଜେଲ୍‌ର ସୂଚନା ଦେଇଛନ୍ତି । ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗତ
Read More...

ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ପବିତ୍ର ନବମୀ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ପବିତ୍ର ନବମୀ ଯାତ୍ରା । ଟିଟିଲାଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା ଉପଲକ୍ଷେ ମାଁ ଘଣ୍ଟାଶୁଣି ସେବା ସମିତି ଓ ମନ୍ଦିର କମିଟି ଦ୍ୱାରା ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ସକାଳୁ ମାଁ ଘଣ୍ଟାଶୁଣିଙ୍କ ମନ୍ଦିରରେ
Read More...

ଟିକ୍ରାପଡା ଗାନ୍ଧୀ ପାଠାଗାରରେ ସ୍ୱର୍ଗତ ମହେନ୍ଦ୍ର ସାହୁଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାରର ବରିଷ୍ଠ ସଭ୍ୟ ମହେନ୍ଦ୍ର ସାହୁଙ୍କ ବିୟୋଗରେ ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଶୋକସଭା ଆୟୋଜନ କରାଯାଇଛି । ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଛି । ସ୍ୱର୍ଗତ ମହେନ୍ଦ୍ର
Read More...

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବିଜୟା ଦଶମୀରେ ସଞ୍ଚାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୟା ଦଶମୀରେ ବଲାଙ୍ଗିର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏକ ସଞ୍ଚାଳନ କାର୍ଯ୍ୟକ୍ରମ ଆଜି ଅପରାହ୍ନ ୩ଟାରୁ ବାହାରି ନଗର ପରିକ୍ରମା କରି ପୃଥ୍ୱୀ ରାଜ ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ଅସ୍ତ୍ର ଶସ୍ତ୍ର ଘୋଷ ବାଦ୍ୟ ଶହ ସ୍ୱୟଂ ସେବକ ମାନେ ଯାଇଥିଲେ ।
Read More...