ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ପାର୍ବଣ ଋତୁର ନବମୀ ତିଥିରେ ତୁରେକେଲା ବ୍ଲକ ଅନ୍ତର୍ଗତ ମହଖଣ୍ଡ ଗ୍ରାମ ପଞ୍ଚାୟତର ମା' ବନଦୁର୍ଗା ମନ୍ଦିର ପରିସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ଅବସରରେ ଶିଶୁ ସାହିତ୍ୟିକ ତଥା ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମର ସମ୍ପାଦକ!-->…
Read More...
Read More...