Yearly Archives

2024

ଅକ୍ଟୋବର ୧୫, ୨୦୨୪ରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ – ଉତ୍କର୍ଷ କେନ୍ଦ୍ର ଘୋଷଣା…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫, ୨୦୨୪ରେ ନୂଆଦିଲ୍ଲୀ ଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ । 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ୩ଟି
Read More...

ପଦ୍ମପୁର ବ୍ଲକରେ ପାଇଖାନା ଦୁର୍ନୀତି ଅଭିଯୋଗ‌ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ହିଁ ସଂପଦ । ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଏଥିପାଇଁ ତ ସରକାର ଘରେ ଘରେ ପାଇଖାନା ନିର୍ମାଣ ନିମିତ୍ତ ଅନୁଦାନ ପ୍ରଦାନ କରି ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରି ଆସୁଛନ୍ତି । ହେଲେ ବହୁଦିନ ପର୍ଯ୍ୟନ୍ତ
Read More...

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ପଦ୍ମପୁର
Read More...

ଗଞ୍ଜାମର ପ୍ରସିଦ୍ଧ ଠାକୁରାଣୀ ମାଁ ଗଙ୍ଗାଦେବୀଙ୍କ ପୀଠରେ ଯାତ୍ରା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର ପୁରୁଣା ବନ୍ଧ ନିକଟରେ ଅବସ୍ଥିତ ଠାକୁରାଣୀ ମାଁ ଗଙ୍ଗା ଦେବୀଙ୍କ ପୀଠରେ ପବିତ୍ର ଦଶହରା ଅବସରରେ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ଶନିବାର ଦିନ ରାତ୍ର ମାଁ ପଟୁଆର ରୁଷାଣୀ ଗ୍ରାମ୍ୟ
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁରୁଣା ରାଜବାଟୀ ନିବାସୀ ଧର୍ମ ପରାୟଣା ମହିଳା ଅହଲ୍ୟା ଦେବୀ(୬୭)ଙ୍କ ଆଜି ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ଶେଷ ସମୟରେ ଦୁଇ ପୁଅ ସୁରଜ ସିଂହ, କିରଣ ସିଂହ, ଦୁଇ ବୋହୁ, ଝିଅ ଶନ୍ତୁ ସିଂହ, ଜ୍ୱାଇ ସମେତ ରତ୍ନ
Read More...

ସିନାପାଲିରେ ଦୁଲୁକିଲା ମାଁ ମହୁଲ ଗୋଛିଏନଙ୍କ ଛତର ଯାତ୍ରା

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲିରେ ମାଁ ମହୁଲ ଗୋଛିଏନଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାନସିକ ପୂରଣ ନାଁରେ ହଜାର ହଜାର ଶ୍ରଦ୍ଧାଳୁ ମାଁ ମହୁଲ ଗୋଛିଏନଙ୍କ ପାଖରେ ନିଜକୁ ସମର୍ପିତ କରି ମା'ଙ୍କ ଆଶୀର୍ବାଦ ନେଇଥିଲେ । ପାରମ୍ପରିକ ରୀତିନୀତି ଅନୁସାରେ ବାଦ୍ୟ
Read More...

କୁମାର ଉତ୍ସବ -୨୦୨୪ ଆସନ୍ତା ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ -୨୦୨୪ ଚଳିତ ଅକ୍ଟୋବର ମାସ ୧୬ ତାରିଖ ବୁଧବାର ସନ୍ଧ୍ୟା ୬ଟା ସମୟରେ ଭଞ୍ଜ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହେବାକୁ ଯାଉଛି । ଏନେଇ ଆଦର୍ଶ ସାହିତ୍ୟ ଘର ଠାରେ
Read More...

ବୃକ୍ଷରୋପଣରେ ମହାଦୁର୍ନୀତି ଅଭିଯୋଗ

ସତ୍ୟାସତ୍ୟ ଜାଣିବା ପାଇଁ ଜଙ୍ଗଳରେ ଚାଲିଚାଲି ବୁଲିଲେ ଉପମୁଖ୍ୟମନ୍ତ୍ରୀରାତାରାତି କାର୍ଯ୍ୟରୁ ନିଲମ୍ବନ ହେଲେ ବନପାଳ ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଭଳି ଉତ୍ତାପ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ଓ ତାପମାତ୍ରା ନିୟନ୍ତ୍ରଣ ପାଇଁ ବନବିଭାଗ ପକ୍ଷରୁ ବୃକ୍ଷରୋପଣ
Read More...

ଆନ୍ତର୍ଜାତୀୟ ଇ-ଆବର୍ଜନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବୈଦ୍ୟୁତିକ-ବର୍ଜ୍ୟବସ୍ତୁ କିମ୍ବା ଇ-ଆବର୍ଜନା ହେଉଛି ଇଲେକ୍ଟ୍ରୋନିକ୍ ଦ୍ରବ୍ୟରେ ଗଠିତ ଯାହା ପୁରୁଣା, ଭଙ୍ଗା କିମ୍ବା ସେଗୁଡିକର ଉପଯୋଗିତା ଶେଷ ହୋଇଯାଇଛି । ଟେଲିଭିଜନ୍, କମ୍ପ୍ୟୁଟର, ଟେପ୍ ପ୍ଲେୟାର୍, ପ୍ରିଣ୍ଟର୍, ଭିସିଆର୍, ଗେମ୍ କନସୋଲ୍ ଏବଂ
Read More...

ଭିକ୍ଷାବୃତ୍ତିରେ ନିୟୋଜିତ କରିବା ପାଇଁ ଶିଶୁ ଅପହରଣ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା କୋମନା ଅଞ୍ଚଳର ଜଣେ ୫ ବର୍ଷର ଶିଶୁପୁତ୍ର ଅପହରଣର ଶିକାର ହୋଇଛି । ତାଙ୍କୁ ୧୩ ଦିନ ତଳେ ଅପହରଣ କରାଯାଇ ହାଇଦ୍ରାବାଦରେ ଭିକ୍ଷାବୃତ୍ତିରେ ନିୟୋଜିତ କରାଯାଇଥିଲା । କୋମନା ପୋଲିସ ଶୁକ୍ରବାର ହାଇଦ୍ରାବାଦରୁ ଉକ୍ତ ଶିଶୁପୁତ୍ରଙ୍କୁ ଉଦ୍ଧାର
Read More...