ହାତୀସରା ୩ୟ ଲୋକକଳା ମହୋତ୍ସବ ଉଦ୍ଯାପିତ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରାରେ ଦୁର୍ଗାପୂଜା ଅବସରରେ ୩ୟ ଲୋକକଳା ମହୋତ୍ସବ ଗତ ରବିବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ବଲାଙ୍ଗିର ବଜାଶାଲ ଅନୁଷ୍ଠାନ ଏବଂ କେନ୍ଦ୍ରାପଡ଼ା ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ!-->…
Read More...
Read More...