Yearly Archives

2024

ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ : ରାଉରକେଲା ସ୍ଥାନୀୟ କେନ୍ଦ୍ର ପକ୍ଷରୁ ‘ବିଶ୍ୱ ମାନକ ଦିବସ’ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ୱାରା 'ବିଶ୍ୱ ମାନକ ଦିବସ' ପାଳନ କରାଯାଇଥିଲା । ଏହାର ବିଷୟ ଥିଲା 'ଆଗାମୀ ପିଢ଼ି ପାଇଁ ମାନକ ଏକ ଶେୟାର୍ଡ ଭିଜନ୍ ଓ ଲକ୍ଷ୍ୟ' । ଏହି ଆଲୋଚନାର ମୁଖ୍ୟ ଥିମ୍
Read More...

ପୁଆ ସମବାୟ ସମିତିରେ ମହା ଘୋଟାଲା : ଜାଲ୍‌ ଦସ୍ତଖତ ଓ ମୃତ ଲୋକଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ପୁଆ ସମବାୟ ସମିତିରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଜାଲ୍‌ ଦସ୍ତଖତ ଜରିଆରେ ଶହ ଶହ ଚାଷୀଙ୍କ ଅଜାଣତରେ ତାଙ୍କ ନାମରେ ଋଣ ଉଠାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଟକର୍ଲା ଗ୍ରାମର ଗରିବ ସାହୁ ନାମକ ଜଣେ ମୃତ ବ୍ୟକ୍ତିଙ୍କ
Read More...

ଜଙ୍ଗଲି ହାତୀଙ୍କ ଆକ୍ରମଣରେ ଭାଙ୍ଗିଗଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ଗ୍ରାମ ପଞ୍ଚାୟତ ‌ଅନ୍ତର୍ଗତ କ୍ରଫୋଡଗଞ୍ଜ ଗ୍ରାମର ଉର୍ଦ୍ଧବ ବରିହା ଓ ତାଙ୍କ ପିତା ସଦାନନ୍ଦ ବରିହା ନିଜ ଘରେ ବିଲମ୍ବିତ ରାତିରେ ଶୋଇଥିବା ସମୟରେ ଗୋଠଛଡା ବଣୁଆ ଦନ୍ତାହାତୀ ଘରବାଡ଼ିକୁ ପଶି ଘର
Read More...

ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ସ୍ଵତନ୍ତ୍ର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ା ସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶେଷଦେବ ମେହେରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ଡଃ. ପ୍ରମୋଦ ପାଢ଼ୀ, ଜିତେନ୍ଦ୍ରିୟ ଗୁରୁ, ଅଶୋକ
Read More...

ମୋଟା ଅଙ୍କର ଦରମା ବି ଅଣ୍ଟିଲାନି : ଶେଷରେ ୫ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍‌ କରି ପୋଲିସ ହାତରେ ବନ୍ଧା ହୋଇଛନ୍ତି…

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ପିଇଓ ଭାବେ କାର୍ଯ୍ୟରତ ଥିଲେ । ମୋଟା ଅଙ୍କର ଦରମା ବି ପାଉଥିଲେ । ହେଲେ ମୋଟା ଅଙ୍କର ଦରମା ବି ଅଣ୍ଟିଲାନି । ଶେଷରେ ୫ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍‌ କରି ପୋଲିସ ହାତରେ ବନ୍ଧା ହୋଇଛନ୍ତି ପିଇଓ ବାବୁ ଜଣକ । ଗିରଫ ପିଇଓ ବାବୁ ଜଣକ ଭରସୁଜା ଓ
Read More...

ଜିନ୍ଦଲ ସପିଙ୍ଗ ମଲ୍‌ରେ ଲଟେରୀ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲରେ ଥିବା ଜିନ୍ଦଲ ସପିଙ୍ଗ ମଲ୍‌ରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସପିଙ୍ଗ ମଲ୍‌ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗତ ଅଗଷ୍ଟ ୧୫ ତାରିଖରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଯେଉଁ ଗ୍ରାହକ ୨୦୦୦ ଟଙ୍କାର କ୍ରୟ କରିବେ
Read More...

ତ୍ରିପୁର ସୁନ୍ଦରୀ ବେଶରେ ଦର୍ଶନ ଦେଲେ ମା’ ରାମଚଣ୍ଡୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଦ୍ୟାଶକ୍ତି ସିଂହବାହିନୀ ପରମ ବୈଷ୍ଣବୀ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ପୂଣ୍ୟତ୍ତୋୟା ଋଷିକୂଲ୍ୟା ତୀରର କୁଳୁ କୁଳୁ ତାନ୍‌ରେ ସୁଶୋଭିତ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିଦ୍ୟମାନ କରିଥିବା ମା'
Read More...

ବେଦାନ୍ତ କମ୍ପାନୀର ବିଷାକ୍ତ ଲାଲ୍ ଆତଙ୍କକୁ ନେଇ ସାମ୍ବାଦିକ ସମ୍ମିଳନୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ସୀମା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ ଠାରେ ଥିବା ବେଦାନ୍ତ ଆଲୁମିନା କମ୍ପାନୀର ନାଲି କାଦୁଅ ପାଣିର ବିଷାକ୍ତ ଲାଲ୍ ଆତଙ୍କ ଘଟଣା ଓଡିଶାରେ ହଇଚଇ ସୃଷ୍ଟି କରିଦେଇଥିଲା । ସୂଚନା ଅନୁସାରେ କମ୍ପାନୀର ଲାଲ୍‌ କାଦୁଅ ପୋଖରୀ,
Read More...

ଜୈବ ବିବିଧତା ଉତ୍ସବ : ବିଶ୍ୱ ଖାଦ୍ୟ ଦିବସ ୨୦୨୪ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପବିତ୍ର ନୃସିଂହନାଥ ପରିସରରେ ବିଶ୍ଵ ଖାଦ୍ୟ ଦିବସ ଅବସରରେ ଜୈବ ବିବିଧତା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଉତ୍ସବ ପାଇକମାଲ ଅହିଂସା କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏନେଇ ଅନୁଷ୍ଠିତ ସଭାରେ
Read More...

ମୁରିବାହାଲ ଷ୍ଟେସନପଡ଼ା ଓ ବଜାରପଡ଼ା ତଥା ଘଣ୍ଟବାହାଲ ପକ୍ଷରୁ ମାଁ ଗଜଲକ୍ଷ୍ମୀଙ୍କ ପୂଜାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଷ୍ଟେସନପଡ଼ା ଓ ବଜାରପଡ଼ା ତଥା ଘଣ୍ଟବାହାଲ ଗ୍ରାମ ଗଣ୍ଡାପଡ଼ା ପକ୍ଷରୁ ବୁଧବାର ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ପୋଖରୀରୁ ମହିଳାଙ୍କ ଦ୍ୱାରା ଜଳପୂର୍ଣ୍ଣ କଳସ ଆଣି ପୂଜା
Read More...