ଡିସୌଜା ସ୍କୁଲର ଛାତ୍ରୀ ଅର୍ପିତା ବର୍ମାଙ୍କୁ ବ୍ୟାଡମିଣ୍ଟନରେ ସଫଳତା
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିଅମ ଠାରେ ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ୧୫ ବର୍ଷରୁ କମ୍ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଯାହା କି ଅକ୍ଟୋବର ୯ ଓ ୧୦ରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ!-->…
Read More...
Read More...