ଜଳ ସେଚନର ସ୍ଥାୟୀ ସମାଧାନ ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଉଦେପୁର, କୁମୁଡ଼ା, କେନ୍ଦୁମୁଣ୍ଡି…
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମ ପଞ୍ଚାୟତର କୁମୁଡ଼ା, ଉଦେପୁର, ଘୋଡାର, ଲଇତରା ଓ ଅତର୍ଲା ଗ୍ରାମର ଚାଷୀ ସମୂହ ଦୀର୍ଘ ୨୦ ବର୍ଷରୁ ଅଧିକ ହେବ କେନାଲ ଥାଇ ମଧ୍ୟ ଜଳ ସେଚନର ସୁଫଳ ପାଇ ନପାରିବାରୁ ଏହାର ସମାଧାନ କରିବା ପାଇଁ ସମସ୍ତ ଚାଷୀ!-->…
Read More...
Read More...